Browsing Category

ଅପରାଧ

ବିଲରୁ କୋବି ନେଇ ଖାଇ ଦେବାରୁ ୭୦ ବର୍ଷୀୟା ବୃଦ୍ଧା ମା’କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ବାଡ଼େଇଲା ପୁଅ

କେନ୍ଦୁଝର: (ଓଡ଼ିଶା ଭାସ୍କର) ବିଲରୁ କୋବି ନେଇ ଖାଇ ଦେବାରୁ ୭୦ ବର୍ଷୀୟା ବୃଦ୍ଧା ମାଆକୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ବାଡ଼େଇଲା ପୁଅ। ଏଭଳି ହୃଦୟବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ…

ବର୍ଣ୍ଣ ଭେଦଭାବ ମାମଲା: ସିଙ୍ଗାପୁରରେ ଭାରତୀୟଙ୍କୁ ଗାଡ଼ିରେ ବସାଇବାକୁ ମନାକଲେ କ୍ୟାବ ଡ୍ରାଇଭର

ନୂଆଦିଲ୍ଲୀ: ସିଙ୍ଗାପୁରରେ ବିଗତ କିଛି ଦିନ ହେବ ଭାରତୀୟମାନଙ୍କୁ ଜାତିଗତ ଏବଂ ବର୍ଣ୍ଣଗତ ଭେଦଭାବର ସାମ୍ନା କରିବାକୁ ପଡ଼ୁଛି । ତେବେ ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଏକ କ୍ୟାବ ଡ୍ରାଇଭର ଜଣେ…

ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କଲେ ଖାଲିସ୍ତାନୀ ସମର୍ଥକ: କାନ୍ଥରେ ଲେଖିଲେ ଭାରତ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ: ଆମେରିକାରେ ଖାଲିସ୍ତାନୀମାନଙ୍କର ଆଉ ଏକ ଲଜ୍ଜାଜନକ କାର୍ୟ୍ୟକଳାପ ସାମ୍ନାକୁ ଆସିଛି। ଖାଲିସ୍ତାନୀମାନେ ସେଠାରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ସେଠାରେ ଭଙ୍ଗାରୁଜା କରିଥିଲେ। ଏହା ସହିତ…

Breaking News: ଘର ଛାଡ଼ିବାକୁ କହିବାରୁ ଘର ମାଲିକଙ୍କୁ ପିଟି ପିଟି ହତ୍ୟା, ଅନୁସନ୍ଧାନ ଜାରି

କାମାକ୍ଷାନଗର: ଘର ଛାଡ଼ିବାକୁ କହିବାରୁ ଘର ମାଲିକଙ୍କୁ ପିଟି ପିଟି ହତ୍ୟା କଲେ ଭଡ଼ାଟିଆ । ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି କାମାକ୍ଷାନଗର ଥାନା ବାଉଁଶପାଳ ନୂଆ ଶଅର ସାହିରେ । ମୃତକ ଜଣଙ୍କ ହେଲେ ବାଉଁଶପାଳ ଶଅରସାହିର…

ଜାମ୍ମୁ-କାଶ୍ମୀର ଆତଙ୍କବାଦୀ ଆକ୍ରମଣ ଘଟଣା: ଘଟଣାସ୍ଥଳରୁ ମିିଳିଲା ୩ ସନ୍ଦିଗ୍ଧ ମୃତଦେହ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସେଠାରେ ଜୋରସୋରରେ ଖୋଜାଖୋଜି ଜାରି ରହିଛି । ସେନାର ସୁରକ୍ଷା କର୍ମୀମାନେ ସେଠାରେ ଅର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । ଏପରିକି ଏହି କାରଣରୁ ପୁଞ୍ଚ ଏବଂ…

କେନ୍ଦ୍ରାପଡ଼ା ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ନାବାଳିକାଙ୍କୁ ଶେେରେ ମିଳିଛି ନ୍ୟାୟ । ଦୁଷ୍କର୍ମୀଙ୍କୁ ଆଜି ୨୦ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସଦର ଥାନା ଅଞ୍ଚଳରେ ଗତ ମେ ମାସରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣାରେ…

ଜ୍ୟାକଲିନଙ୍କୁ ସୁକେଶର ଧମକ; ‘ଦୁନିଆକୁ ସତ ଜାଣିବା ଦରକାର, ଜାରି କରିବ ଚାଟ୍-ସ୍କ୍ରିନ୍ ସଟ୍’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଙ୍କ ବିରୋଧରେ ପ୍ରମାଣ ପ୍ରକାଶ କରିବାକୁ ସୁକେଶ ଧମକ ଦେଇଥିବା ଜଣାପଡ଼ିଛି। ନିକଟରେ ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୁକେଶଙ୍କୁ…

ସୋସିଆଲ ମିଡିଆରେ କରୁଛନ୍ତି କି ଏହିସବୁ ଭୁଲ? ହୋଇପାରନ୍ତି HoneyTrapର ଶିକାର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ବର୍ତ୍ତମାନ ଲାଇଫଷ୍ଟାଇଲର ଏକ ଅଭିନ୍ନ ଅଂଶ କହିଲେ ଭୁଲ ହେବନି । ଏହି ପ୍ଲାଟଫର୍ମରେ ଅନେକ ସମୟରେ କିଛି ଅଜଣା ଅଚିହ୍ନା ଲୋକଙ୍କ ସହ ଭେଟ ହୋଇଯାଏ । କିନ୍ତୁ ସୋସିଆଲ ମିଡିଆରେ ଛୋଟିଆ ଭୁଲ…

STF ହାତରେ ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀର CDR; +2 ଫେଲ୍‌ ହୋଇ ବି ୬ଟି ଭାଷାରେ ଥିଲା ପାରଙ୍ଗମ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) STF ହାତରେ ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀର CDR।  ଏକାଧିକ ଲୋକଙ୍କ ସହ ହ୍ବାଟ୍ସ ଆପ୍‌ରେ ଚାଟ୍‌ କରୁଥିଲା ବୁଖାରୀ । ଡିଲିଟ୍‌ ହୋଇଥିବା ଭଏସ୍‌ ମେସେଜ ରିକଭରି ହୋଇଛି । ୯ଟି ବ୍ୟାଙ୍କ…

Breaking…ଅବସରପ୍ରାପ୍ତ CDMO ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼

ଭଦ୍ରକ: (ଓଡ଼ିଶା ଭାସ୍କର) ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଛୁରାମାଡ଼ । ଅବସରପ୍ରାପ୍ତ CDMO ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼ କରାଯାଇଛି । ଭଦ୍ରକ ସହରରେ ଥିବା ଘରେ ପଶି ଦୁର୍ବୃତ୍ତଙ୍କ…