Browsing Category

City News

30ରେ ଆଉ ଏକ ଲଘୁଚାପ, 4 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତାକାଲି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା । 30 ତାରିଖ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ । ଆଜି 4 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 30 ଓ 1 ତାରିଖ ପାଇଁ…

B.Ed, B.H.Ed ଓ M.Ed ନାମଲେଖା ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ବର: ଶିଷା ବର୍ଷରେ ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ବିଷୟରେ ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ନୂଆ ତାରିଖ ଘୋଷଣା ହେବ । ପ୍ରବେଶିକା ପରୀକ୍ଷାରେ ଅନିୟମିତତା…

ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା, ଜାଣନ୍ତୁ କାହିଁକି ଯାତ୍ରା ଆରମ୍ଭରୁ ସୁବର୍ଣ୍ଣ ଝାଡ଼ୁରେ କରାଯାଏ ଛେରାପହଁରା

ପୁରୀ: ଆଜି ହେଉଛି ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା । ଏହି ପବିତ୍ର ଯାତ୍ରା ସମୟରେ, ପ୍ରଭୁ ଜଗନ୍ନାଥ ତାଙ୍କ ଭଉଣୀ ସୁଭଦ୍ରା ଏବଂ ଭାଇ ବଳଭଦ୍ରଙ୍କ ସହିତ ତାଙ୍କ ମାଉସୀ ଗୁଣ୍ଡିଚାଙ୍କ ମନ୍ଦିରକୁ ପ୍ରସ୍ଥାନ କରନ୍ତି।…

ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି, ଧାଡ଼ି ପହଣ୍ଡିରେ ଆସୁଛନ୍ତି ସୁଦର୍ଶନ

ପୁରୀ: ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ସୁଦର୍ଶନ । ଦର୍ପଦଳନ ରଥରେ ବିରାଜମାନ କରିବେ । ଘଣ୍ଟଘଣ୍ଟାରେ ଉଚ୍ଛୁଳି ପଡୁଛି ବଡ଼ଦାଣ୍ଡ । ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ହେଇଛି ।…

କଡ଼ା ସୁରକ୍ଷାବଳୟରେ ଶ୍ରୀକ୍ଷେତ୍ର, ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ

ପୁରୀ: କଡ଼ା ସୁରକ୍ଷାବଳୟରେ ଶ୍ରୀକ୍ଷେତ୍ର । AI ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି 275 AI କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ । ପୁରୀ-କୋଣାର୍କ ରୋଡ଼ରେ ସୁରକ୍ଷା ବ୍ୟବସ୍ଥା…

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । X ରେ…

ଆଜି ପବିତ୍ର ରଥଯାତ୍ରା, ମଣିମାଙ୍କ ଅପେକ୍ଷାରେ ବଡ଼ଦାଣ୍ଡ

ପୁରୀ: ଆଜି ହେଉଛି ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ସିଂହଦ୍ବାର ଚକଡ଼ାରେ ତିନିରଥ ବିଜେ । ଭାଇଭଉଣୀଙ୍କୁ ସାଙ୍ଗରେ…

ଓଡିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଓଡିଶା ଆସିବେ । ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି …

କ୍ୟାପିଟାଲ ମେଡ଼ିକାଲ କଲେଜରେ ଖୋଲିବ ୟୁଜି, ସ୍ବସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା

ଭୁବନେଶ୍ବର: ଖୁବ୍ ଶିଘ୍ର ହେବ କ୍ୟାପିଟାଲ ମେଡିକାଲ କଲେଜ ବିଲ୍ଡିଂ କାର୍ଯ୍ୟ । ଜୁଲାଇ 31 ସୁଦ୍ଧା ସରିବ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସମୀକ୍ଷା ପରେ ସ୍ବସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା । “କ୍ୟାପିଟାଲ…

ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମେତ ଏକାଧିକ ମନ୍ତ୍ରୀ ହେବେ ସାମିଲ

କୋରାପୁଟ: ସୀମାନ୍ତ କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ! ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା । ଯେଉଁଥରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏକାଧିକ ମନ୍ତ୍ରୀ ସାମିଲ ହେବେ । ପ୍ରଥମ ଥର କୋଟିଆ ରଥ…