fbpx
Browsing Category

ଅପରାଧ

ସାର୍ବଜନୀନ ନଳରୁ ପାଣି ପିଇଥିବାରୁ ଦଳିତଙ୍କୁ ପିଟି ପିଟି ହତ୍ୟା: ଜଣେ ଗିରଫ

ଉତ୍ତରପ୍ରଦେଶ: ସାର୍ବଜନୀନ ନଳକୂପରୁ ପାଣି ପିଇବା କାରଣରୁ ଜଣେ ଦଳିତଙ୍କୁ ପିଟି ପିଟି ହତ୍ୟା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲା ଉସହୈତ ଥାନା ଅନ୍ତର୍ଗତ…

( Video) ଠେଙ୍ଗାକୁ ଡରିଲା ବନ୍ଧୁକ! ଗୁଳି ଚଳାଇବାକୁ ଆସିଥିଲେ ଦୁର୍ବୃତ୍ତ, ବାଡ଼ି ଦେଖି ଦୌଡ଼ିଲେ

ହରିୟାଣା: ବନ୍ଧୁକଧାରୀଙ୍କ ବନ୍ଧୁକ ଉପରେ ଭାରି ପଡ଼ିଛି ଲାଠି ପାହାରର ଭୟ । ହରିୟାଣାର ଭିବାନୀ ଜିଲ୍ଲାରୁ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ବନ୍ଧୁକଧାରୀ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି…

ବନ୍ଧା ହେଲେ IIC, ଘରୁ ବିପୁଳ ଟଙ୍କା ବାହାରିବା ପରେ ଗିରଫ କଲା ଭିଜିଲାନ୍ସ ବିଭାଗ

ଓଡିଶା ଭାସ୍କର: ଗିରଫ ହେଲେ ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ। ଘରୁ ବିପୁଳ ଟଙ୍କା ବାହାରିବା ପରେ ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ସୁଶାନ୍ତଙ୍କ ମୋଟ ୩୭ ଲକ୍ଷ…

ରଶ୍ମିକାଙ୍କ ପରେ ଏବେ ଡିପ୍ ଫେକର ଶିକାର ହେଲେ ଆଲିଆ ଭଟ୍ଟ, AI ବଢାଉଛି ଚିନ୍ତା

ନୂଆଦିଲ୍ଲୀ: ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ ଏବଂ କାଜଲ ଅଗ୍ରୱାଲଙ୍କ ପରେ ଏବେ ଆଲିଆ ଭଟ୍ଟ ମଧ୍ୟ ଡିପ୍ ଫେକ୍ ଟେକ୍ନୋଲୋଜୀର ଶିକାର ହୋଇଛନ୍ତି । ଆଲିଆ ଭଟ୍ଟଙ୍କ ଡିପ୍ ଫେକ୍ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ…

ବାହାନଗାରେ ଅଭାବନୀୟ ଘଟଣା: ଏଟିଏମ ଭାଙ୍ଗି ୨୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର: ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଘଟଣା ଆଜି ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ବାହାନଗା ବଜାରରେ ଥିବା ଏସବିଆଇ ଏଟିଏମରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ…

ଖେଳୁଥିବା ବେଳେ ହେଲା ବଚସା, ରାଉଣ୍ଡରରେ ସାଥୀ ଛାତ୍ରକୁ ୧୦୮ ଥର ଆକ୍ରମଣ କଲେ ଅନ୍ୟ ୩ ଛାତ୍ର

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଖେଳିବା ସମୟରେ ହୋଇଥିବା ସାମାନ୍ୟ ବଚସାରୁ ୪ର୍ଥ କ୍ଲାସର ୩ ଜଣ ଛାତ୍ର ବିଦ୍ୟାଳୟର ଅନ୍ୟ ଜଣେ…

ବିବାହ ଏକ ବାହାନା, ଚଉଠି ରାତି ଥିଲା ଛଳନା: ମିଛ କହି ୨ ଭାଇଙ୍କୁ ବିବାହ କରି ଲୁଟିଲେ ଦୁଇ ଭଉଣୀ

ଉତ୍ତରପ୍ରଦେଶ: ଗୋଟିଏ ପରିବାରର ଦୁଇ ଭାଇଙ୍କୁ ବିବାହ କଲେ ଅନ୍ୟ ଏକ ପରିବାରର ୨ ଭଉଣୀ । ହେଲେ ଶାଶୂଘର ଲୋକଙ୍କୁ ନିଶାଯୁକ୍ତ କ୍ଷୀରି ଖୁଆଇ ଟଙ୍କା ଓ ସୁନା ଗହଣା ସହ ବିବାହରେ ମିଳିଥିବା ଉପହାର ଧରି ଚମ୍ପଟ ମାରିଲେ ୨…

ଲୋମହର୍ଷଣକାରୀ ଘଟଣା: ପ୍ରଥମେ ପତ୍ନୀ, ତା’ପରେ ଶ୍ୱଶୂର ଓ ପରେ ନିଜକୁ ଗୁଳିମାରିଲା ଜ୍ୱାଇଁ

ଉତ୍ତରପ୍ରଦେଶ: ଶ୍ୱଶୂର ଘରେ ପହଞ୍ଚି ପ୍ରଥମେ ପତ୍ନୀଙ୍କୁ ଜୀବନ୍ତ ଜାଳି ଦେଲେ । ପରେ ଶ୍ୱଶୁରଙ୍କୁ ପଥରରେ ଛେଚି ହତ୍ୟା କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ଜ୍ୱାଇଁ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି…

26/11 Attack; ରକ୍ତରେ ଭିଜି ଯାଇଥିଲା ମାୟା ନଗରୀ: ଭାରତ ଅତୀତର କଳା କାହାଣୀରେ ମୁମ୍ବାଇ ବ୍ଲାଷ୍ଟ, ପୂରିଲା ୧୫ ବର୍ଷ

ଓଡ଼ିଶା ଭାସ୍କର: ୧୫ ବର୍ଷ ତଳର କଥା... ସବୁଦିନ ପରି ସେଦିନ ମଧ୍ୟ ହସ ଖୁସିରେ ଆରମ୍ଭ ହୋଇଥିଲା । ସୂର୍ଯ୍ୟଙ୍କ କିରଣ ସହିତ ମୁମ୍ବାଇ ସହରରେ ବିଞ୍ଚି ହୋଇ ଯାଇଥିଲା ହସଖୁସିର ମାହୋଲ । କିନ୍ତୁ କିଏ ଜାଣିଥିଲା, କେତେ…

ଇନଷ୍ଟାଗ୍ରାମ ରିଲ୍ସକୁ ବିରୋଧ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଓଡିଶା ଭାସ୍କର: ଇନଷ୍ଟାଗ୍ରାମ ରିଲ୍ସ ଓ ଚାଟିଂକୁ ନେଇ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ । ପଶ୍ଚିମବଙ୍ଗର ହରିନାରାୟଣପୁରରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା। ସ୍ତ୍ରୀକୁ ହତ୍ୟା କରିବା ପରେ କେଉଁଆଡେ…