fbpx
Browsing Category

ଅପରାଧ

ସଂସଦରେ ସୁରକ୍ଷା ଭାଙ୍ଗିବା ମାମଲା: ୪ ଅଭିଯୁକ୍ତଙ୍କୁ ହେପାଜତକୁ ନେଲା ପୋଲିସ

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ଅଭିଯୁକ୍ତଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଏକ ସଙ୍ଗୀନ ଅଭିଯୋଗରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି । ଏହି ସମୟ ମଧ୍ୟରେ…

ହଷ୍ଟେଲରେ ବମ୍‌ ତିଆରି ବେଳେ ହଠାତ୍‌ ବିସ୍ଫୋରଣ, ଛାତ୍ର ଗୁରୁତର

ଓଡ଼ିଶା ଭାସ୍କର: ହଷ୍ଟେଲରେ ପିଜି ଛାତ୍ରଙ୍କ ଅଜବ କାରନାମା। ପାଠ ପଢ଼ିବା ବଦଳରେ ବମ୍‌ ତିଆରି କରୁଥିଲେ ଛାତ୍ର। ଭିଡ଼ୁ ଭିଡ଼ୁ ଅଚାନକ ଫୁଟିଲା ବମ୍, ଛାତ୍ର ଗୁରୁତର। ସୂଚନା ଅନୁସାରେ ତାଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ…

ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାଁ ନେଇ ବାଗେଶ୍ୱର ବାବାଙ୍କୁ ବଟି ମାଗି ଅଭିଯୁକ୍ତ ଗିରଫ

ପାଟନା: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ନାଁରେ ଦେଶର ବିଭିନ୍ନ ସହରରୁ ବଡ଼ ବଡ଼ ସେଲିବ୍ରିଟିଙ୍କ ଠାରୁ ଦାଦାବଟି ଓ ଧମକ ଦେବା ର ମାମଲା ସାମ୍ନାକୁ ଆସୁଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ର ଏଭଳି ଅପରାଧୀ…

Big Breaking: ଗୃହକାର୍ଯ୍ୟ ଚାଲିଥିବା ସମୟରେ ଲୋକସଭାରେ ପଶିଲେ ୨ ଅଜ୍ଞାତ ଯୁବକ, ସଂସଦ ସୁରକ୍ଷା ବ୍ୟବସ୍ଥାରେ ବିରାଟ ତ୍ରୁଟି

ନୂଆଦିଲ୍ଲୀ: ଲୋକସଭାରେ ଆଜି ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ହଠାତ ଲୋକସଭା ଭିତରକୁ ପଶିଆସିଛନ୍ତି ୨ ଜଣ ଅଜ୍ଞାତ ଯୁବକ । ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳ ହଠାତ ସେ ଦୁଇଜଣ ଭିତରକୁ ପଶି ଆସିଥିଲେ ।…

ପାରିବାରିକ କଳହର ଭୟଙ୍କର ପରିଣତି; ବାପା ଉପରକୁ ଗରମ ପାଣି ଫିଙ୍ଗି ଆଖି ନଷ୍ଟ କରିଦେଲା ଝିଅ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପାରିବାରିକ କଳହର ଭୟଙ୍କର ପରିଣତି। ବାପା ଉପରକୁ ଗରମ ପାଣି ଫିଙ୍ଗି ଗୋଟିଏ ଆଖି ନଷ୍ଟ କରିଦେଲା ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ । ପୋଲିସ ଝିଅ…

ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ; ୨୩ ପାକ୍ ସୈନିକ ମୃତ

ନୂଆଦିଲ୍ଲୀ : (ଓଡ଼ିଶା ଭାସ୍କର) ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ ସୂଚନା । ଉତ୍ତରପଶ୍ଚିମ ପାକିସ୍ତାନ ସେନା କ୍ୟାମ୍ପରେ ବଡ଼ ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି । ବିସ୍ଫୋରଣରେ ୨୩ ଜଣ…

ବୋମାମାଡ଼ କରିବାକୁ କର୍ଣ୍ଣାଟକ ରାଜଭବନକୁ ମିଳିଲା ଧମକପୂର୍ଣ୍ଣ କଲ: ସର୍ଚ୍ଚ ଅପରେଶନ ଜାରି

କର୍ଣ୍ଣାଟକ: କର୍ଣ୍ଣାଟକ ରାଜଭବନକୁ ବୋମା ମାଡ଼ କରିବା ନେଇ ମିଳିଛି ଧମକ । ଗତକାଲି ରାତିରେ ଜଣେ ଅଜଣା ବ୍ୟକ୍ତି ପୁଲିସକୁ ଫୋନ କରି ରାଜଭବନକୁ ବୋମା ମାଡ଼ କରି ଉଡ଼ାଇଦେବା ଧମକ ଦେଇଥିଲେ । ତେବେ ଏପରି ଧମକ ପାଇବା ପରେ…

ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲା: ଜେଲରୁ ମୁକୁଳିଲେ ବ୍ଲାକମେଲ କ୍ୱୀନ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ଶେଷରେ ଆଜି ଜେଲରୁ ବାହାରିଛନ୍ତି ଅର୍ଚ୍ଚନା ନାଗ । ବହୁଚର୍ଚ୍ଚିତ ହନିଟ୍ରାପ ଅଭିଯୋଗ ମାମଲାରେ ସେ ଝାରପଡ଼ା ଜେଲରେ ଥିଲେ । ତେବେ ଆଜି ଦୀର୍ଘ ୧୪ ମାସ ପରେ ବାହାରକୁ ଆସିଛନ୍ତି ଅର୍ଚ୍ଚନା । ଇଡି ମାମଲାରେ…

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଫେରାଇ ଦିଆଯିବ ଜବତ ହୋଇଥିବା ଟଙ୍କା! ଜାଣନ୍ତୁ କ’ଣ ରହିଛି ଆୟକର ବିଭାଗର ନିୟମ

ଓଡ଼ିଶା ଭାସ୍କର: ଓଡିଶାରେ ଡିଷ୍ଟିଲରି କମ୍ପାନୀ ମାଲିକ ତଥା କଂଗ୍ରେସ ପାର୍ଟି ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରେ ଚାଲିଥିବା ଆୟକର ବିଭାଗ ଚଢ଼ାଉ ଜାରି ରହିଛି । ତେବେ ଏପର୍ୟ୍ୟନ୍ତ ଏଥିରୁ ୩୫୦ କୋଟିରୁ ଅଧିକ…

ସଡକ ଉପରେ ଶୌଚ କରିବାରୁ ଫୁଟିଲା ଗୁଳି, ୬ ଗୁରୁତର

ଫିରୋଜାବାଦ: ଉତ୍ତରପ୍ରଦେଶ ଫିରୋଜାବାଦରେ ରବିବାର ଜୋରଦାର ଫାୟାରିଂ ହୋଇଛି । ଏହି ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳି ଲାଗିଛି । ତେବେ ଏହି ଗୁଳିକାଣ୍ଡ ପଛରେ ଥିବା କାରଣ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା…