Browsing Category

ଅପରାଧ

କେଉଁଠାରେ ଲୁଚିଥିଲା ଧୀରଜ ସାହୁଙ୍କ ଟଙ୍କା, ସମୁଦାୟ କେତେ ନଗଦ ରାଶି ଜବତ ହୋଇଛି? ଅର୍ଥ ମନ୍ତ୍ରଣାଳୟ ଦେଲେ ସୂଚନା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଝାଡଖଣ୍ଡର ବ୍ୟବସାୟୀ ତଥା କଂଗ୍ରେସ ସାଂସଦ ଧୀରଜ ସାହୁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହାର କାରଣ ହେଉଛି ଆୟକର ବିଭାଗ ତାଙ୍କ ଘରୁ କୋଟି କୋଟି ଟଙ୍କା ନଗଦ ଜବତ କରିଛି।…

ନିଜ ଉପରେ ପୋଟ୍ରୋଲ ଢାଳି ଗାର୍ଲପ୍ରେଣ୍ଡକୁ ଡରାଉଥିଲେ ଏହି ପୋଲିସକର୍ମୀ, ପ୍ରେମିକା ଦିଆସିଲି ଜଳାଇ ଲଗାଇଦେଲା ନିଆଁ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପୋଲିସ କନଷ୍ଟେବଳଙ୍କୁ ତାଙ୍କ ପ୍ରେମିକା ନିଆଁ ଲଗାଇ ଦେଇଛି। ଗୁରୁବାର ଦିନ ପୋଲିସ କହିଛି ଯେ, ଆହତ ପୋଲିସ…

ଭାଇକୁ କିଡନୀ ଦେବାରୁ ସ୍ତ୍ରୀକୁ ସାଉଦିରେ ଥାଇ WhatsApp କଲରେ ତିନ୍ ତଲାକ୍ ଦେଲା ସ୍ୱାମୀ

ଗୋଣ୍ଡା: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ତିନି ତଲାକ୍ ର ଏକ ମାମଲା ସାମ୍ନାକୁ ଆସିଛି। ସାଉଦି ଆରବରେ କାମ କରୁଥିବା ଜଣେ ବ୍ୟକ୍ତି ହ୍ଵାଟ୍ସଆପ୍ କଲ୍ କରି ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛି। ଏବେ ତିନି ତଲାକ୍ ପୀଡ଼ିତା…

୬୦୦ରୁ ଅଧିକ ଚାଲାଣ, ୩ ଲକ୍ଷ ଜରିମାନା: ଟ୍ରାଫିକ୍ ପୋଲିସର Wanted ସ୍କୁଟି ଡ୍ରାଇଭର

ନୂଆଦିଲ୍ଲୀ: ଟ୍ରାଫିକ ପୋଲିସ ଜବତ କରିଛି ଏକ ସ୍କୁଟି । ତେବେ ଏହି ସ୍କୁଟି ଡ୍ରାଇଭର ନାଁରେ ୬୦୦ରୁ ଅଧିକ ଟ୍ରାଫିକ ଉଲ୍ଲଙ୍ଘନ କରିବା ନେଇ ଅଭିଯୋଗ ରହିଥିବା ବେଳେ ୩ ଲକ୍ଷରୁ ଅଧିକ ଫାଇନ୍ ରହିଥିବା ଜାଣିବାକୁ ମିଳିଛି ।…

‘ଆନିମଲ’ ଫିଲ୍ମ ଦେଖିବା ପରେ ନେଇଗଲେ ୬ ବର୍ଷୀୟ ନାବାଳକର ଜୀବନ: ଜାଣନ୍ତୁ କ’ଣ ରହିଛି କାରଣ

ଉତ୍ତରପ୍ରଦେଶ: ଭାରତୀୟଙ୍କ ମଧ୍ୟରେ ସିନେମାକୁ ନେଇ ଭିନ୍ନ ପ୍ରକାର କ୍ରେଜ ରହିଛି । ଭାରତୀୟ ସିନେ ପ୍ରଶଂସକ କେବଳ ଚଳଚ୍ଚିତ୍ର ଦେଖିନଥାନ୍ତି ବରଂ ସେଥିରୁ ପ୍ରେରିତ ହୋଇ ସାଧାରଣ ଜୀବନରେ ତାହାର ଉପଯୋଗ ମଧ୍ୟ କରିଥାନ୍ତି…

ସାଇବର ଠକେଇର ନୂଆ ଉପାୟ: ଫିଙ୍ଗରପ୍ରିଣ୍ଟ କ୍ଲୋନ କରି ଲୋକଙ୍କୁ ଲୁଟୁଛନ୍ତି ଅନଲାଇନ ସ୍କାମର

ଓଡ଼ିଶା ଭାସ୍କର: ସାଇବର ଠକମାନେ ଲୋକମାନଙ୍କୁ ଲଚଟିବା ପାଇଁ ପ୍ରତିିଦିନ ନୂଆ ନୂଆ ଉପାୟ ବାହାର କରିବାରେ ଲାଗିଛନ୍ତି । କେବେ ସ୍ୱାର୍କ ପ୍ରମ ହୋମର ଲୋଭ ଦେଖାଇ ତ' କେବେ ଅନଲାଇନରେ ଖାଇବା ମଗାଇବା ନେଇ । ତେବେ…

BIG NEWS: ଦେଶରେ ବଦଳିଲା ପୁରୁଣା ଆଇନ ବ୍ୟବସ୍ଥା, ଜାଣନ୍ତୁ କେଉଁ ଅପରାଧ ପାଇଁ ରହିଛି କ’ଣ ଦଣ୍ଡବିଧାନ

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ତିନୋଟି ନୂଆ ବିଲ୍ ପାରିତ ହୋଇଛି । ଫଳରେ ଏଣିକି ଆଉ ଆଇପିସି, ସିଆରପିସି ଓ ଆଇଇଏ ରହିବନି। ଏହା ବଦଳରେ ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ। ତେବେ…

ଭାଇଙ୍କୁ ବିବାହ କରିବାକୁ ମନା କରିବାରୁ ଝିଅକୁ ତଣ୍ଟି କାଟି ହତ୍ୟା କଲେ ବାପା ମା: ୧ ବର୍ଷ ପରେ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଭାଇକୁ ବିବାହ କରିବାକୁ ମନା କରିବାରୁ ଝିଅର ଗଳା କାଟି ହତ୍ୟା କରିଛନ୍ତି ମାତା ପିତା । ତେବେ ଏହି ଘଟଣାରେ ମଙ୍ଗଳବାର ଦିନ ଇଟାଲୀର ଏକ କୋର୍ଟ ପାକିସ୍ତାନୀ ଦମ୍ପତିଙ୍କୁ ଝିଅକୁ ହତ୍ୟା କରିବା ମାମଲାରେ…

ସ୍ୱାମୀକୁ କରେଣ୍ଟ ଦେଇ ମାରି ଦେଲା ସ୍ତ୍ରୀ; କଥା ନମାନି କରୁଥିଲେ ଏପରି କାମ

ଆଗ୍ରା: ଆଗ୍ରାରୁ ଆସିଲା ଏକ ଭୟଙ୍କର ଖବର। ସ୍ୱାମୀଙ୍କୁ କରେଣ୍ଟ ଦେଇ ହତ୍ୟା କଲା ସ୍ତ୍ରୀ। ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ମୃତଦେହକୁ ଦୁଇ ଦିନ ଧରି ଘରେ ବନ୍ଦ ରଖିଥିଲେ ବୋଲି ଅଭିଯୋଗ ହୋଇଛି। ଦୁର୍ଗନ୍ଧ…

(Video) କଟା ଧାନରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ!, ଚାଷ ଜମି ଦେଖି ମୁଣ୍ଡ ବାଡ଼େଇ କାନ୍ଦୁଛି ଚାଷୀ

କୋରେଇ: (ଓଡ଼ିଶା ଭାସ୍କର) ନା କେବେ ଭାବି ଥିଲେ ନା କେବେ ଏମିତି ଦେଖିଥିଲେ । କ’ଣ କରିବେ କେଉଁ ଆଡେ ଯିବେ କେମିତି ଚଳିବେ । କିଛି ଭାବି ପାରୁ ନାହାନ୍ତି ଏବେ, ନିଆଁ ସବୁ କିଛି ସାରିଦେଇଛି । କେତେ କଷ୍ଟ କେତେ ଦୁଃଖ…