Browsing Category
ଅପରାଧ
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇପାରେ ଆଜୀବନ ଜେଲଦଣ୍ଡ: ପାକିସ୍ତାନ ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇପାରନ୍ତି ମାନ୍ୟବର ଅଦାଲତ । ଏ ନେଇ ଦେଶର ଆଇନମନ୍ତ୍ରୀ ଆଜମ ନଜୀର ତରାର୍ ସୂଚନା ଦେଇଛନ୍ତି । ଏକ ସଙ୍ଗୀନ ମାମଲାରେ…
ମହିଳା ସରପଞ୍ଚଙ୍କୁ ଦୁଷ୍କର୍ମ, FIR ରୁଜୁ: କଂଗ୍ରେସ ବିଧ୍ରାୟକ କହିଲେ- ‘ଏହା ବ୍ୟକ୍ତିଗତ ମାମଲା’
ମଣ୍ଡଳା: ମଧ୍ୟପ୍ରଦେଶର ମଣ୍ଡଳାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ସରପଞ୍ଚଙ୍କ ସହ ଦୁଷ୍କର୍ମ ହୋଇଛି, ଯାହାପରେ ପୀଡିତା ସରପଞ୍ଚ ସ୍ଥାନୀୟ ପୋଲିସକୁ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ।…
ମଣିପୁର ମହିଳା ଭିଡିଓ ମାମଲାରେ ଆଉ ୨ ଗିରଫ: ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ନୂଆଦିଲ୍ଲୀ: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ଭିଡିଓ କରିବା ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଭିତରେ ମାମଲାର ମୁଖ୍ୟ ଅଭିଯୁକ୍ତ ମଧ୍ୟ ସାମିଲ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ…
Interview ବାହାନାରେ ହୋଟେଲକୁ ଡାକି ଅଭିନେତ୍ରୀଙ୍କୁ ଦୁଷ୍କର୍ମ: ମଦ ନିଶାରେ ଏଭଳି କାଣ୍ଡ କରିଦେଲେ ମହେଶ
ନୂଆଦିଲ୍ଲୀ: ସାରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ଆଉ ଏହି ଅପରାଧର ଶୀକାର ପାଲଟିଛନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ । ସିନେମା ଜଗତର ଏହି ହିରୋଇନଙ୍କୁ ଇଣ୍ଟରଭ୍ୟୁ ବାହାନାରେ ଡାକି ତାଙ୍କ ସହ…
ମହଙ୍ଗା ପଡ଼ିଲା ରସିକିଆପଣ: ଛାତ୍ରୀଙ୍କୁ ଅସଦାଚରଣ ଓ ପ୍ରେମ ନିବେଦନ କରି ଭୂଗୋଳ ଶିକ୍ଷକ ଗିରଫ
ଭୁବନେଶ୍ୱର: ଗୁରୁ-ଶିଷ୍ୟଙ୍କ ସମ୍ପର୍କ ଅତି ପବିତ୍ର କୁହାଯାଉଥିବା ବେଳେ କିଛି ଅସଭ୍ୟ ଲୋକଙ୍କ ଯୋଗୁଁ ଏହା କଳୁଷିତ ହେବାରେ ଲାଗିଛି । ପ୍ରତିଦିନ ଏପରି କିଛି ନା କିଛି ଖବର ସାମ୍ନାକୁ ଆସୁଛି, ଯେଉଁଠି ଗୁରୁ ନିଜ…
ଲାଞ୍ଚ ନେବା ବେଳେ ଫସିଗଲେ IIC ଓ ASI : ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନାର ପୋଲିସବାବୁ
ବାଲେଶ୍ୱର: ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରା ପଡିଯାଇଛନ୍ତି ଚାନ୍ଦିପୁର ଥାନାର ଦୁଇ ଜଣ ଅଧିକାରୀ । ପୋଲିସ ଷ୍ଟେସନରେ କାର୍ଯ୍ୟରତ ଆଇଆଇସି ଏବଂ ଏଏସଆଇଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ।…
ଆଦିବାସୀ ଯୁବକଙ୍କୁ ମାଡ ମାରି ତାଙ୍କ ଉପରେ ପରିସ୍ରା କଲେ ୮ଯୁବକ, ପ୍ରେମ ବ୍ୟାପାରକୁ ନେଇ ଘଟିଛି ଏପରି କାଣ୍ଡ
ଅମରାବତୀ: ମଧ୍ୟପ୍ରଦେଶ ପରେ ଏବେ ପୁଣି ଆନ୍ଧ୍ରପ୍ରଦେଶରେ ପରିସ୍ରା କାଣ୍ଡର ପୁନରାବୃତ୍ତି ଘଟିଛି । ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା ଓଙ୍ଗୋଲରେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ବନ୍ଧକୁ ନେଇ ଜଣେ ଆଦିବାସୀ ଯୁବକଙ୍କ ସହ…
Video Calling… ଧିରେ ଧିରେ ଦେହରୁ ସବୁ କପଡ଼ା ଖୋଲିଦେଲେ ଯୁବତୀ: ଆଉ ତା’ପରେ, ଫସିଗଲେ ବିଧାୟକଙ୍କ ପୁଅ
ନୂଆଦିଲ୍ଲୀ: ହଠାତ୍ ମୋବାଇଲକୁ ଅଜଣା ନମ୍ବରରୁ ଆସିଲା ଭିଡିଓ କଲ୍ । ଆଉ ରିସିଭ କରିବା ମାତ୍ରେ ଜଣେ ମହିଳା ଅଜବ କାରନାମା କରିଥିଲେ । କିଛି କହିବା ପୂର୍ବରୁ ମହିଳା ଜଣକ ନିଜ ସବୁ କପଡ଼ା ଖୋଲିବାକୁ ଲାଗିଥିଲେ । ଧିରେ…
ନମାମୀ ଗଙ୍ଗେ ପ୍ରୋଜେକ୍ଟ ସାଇଟରେ ଘଟିଛି ବଡ଼ ଦୂର୍ଘଟଣା : ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ଜଣଙ୍କର ମୃତ୍ୟୁ
ଢେରାଢୁନ : ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ୧୦ ଜଣ ଲୋକଙ୍କୁ ବହୁତ ଜୋରରେ ଆଘାତ ଲାଗିଛି । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତୀ…
ବେବି ପାଉଡର ଲଗାଇ କ୍ୟାନ୍ସର ହୋଇଥିବା ଅଭିଯୋଗ: କମ୍ପାନୀକୁ ଦେବାକୁ ପଡିବ ୧୫୪ କୋଟି ଜରିମାନା, ଜାଣନ୍ତୁ ସଂପୂର୍ଣ୍ଣ ମାମଲା
ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନଙ୍କୁ କାଲିଫର୍ନିଆର ଜଣେ ବ୍ୟକ୍ତିଙ୍କୁ ୧୮.୮ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ଯିଏ କମ୍ପାନୀର ବେବି ପାଉଡରରୁ ତାଙ୍କୁ କର୍କଟ ରୋଗ ହୋଇଛି ବୋଲି କହିଥିଲେ। କାଲିଫର୍ନିଆର ଜଣେ…