Browsing Category
ଅପରାଧ
ପୁଣି ଅଶାନ୍ତ ହେଲାଣି ମଣିପୁର; ଅତିରିକ୍ତ ଏସପିଙ୍କୁ ଅପହରଣ ପରେ ଏବେ ପୋଲିସ କମାଣ୍ଡୋଙ୍କୁ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ
ଇମ୍ଫାଲ: ମଣିପୁରର ଜଣେ ଅତିରିକ୍ତ ଏସପିଙ୍କୁ ଅପହରଣ କରାଯିବାର ଗୋଟିଏ ଦିନ ପରେ ମଣିପୁର ପୋଲିସ କମାଣ୍ଡୋଙ୍କ ଏକ ଗୋଷ୍ଠୀ ବୁଧବାର ଇମ୍ଫାଲରେ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରି ଅସ୍ତ୍ରଶସ୍ତ୍ର ପକାଇଥିଲେ।…
ସୁସାଇଡ୍ କେସ୍ରେ ଦୋଷୀ ସାବ୍ୟସ୍ତ ହେବା ପରେ ଆପ୍ ବିଧାୟକ ଜରୱାଲ କହିଲେ, ଯଦି ମୁଁ ବିଜେପିରେ ଥାନ୍ତି ତ…
ନୂଆଦିଲ୍ଲୀ: ସୁସାଇଡ୍ କେସ୍ରେ ଆମ୍ ଆଦମୀ ପାର୍ଟି ବିଧାୟକ ପ୍ରକାଶ ଜରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ଏକ ଅଦାଲତ। କୋର୍ଟଙ୍କ ରାୟ ପରେ ପ୍ରକାଶ ଜାରୱାଲ କହିଛନ୍ତି, ଯଦି ମୁଁ ଆଜି ବିଜେପିରେ ଯୋଗ…
ଦେଶ ଦେଖିଲା ଲିଙ୍ଗଗତ ସମାନତାର ଭିନ୍ନ ଚିତ୍ର; ପ୍ରଥମ ଥର ପାଇଁ କିନ୍ନରଙ୍କୁ ମୃତ୍ୟୁ ଦଣ୍ଡାଦେଶ, ଦୁଷ୍କର୍ମ-ହତ୍ୟା ଭଳି ଥିଲା ମାମଲା
ମୁମ୍ବାଇ: ୩ ମାସର ନାବାଳିକାକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁମ୍ବାଇର ଏକ ଅଦାଲତ ଜଣେ କିନ୍ନରଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବୋଧହୁଏ ପ୍ରଥମ ଥର ପାଇଁ କୌଣସି ଅଦାଲତ ଜଣେ କିନ୍ନରଙ୍କୁ ମୃତ୍ୟୁଦଣ୍ଡାଦେଶ…
Big Breaking: ଗୁଳି କରି ଲୁଟିନେଲେ ୩ ଲକ୍ଷ ଟଙ୍କାର ଗହଣା
ଢେଙ୍କାନାଳ : ଗୁଳିମାଡ଼ କରି ଗହଣା ବ୍ୟବସାୟୀଙ୍କ ଠାରୁ ଗହଣା ଲୁଟିବା ଖବର ସାମ୍ନାକୁ ଆସିଛି । ସାଢେ ୩ ଲକ୍ଷର ଗହଣା ସହ ନଗଦ ୧ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି । ଏଥିରେ ବ୍ୟବସାୟୀ ଜଣକ ଗୁରୁତର ଥିବା କଥା ଜଣାପଡିଛି…
ପୁଅର ଗୁଳି ମାଡ଼ରେ ମା’ ଗୁରୁତର, ନୟାଗଡ଼ରୁ ଆସିଲା ଏଭଳି ଅଭାବନୀୟ ଘଟଣା
ଓଡ଼ିଶା ଭାସ୍କର: ପୁଣି ସମ୍ପର୍କର ଡୋରୀରେ ଲାଗିଲା ରକ୍ତର ଛିଟା । ପୁଅର ଗୁଳି ମାଡ଼ରେ ମା’ ହେଲା ଗୁରୁତର। ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଳସା ଖମଣ ଗାଁ'ରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା। ତେବେ ପୁଅର ଗୁଳି ମାଡ଼ରେ…
‘Printing Companyରୁ ଚୋରି ହୋଇଛି ପ୍ରଶ୍ନପତ୍ର…’ ମୁଖ୍ୟମନ୍ତ୍ରୀଙ୍କ ରାଡରରେ ନିଯୁକ୍ତି ବୋର୍ଡ ଅଫିସର
ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ମାମଲା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଉତ୍ତରପ୍ରଦେଶ ପୋଲିସ ଭର୍ତ୍ତି ପେପର ଲିକ୍ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଟାର୍ଗେଟ କରିଛନ୍ତି ବିରୋଧୀ । ତେଣୁ…
ପୂର୍ବତନ କୁସ୍ତି କୋଚ୍କୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ, ୪ ବର୍ଷର ଶିଶୁ ସହିତ ୬ଜଣଙ୍କୁ କରିଥିଲା ହତ୍ୟା
ନୂଆଦିଲ୍ଲୀ: ହରିୟାଣା ରୋହତକର ଏକ କୋର୍ଟ ଫେବୃୟାରୀ ୨୦୨୧ରେ ଏକ ୪ ବର୍ଷର ଶିଶୁ ସହିତ ୬ଜଣଙ୍କୁ ହତ୍ୟା ଅପରାଧରେ ଆଜି କୁସ୍ତିର ପୂର୍ବତନ କୋଚ୍ଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍ ଗଗନ…
ଅପ୍ରାକୃତିକ ଯୌନ ସମ୍ପର୍କ ମାମଲାରେ ଅଭିନେତା ମନୋଜ ଗିରଫ: ୧୩ ବର୍ଷ ପର୍ଯ୍ୟନ୍ତ ସମ୍ପର୍କୀୟଙ୍କୁ ବଳାତ୍କାର
ମୁମ୍ବାଇ: ସମ୍ପର୍କୀୟଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଆଜି ଜଣେ ଅଭିନେତାଙ୍କ ହାତରେ ହାତକଡ଼ା ଲଗାଇ ଦେଇଛି । ବିବାହର ପ୍ରତିଶ୍ରୁତି ଦେଇ ୧୩ ବର୍ଷରୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଚଳଚ୍ଚିତ୍ର…
ଗିରଫ ହେଲା ହଲଦ୍ୱାନୀ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ: ଦିଲ୍ଲୀରେ ଲୁଚି ବସିଥିଲା ଅବଦୁଲ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହଲଦ୍ୱାନୀ ଜିଲ୍ଲାର ବନଭୁଲାପୁରାରେ ଫେବୃଆରୀ ୮ ତାରିଖରେ ହୋଇଥିବା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଏବେ ପୋଲିସ କବଜାରେ ଧରା ପଡ଼ିଛି । ଉତ୍ତରାଖଣ୍ଡ ପୋଲିସର ପ୍ରବକ୍ତା ଆଇଜି ନିଲେଶ ଭାରନେ…
ଜୁଲାଇ ପହିଲାରୁ ଦେଶରେ ନୂଆ ନିୟମ ଲାଗୁ: ବଦଳିବ ବହୁ ପୁରୁଣା ‘IPC’
ନୂଆଦିଲ୍ଲୀ: ଦେଶରେ ଆଗାମୀ ଜୁଲାଇ ପହିଲାରୁ ଭାରତୀୟ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ଲାଗୁ ହେବାକୁ ଯାଉଛି । ଏ ନେଇ କେନ୍ଦ୍ର ସରକାର ଏକ ନୋଟିଫିକେସନ ଜାରି କରିଛନ୍ତି । ସମସ୍ତ…