Browsing Category

ଅପରାଧ

ଡାହାଣୀ ସନ୍ଦେହରେ 3ଜଣଙ୍କୁ ନିର୍ମମ ଭାବେ ହତ୍ୟା, ମୃତଦେହକୁ ଘୋଷାଡି ଜଙ୍ଗଲରେ ଫିଙ୍ଗିଲା ଦୁର୍ବୃତ୍ତ

ନୂଆଦିଲ୍ଲୀ: ଗୁଣିଗାରେଡି ସନ୍ଦେହରେ ଛାରଖାର ପୁରା ପରିବାର । ଝାଡଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗୋଟିଏ ପରିବାରର 3 ଜଣଙ୍କୁ ହତ୍ୟା କରାଯାଇଛି…

ଓଡ଼ିଆ ଝିଅଙ୍କୁ ଦିଲ୍ଲୀରେ Rape ! ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ସାରା ଦେଶରେ ଅପରାଧ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମହିଳା ବିରୋଧୀ ମାମଲା ବଡ଼ ଚିନ୍ତାର ବିଷୟ ପାଲଟିଛି । କୋଲକାତା ଡାକ୍ତରୀ ମହିଳାଙ୍କ ମାମଲା ସମାଧାନ ହୋଇନି । ବର୍ତ୍ତମାନ ଜଣେ ଓଡ଼ିଆ ଝିଅଙ୍କୁ ରାଜଧାନୀ…

ବାଇକ୍ Horn ବଜାଇଲେ ବୋଲି ୨ ଜଣଙ୍କୁ ଗୁଳି: ଜଣେ ପୋଲିସ ଆହତ, ମାମଲାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜହାନାବାଦର ସିକରିୟା ଥାନା ଅଞ୍ଚଳର ସ୍କୁଲ ନିକଟରେ ଘଟିଯାଇଛି ଏକ ବିରାଟ ଅଘଟଣ । ମୋଟର ସାଇକେଲ ହର୍ଣ୍ଣ ବଜାଇବାକୁ ନେଇ ଦେଖିବାକୁ ମିଳିଛି ଗୁଳିକାଣ୍ଡ । ବାଇକ ହର୍ଣ୍ଣ ମାରିଥିଲେ ବୋଲି ୨ ଜଣ ଯୁବକଙ୍କୁ…

ବାଂଲାଦେଶରେ ଦୁର୍ଗାପୂଜାରେ ବିଶୃଙ୍ଖଳା ମାମଲା; ୧୭ ଜଣଙ୍କୁ ଟେକିନେଲା ପୋଲିସ

ନୂଆଦିଲ୍ଲୀ: ବାଂଲାଦେଶର ରାଜଧାନୀ ଢାକାରେ ଚଳିତ ମାସରେ ଦୁର୍ଗାପୂଜା ଉତ୍ସବ ସହ ଜଡିତ ୩୫ଟି ଘଟଣା ପରେ ପୁଲିସ ୧୭ ଜଣଙ୍କୁ ଗିରଫ କରିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଏହି ଘଟଣାକୁ ନେଇ ପୁଲିସ ଏକ ଡଜନରୁ ଅଧିକ…

ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସିର ଚଢ଼ାଉ; ବିପୁଳ ପରିମାଣର ବାସି-ରଙ୍ଗ ମିଶା ଖାଦ୍ୟ ନଷ୍ଟ କଲା ଟିମ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସିର ଚଢ଼ାଉ କରିଛି । ବିଭିନ୍ନ ଫାଷ୍ଟଫୁଡ୍ ଦୋକାନରେ ଯାଞ୍ଚ କରୁଛନ୍ତି ଫୁଡ୍ ସେଫ୍ଟି କମିଶନର୍‌ । ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା…

କିଛି ସେକେଣ୍ଡ ଦୂରରେ ଥିଲା ମୃତ୍ୟୁ; ଦେବଦୂତ ସାଜି ପହଞ୍ଚିଲେ ପୋଲିସ, ଝୁଲନ୍ତା ଅବସ୍ଥାରେ ଯୁବକଙ୍କୁ କରିଲେ ଉଦ୍ଧାର

ମିରଟ: ପୁଲିସର ଦ୍ରୁତ ଗତି ଓ ତତ୍ପରତା ଯୋଗୁଁ ପୁଲିସ ଜଣେ ଯୁବକଙ୍କୁ ଆତ୍ମହତ୍ୟାରୁ ବଞ୍ଚାଇ ପାରିଛି। ଜୀବନ ହାରିବା ପାଇଁ ସେ ପୂରା ପ୍ରସ୍ତୁତି କରିଥିଲେ, ବେକରେ ଫାଶୀ ବାନ୍ଧି ଛାତ ଉପରେ ହୁକ୍ ଟାଙ୍ଗି ଦେଇଥିଲା।…

ପାକିସ୍ତାନ ବେଲୁଚିସ୍ତାନରେ ଗୁଳିକାଣ୍ଡ; ଆତତାୟୀଙ୍କ ଗୁଳିମାଡ଼ରେ ୨୦ ଜଣଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନରେ ବଡ଼ ଧରଣର ଆକ୍ରମଣ ହୋଇଛି। ବେଲୁଚିସ୍ତାନର ଏକ କୋଇଲା ଖଣି ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରି ୨୦ ଜଣ ଖଣି ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ଗୁଳିମାଡ଼ରେ ଅନ୍ୟ ୭ ଜଣ ଆହତ…

ସ୍ତ୍ରୀ-୭ ଝିଅ ଓ ଶାଶୂଙ୍କୁ ବନ୍ଦ କରି ରଖିଥିଲା ୨୦ ବର୍ଷ, ସମସ୍ତଙ୍କୁ ଦୁଷ୍କର୍ମ କରି କରୁଥିଲା ଗର୍ଭପାତ

ନୂଆଦିଲ୍ଲୀ: ସମାଜରେ ବାପା-ଝିଅଙ୍କ ପବିତ୍ର ସମ୍ପର୍କ ନଷ୍ଟ ହୋଇଯାଇଛି। କିନ୍ତୁ ଏବେ ୧୬ ବର୍ଷ ପରେ ଆଉ ଏକ ଭୟଙ୍କର କାହାଣୀ ସାମ୍ନାକୁ ଆସିଛି। ଯେଉଁଠି ଜଣେ ପିତା ନିଜ ସ୍ତ୍ରୀ, ସାତ ଝିଅ ଓ ଶାଶୁଙ୍କୁ ୨୦ ବର୍ଷ ଧରି…

ବାପା ହାତ ଧରି ଥିବା ବେଳେ ଟାଣି ନେଇ ଫେରାର ହୋଇଥିଲେ ଦୁର୍ବୃତ୍ତ, ପୋଲିସ କଲା ଶିଶୁପୁତ୍ରର ଉଦ୍ଧାର

ନୂଆପଡା: ବଲାଙ୍ଗୀରରୁ ଅପହୃତ ଶିଶୁ ପୁତ୍ର ହାଇଦ୍ରାବାଦରୁ ଉଦ୍ଧାର ହୋଇଛି । ନୂଆପଡାର ଶିଶୁପୁତ୍ରକୁ ବଲାଙ୍ଗୀରରୁ ଅପହରଣ କରି ହାଇଦ୍ରାବାଦ ନିଆଯାଇଥିବା ବେଳେ ଓଡିଶା ପୋଲିସ ପିଲାଟିକୁ ସକୁଶଳ ଉଦ୍ଧାର କରିବାରେ ସଫଳ…

ବାଛୁରୀକୁ ଦୁଷ୍କର୍ମ କରୁଥିଲା ଦୁର୍ବୃତ୍ତ; ଚିତ୍କାର କଲେ ଗୋମାତା, ଗୁହାଳରେ ପହଞ୍ଚି ବହେ ଛେଚିଲେ ଲୋକ

ନୂଆଦିଲ୍ଲୀ: ମହାଷ୍ଟମୀରେ ମହାପାପ। ଗୋଶାଳାରେ ପଶି ବାଛୁରୀକୁ ଦୁଷ୍କର୍ମ। ନୋଏଡା ଫେଜ୍-୨ ଥାନା ଅଞ୍ଚଳରେ ସେକ୍ଟର ୧୦୦ରେ ଥିବା ଗୋଶାଳାରେ ଜଣେ ବ୍ୟକ୍ତି ବାଛୁରୀକୁ ହୋଇଛି ଦୁଷ୍କର୍ମ। ଗୋମାତାଙ୍କ ଚିତ୍କାର ଶୁଣି…