Browsing Category

City News

“ଆଜି ଆନ୍ଦୋଳନରେ ଯେଉଁମାନେ ହିଂସାରେ ସମ୍ପୃକ୍ତ ଥିଲେ ସମସ୍ତଙ୍କୁ ଗିରଫ କରାଯିବ”

ଭୁବନେଶ୍ୱର: ଆଜି ଦୀର୍ଘ ବର୍ଷ ପରେ ଭୁବନେଶ୍ୱର ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ଭୟଙ୍କର ଦୃଶ୍ୟ। ରଣଭୂମି ପାଲଟି ଯାଇଥିଲା ରାଜଧାନୀ ରାସ୍ତା। ଲୋୟର ପିଏମଜି ପାଲଟିଥିଲା ଜନ ସମୂଦ୍ର। କଂଗ୍ରେସର ଆନ୍ଦୋଳନ ପ୍ରଥମରୁ…

Breaking: ଅଟକ ନେତାଙ୍କୁ ଛାଡ଼ିଦେଲା ପୋଲିସ, ଥାନାରୁ ଆସି ସିଧା ହସ୍ପିଟାଲରେ ପହଞ୍ଚିଲେ ପିସିସି ସଭାପତି

ଭୁବନେଶ୍ୱର: ଶାନ୍ତ ପଡ଼ିଲା ପରିସ୍ଥିତି। ଦିନ ତମାମର ଆନ୍ଦୋଳନ ପରେ ଅଣାୟତ୍ତ ସ୍ଥିତିକୁ ଆୟତ୍ତକୁ ଆଣିଲେ ପୋଲିସ କର୍ମଚାରୀ। ଏହାସହ ଆନ୍ଦୋଳନ ସ୍ଥଳରୁ ଯେଉଁସବୁ ନେତା ଓ କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ। ଏବେ…

Breaking: ପୋଲିସର ଲାଠି ମାଡ଼ରେ ଲହୁ ଲୁହାଣ ହେଲେ କଂଗ୍ରେସ କର୍ମୀ, ଆନ୍ଦୋଳନକାରୀଙ୍କ ମୁଣ୍ଡରୁ ବୋହିଲା ଧାର ଧାର ରକ୍ତ !

 ଭୁବନେଶ୍ୱର: ଲହୁ ଲୁହାଣ ହେଲେ କଂଗ୍ରେସ କର୍ମୀ। ଆଜି ଲୋୟର ପିଏମଜି ପାଲଟିଥିଲା ରଣକ୍ଷେତ୍ର। ପୋଲିସ ଓ କଂଗ୍ରେସର ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲା ପେଲା ସହ ପଥର ମାଡ଼଼, ତା ସାଙ୍ଗକୁ ପୋଲିସର ଲାଠି ଚାର୍ଜ। ଏସବୁ…

Breaking: କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ସାମ୍ୱାଦିକ ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ପୋଲିସ ନାକେଦମ୍। ଗୋଟେପଟେ ଆନ୍ଦୋଳନକାରୀଙ୍କ ଆକ୍ରୋଶ ଅନ୍ୟପଟେ ପୋଲିସର ଲାଠି ଚାର୍ଜ ସାଙ୍ଗକୁ ପାଣି ମାଡ। ଆଉ ଆନ୍ଦନକାରୀ ଏତେ ଉତ୍ୟକ୍ତ ହୋଇଯାଇଛନ୍ତି ଯେ,…

ଆଜି ଧସ୍ତାଧସ୍ତି ପରେ, ଆସନ୍ତା କାଲି ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର: ବିଧାନସଭା ବାହାରେ ଆଜିର ହାଇଡ୍ରାମା ପରେ ପୁଣି ଥରେ ଆସନ୍ତା କାଲି ବିଧାନସଭା ଘେରିବ କଂଗ୍ରେସ। ଆସନ୍ତା କାଲି ବିଧାନସଭା ଘେରିବା ନେଇ ଡାକରା ଦେଇଛି ବିରୋଧୀ କଂଗ୍ରେସ। କେବଳ କଂଗ୍ରେସର ବିଧାୟକ କିମ୍ୱା…

“ଫ୍ଲାଇଂକିସ୍ ଦେଉଥିଲେ ନବୀନ, ଆଖି ମଧ୍ୟ ମାରୁଥିଲେ”; ପଦ୍ମଲୋଚନ ପଣ୍ଡା

ଭୁବନେଶ୍ୱର: ପୁଣି ନବୀନ ପାଣ୍ଡିଆନ ପ୍ରସଙ୍ଗ ନେଇ ସାଘାଂତିକ ବୟାନ ଦେଲେ ବିଜେପି ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ତାଙ୍କ କହିବା କଥା ନବୀନଙ୍କୁ ପାଗଳ କରି ରଖାଯାଇଥିଲା। ଆଉ ନବୀନଙ୍କୁ ଆଉ କେହି ନୁହେଁ ବରଂ ନିଜେ…

ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ, ଯୁବକଙ୍କ ମୁଣ୍ଡକୁ ଛତୁ କରିଦେଲା କଲେଜ ବସ୍

ଭୁବନେଶ୍ୱର: ପୁଣି ରାଜଧାନୀରେ ଆଉ ଏକ ମୁଣ୍ଡ ଗଲା। ବାଇକକୁ ପଛପଟୁ ପିଟିଲା ଘରୋଇ କଲେଜ ବସ୍। ଫଳରେ ବସ୍ ଚକା ତଳେ ପଡି ଜୀବନ ଚାଲିଗଲା ଯୁବକଙ୍କର। ଏହି ଦୁର୍ଘଟଣା ଘଟିଛି ଭଫୁବନେଶ୍ୱର ଘାଟିକିଆ ନୂଆଗାଁ ରାସ୍ତାରେ।…

ପକେଟକୁ ବାଧୁଛି ତେଲ ଦର, ଭୁବନେଶ୍ୱରରେ ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ ରେଟ୍

ଭୁବନେଶ୍ୱର: ପକେଟକୁ ଭତ୍ରାରି ବାଧୁଛି ପେଟ୍ରେଲ-ଡିଜେଲ ଦର। ଆଉ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଆଜି କାଲି ତ ଗାଡି ମୋଟର ନହେଲେ ନଚଳେ। ସେଥିପାଇଁ ଗାଡିରେ ତେଲ ପକାଇବାକୁ ପଡିବ। ଆଉ ସେପଟେ ତେଲର ଦର ବୃଦ୍ଧି…

Breaking: ରାଜଧାନୀରେ ହୋଲିରେ ଡବଲ ମର୍ଡର, ଗଡ଼ିଲା ୨ ମୁଣ୍ଡ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବିଭତ୍ସ ହତ୍ୟାକାଣ୍ଡ । ହୋଲିରେ ଗଡିଲା ମୁଣ୍ଡ । ତେବେ ଭୁବନେଶ୍ବରରେ 2ଜଣଙ୍କ ମୁଣ୍ଡ ଗଡିଥିବା କଥା କୁହାଯାଉଛି । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ହତ୍ୟା କରିଥିବା…

Breaking: ରାଜଧାନୀରେ ଝୁଲୁଛି ୨ ମୃତଦେହ, ସମ୍ପର୍କରେ ଦୁହେଁ ସ୍ୱାମୀ-ସ୍ତ୍ରୀ

ଭୁବନେଶ୍ୱର:ରାଜଧାନୀରେ ଝୁଲୁଛି ୨ ମୃତଦେହ। ଝୁଲନ୍ତା ଆବସ୍ଥାରେ ଘର ଭିତରୁ ୨ ମୃତଦେହ ଉଦ୍ଧାର। ଜଣେ ପୁରୁଷ ଓ ଜଣେ ମହିଳା। ସୂଚନାନୁସାରେ, ଦୁହେଁ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ। ମୃତକ ୩୦ ବର୍ଷୀୟ କୁମାର ଜିତେନ।…