fbpx
Browsing Category

ଅପରାଧ

ରେପ ଆଉ ହତ୍ୟାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ…..

ରାଜସ୍ଥାନ: ବେକାରୀ , ଜିଏସଟି ଆଦି ପ୍ରସଙ୍ଗ ଉପରେ ଗତ ୫ ତାରିଖରେ କଂଗ୍ରେସ ତାର ବିକ୍ଷୋପ ପ୍ରଦର୍ଶନ କରୁଥିବା ସମୟରେ  ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଦେଶରେ ହତ୍ୟା ବୃଦ୍ଧିକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ରାଜସ୍ଥାନ…

Video: ଝୁଲନ୍ତା ଅବସ୍ଥାରେ ନବ ବଧୂର ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭଦ୍ରକ : ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର ହେଲା ନବ ବଧୂର ମୃତ ଶରୀର, ହତ୍ୟା ଅଭିଯୋଗ ଆଣି ନ୍ୟାୟ ପାଇବା ଦାବିରେ ଏସପି ଅଫିସ ସମ୍ମୁଖ ରାସ୍ତାକୁ ଅବରୋଧ କରିଲେ ପରିବାର ଲୋକ। ବାହାଘରର ମାତ୍ର ଛଅ ମାସ ହୋଇଥିବା…

ମହଙ୍ଗା ପଡିଲା ମଦ କାରବାର ଧରପଗଡ଼, ତହସିଲଦାରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ବ୍ରପୁହ୍ମୁର, (ଭାସ୍କର ନ୍ୟୁଜ): ମଦ ଧରପଗଡ଼ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ତହସିଲଦାର ଓ ଅବକାରୀ କର୍ମଚାରୀ । ଏପରିକି ଗାଁ ଲୋକେ ସରକାରୀ ଗାଡ଼ିକୁ ଗାଁ ଭିତରକୁ ଛାଡ଼ି ନ ଥିବାବେଳେ ତହସିଲଦାରଙ୍କ ସମେତ…

କୋଲକାତା ମ୍ୟୁଜିୟମରେ ଗୁଳିମାଡ଼, ଜଣେ ଓଡ଼ିଆ ଯବାନ ମୃତ

କୋଲକାତାର ମ୍ୟୁଜିୟମରେ ସିଆଇଏସଏଫ ଯବାନଙ୍କ ଗୁଳିମାଡ଼ । ଗୁଳିମାଡ଼ରେ ଜଣେ ସିଆଇଏସଏଫ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସୂଚନାଅନୂଯାୟୀ, ଶନିବାର କୋଲକାତା ପାର୍କ ଷ୍ଟ୍ରିଟ୍ ସ୍ଥିତ ଇଣ୍ଡିଆନ…

ତୁଚ୍ଛ ହେଲା ସଂପର୍କ: ଚାପୁଡ଼ା ମାରିଲା ପୁଅ, ଚାଲିଗଲା ମା’ର ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଏଭଳି ଅନେକ ଖବର ସାମ୍ନାକୁ ଆସୁଛି । ଯେଉଁଠାରେ ନିଜ ରକ୍ତର ସଂପର୍କ ମଧ୍ୟରେ ଫାଟ ଦେଖିବାକୁ ମିଳୁଛି । କେତେବେଳେ ପରିବାର ଲୋକଙ୍କୁ ପର କରୁଛନ୍ତି ନିଜ ପିଲାମାନେ, ତ' ପୁଣି…

ସିବିଆଇ ଅଫିସରେ ପୁଣିହାଜର ହେଲେ ମହିମାଙ୍କ ବଡପୁଅ

ଭୁବନେଶ୍ୱର: ପୁଣି ହାଜର ହେଲେ ମହିମା ମିଶ୍ରଙ୍କ ବଡ ପୁଅ । ସିବିଆଇ ଅଫିସରେ ପୁଣି ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ରଙ୍କର ବଡପୁଅ ଚନ୍ଦନ ମିଶ୍ର । ଆଜି ସକାଳେ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଥିଲା…

ହୋଟେଲରୁ ମିଳିଲା ତାଇୱାନ କ୍ଷେପାଣାନ୍ତ୍ର ବୈଜ୍ଞାନିକଙ୍କ ମୃତଦେହ

ତାଇପେଇ: ହୋଟେଲ ରୁମ ରୁ ମିଳିଲା ମୃତ ଦେହ। ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଗବେଷଣା ଏବଂ ବିକାଶ ୟୁନିଟର ଉପମୁଖ୍ୟ ଙ୍କ ମୃତ ଦେହ ଶନିବାର ସକାଳେ ଏକ ହୋଟେଲ ରୁମରେ ମିଳିଛି ବୋଲି ସରକାରୀ କେନ୍ଦ୍ରୀୟ ଖବର ଏଜେନ୍ସି…

ଆତ୍ମହତ୍ୟାକଲେ ସାଧୁ ,ବିଜେପି ବିଧାୟକଙ୍କ ନାମରେ ସଙ୍ଗୀନ ଆରୋପ…….

ଜାଲୋର: ଜମିବିବାଦ ପାଇଁ ସାଧୁ ହାରିଲେ ଜୀବନ । ଆଉ ସୁଇସାଇଡ ନୋଟରେ ଲେଖିଲେ ବିଜେପି ବିଧାୟକଙ୍କ ନାମ । ରାଜସ୍ଥାନ ଜାଲୋରର ଶ୍ରୀ ବାଲାଜୀ ହନୁମାନ ମନ୍ଦିର ଆଶ୍ରମର ୬୦ ବର୍ଷର ସାଧୁ ରବିନ୍ଦ୍ରନାଥ ଜମି ବିବାଦ କଥା…

ମୁକୁଳିଲେ ବାପା,ବନ୍ଧା ହେଲେ ପୁଅ

ଭୁବନେଶ୍ୱର: ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କର ପୁଅ ଚର୍ଚ୍ଚିତ ମିଶ୍ର । ସକାଳ ୪ଟାରୁ ସିବିଆଇ ଅଫିସରେ ହାଜର ହୋଇଥିଲେ ଚର୍ଚ୍ଚିତ । ଏହାପରେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲ । ଏହାପରେ ତାଙ୍କୁ ଗିରଫ…

ଗୋଟିଏ ବାଇକରେ ଏକା ସାଙ୍ଗରେ ୭ ଜଣ: ଗ୍ୟାଙ୍ଗ ଉପରେ ପୋଲିସ କଲା ଏମିତି କାର୍ଯ୍ୟାନୁଷ୍ଠାନ

ଓଡିଶା ଭାସ୍କର: ସୋସିଆଲ ମିଡିଆ ଏବେ ଲୋକଙ୍କ ପାଇଁ ଏଣ୍ଟରଟେନମେଣ୍ଟର ନୂଆ ପ୍ଲାଟଫର୍ମ ପାଲଟିଯାଇଛି । ଏଥିରେ ଭାଇରାଲ ହେଉଥିବା ଭିଡିଓ ଲୋକଙ୍କ ନିଦ ହଜାଇ ଦେଉଛି । ସେହିଭଳି ଏକ ଭିଡିଓ ଏବେ ସାମନାକୁ ଆସିଛି ।…