Browsing Category

ଅପରାଧ

ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କଲେ ଖାଲିସ୍ତାନୀ ସମର୍ଥକ: କାନ୍ଥରେ ଲେଖିଲେ ଭାରତ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ: ଆମେରିକାରେ ଖାଲିସ୍ତାନୀମାନଙ୍କର ଆଉ ଏକ ଲଜ୍ଜାଜନକ କାର୍ୟ୍ୟକଳାପ ସାମ୍ନାକୁ ଆସିଛି। ଖାଲିସ୍ତାନୀମାନେ ସେଠାରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ସେଠାରେ ଭଙ୍ଗାରୁଜା କରିଥିଲେ। ଏହା ସହିତ…

Breaking News: ଘର ଛାଡ଼ିବାକୁ କହିବାରୁ ଘର ମାଲିକଙ୍କୁ ପିଟି ପିଟି ହତ୍ୟା, ଅନୁସନ୍ଧାନ ଜାରି

କାମାକ୍ଷାନଗର: ଘର ଛାଡ଼ିବାକୁ କହିବାରୁ ଘର ମାଲିକଙ୍କୁ ପିଟି ପିଟି ହତ୍ୟା କଲେ ଭଡ଼ାଟିଆ । ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି କାମାକ୍ଷାନଗର ଥାନା ବାଉଁଶପାଳ ନୂଆ ଶଅର ସାହିରେ । ମୃତକ ଜଣଙ୍କ ହେଲେ ବାଉଁଶପାଳ ଶଅରସାହିର…

ଜାମ୍ମୁ-କାଶ୍ମୀର ଆତଙ୍କବାଦୀ ଆକ୍ରମଣ ଘଟଣା: ଘଟଣାସ୍ଥଳରୁ ମିିଳିଲା ୩ ସନ୍ଦିଗ୍ଧ ମୃତଦେହ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସେଠାରେ ଜୋରସୋରରେ ଖୋଜାଖୋଜି ଜାରି ରହିଛି । ସେନାର ସୁରକ୍ଷା କର୍ମୀମାନେ ସେଠାରେ ଅର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । ଏପରିକି ଏହି କାରଣରୁ ପୁଞ୍ଚ ଏବଂ…

କେନ୍ଦ୍ରାପଡ଼ା ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ନାବାଳିକାଙ୍କୁ ଶେେରେ ମିଳିଛି ନ୍ୟାୟ । ଦୁଷ୍କର୍ମୀଙ୍କୁ ଆଜି ୨୦ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସଦର ଥାନା ଅଞ୍ଚଳରେ ଗତ ମେ ମାସରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣାରେ…

ଜ୍ୟାକଲିନଙ୍କୁ ସୁକେଶର ଧମକ; ‘ଦୁନିଆକୁ ସତ ଜାଣିବା ଦରକାର, ଜାରି କରିବ ଚାଟ୍-ସ୍କ୍ରିନ୍ ସଟ୍’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଙ୍କ ବିରୋଧରେ ପ୍ରମାଣ ପ୍ରକାଶ କରିବାକୁ ସୁକେଶ ଧମକ ଦେଇଥିବା ଜଣାପଡ଼ିଛି। ନିକଟରେ ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୁକେଶଙ୍କୁ…

ସୋସିଆଲ ମିଡିଆରେ କରୁଛନ୍ତି କି ଏହିସବୁ ଭୁଲ? ହୋଇପାରନ୍ତି HoneyTrapର ଶିକାର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ବର୍ତ୍ତମାନ ଲାଇଫଷ୍ଟାଇଲର ଏକ ଅଭିନ୍ନ ଅଂଶ କହିଲେ ଭୁଲ ହେବନି । ଏହି ପ୍ଲାଟଫର୍ମରେ ଅନେକ ସମୟରେ କିଛି ଅଜଣା ଅଚିହ୍ନା ଲୋକଙ୍କ ସହ ଭେଟ ହୋଇଯାଏ । କିନ୍ତୁ ସୋସିଆଲ ମିଡିଆରେ ଛୋଟିଆ ଭୁଲ…

STF ହାତରେ ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀର CDR; +2 ଫେଲ୍‌ ହୋଇ ବି ୬ଟି ଭାଷାରେ ଥିଲା ପାରଙ୍ଗମ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) STF ହାତରେ ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀର CDR।  ଏକାଧିକ ଲୋକଙ୍କ ସହ ହ୍ବାଟ୍ସ ଆପ୍‌ରେ ଚାଟ୍‌ କରୁଥିଲା ବୁଖାରୀ । ଡିଲିଟ୍‌ ହୋଇଥିବା ଭଏସ୍‌ ମେସେଜ ରିକଭରି ହୋଇଛି । ୯ଟି ବ୍ୟାଙ୍କ…

Breaking…ଅବସରପ୍ରାପ୍ତ CDMO ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼

ଭଦ୍ରକ: (ଓଡ଼ିଶା ଭାସ୍କର) ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଛୁରାମାଡ଼ । ଅବସରପ୍ରାପ୍ତ CDMO ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼ କରାଯାଇଛି । ଭଦ୍ରକ ସହରରେ ଥିବା ଘରେ ପଶି ଦୁର୍ବୃତ୍ତଙ୍କ…

ରେଳ ଧାରଣା ଉଡ଼ାଇଦେଲେ ନକ୍ସଲ: ଅଟକି ରହିଛି ୨୦ଟି ଟ୍ରେନ

ରାଉରକେଲା: ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ନକ୍ସଲଙ୍କ ହିଂସାକାଣ୍ଡ । ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କର ଏକ ବଡ଼ ଷଡ଼ଯନ୍ତ୍ର ଧରା ପଡ଼ିଛି । ସ୍ଥାନୀୟ ମନୋହରପୁର ନିକଟ ବିରୁୱାରେ ରେଳ ଧାରଣାକୁ ଉଡ଼ାଇ…

କେଉଁଠାରେ ଲୁଚିଥିଲା ଧୀରଜ ସାହୁଙ୍କ ଟଙ୍କା, ସମୁଦାୟ କେତେ ନଗଦ ରାଶି ଜବତ ହୋଇଛି? ଅର୍ଥ ମନ୍ତ୍ରଣାଳୟ ଦେଲେ ସୂଚନା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଝାଡଖଣ୍ଡର ବ୍ୟବସାୟୀ ତଥା କଂଗ୍ରେସ ସାଂସଦ ଧୀରଜ ସାହୁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହାର କାରଣ ହେଉଛି ଆୟକର ବିଭାଗ ତାଙ୍କ ଘରୁ କୋଟି କୋଟି ଟଙ୍କା ନଗଦ ଜବତ କରିଛି।…