Browsing Category
ଅପରାଧ
ନା ବନ୍ଧୁକ; ନା ଭୁଜାଲି… ଲଙ୍କାଗୁଣ୍ଡରେ ଚୋରି; (Video) ୧୯ ଟଙ୍କାର ରିଚାର୍ଜ ପାଇଁ ଆସି, ୫୦ ହଜାର ନେଇଗଲା ଯୁବକ
ବିଜନୋର: ଏକ ମୋବାଇଲ ଦୋକାନରୁ ଚିନ୍ତାଜନକ ଭିଡିଓ ସାମ୍ନାକୁ ଆସିଛି । ଦିନ ଦ୍ୱିପ୍ରହରରେ ମୋବାଇଲ ଦୋକାନରୁ ଟଙ୍କା ଲୁଟ୍ କରିଛି ଚୋର ।
ସମ୍ପୂର୍ଣ୍ଣ ଘଟଣା ମୋବାଇଲ ଦୋକାନର ସିସିଟିଭି ଫୁଟେଜରେ କଏଦ ହୋଇଛି । ଏହି…
ସାଙ୍ଗ ଭାଙ୍ଗିଦେଲା ସୁନା ସଂସାର: ୮ ଦିନର ଛୁଆ ହେଲା ବାପ ଛେଉଣ୍ଡ; ୧୦ ହଜାର ପାଇଁ ସ୍ତ୍ରୀ ମଥାର ସିନ୍ଦୁର ପୋଛିଲା ସ୍ୱାମୀ
କୋଲାର: ଆନ୍ଧ୍ର ପ୍ରଦେଶ କୋଲାର ଜିଲ୍ଲା ପୂଜାରହାଲ୍ଲି ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଚ୍ୟାଲେଞ୍ଜ ଲଗେଇ ପ୍ରାଣ ହରାଇଛନ୍ତି ୨୧ ବର୍ଷୀୟ ଯୁବକ ।…
ପାଗଳ ପ୍ରେମୀର ଜଘନ୍ୟ କାଣ୍ଡ: ଏକତରଫା ପ୍ରେମ ପାଇଁ ବଳି ପଡିଲା ନାବାଳିକା
ବ୍ରହ୍ମପୁର: ଏକତରଫା ପ୍ରେମରୁ ନାବାଳିକାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଘରେ ପଶି ନାବାଳିକାଙ୍କ ଶରୀରକୁ ହାଣି ପକାଇଛି ପ୍ରାଗଳପ୍ରେମୀ ।
ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଘଟିଯାଇଛି ଏହି ଲୋମଟାଙ୍କୁଆ…
କ୍ରିକେଟ୍ ଖେଳରେ ଗଣ୍ଡଗୋଳ, ପିଟିପିଟି ମାରିଦେଲେ ୨୫ ଜଣ
କର୍ଣ୍ଣାଟକର ମାଙ୍ଗାଲୁରୁରେ ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ବିବାଦରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେହି ବ୍ୟକ୍ତିଙ୍କୁ 25 ରୁ ଅଧିକ ଲୋକଙ୍କ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ।
ସ୍ବାମୀ ଦାଢ଼ି ନ କାଟିବାରୁ ଦିଅର ସହ ପଳାଇଲେ ନବବଧୂ, ପୂରା ମାମଲା ଜାଣିଲେ…
ଉତ୍ତର ପ୍ରଦେଶର ମିରଟରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନବଦମ୍ପତି ତାଙ୍କ ସ୍ବାମୀଙ୍କ ଦାଢ଼ି ଦେଖି ଦିଅରଙ୍କ ସହିତ ଫେରାର ହୋଇଯାଇଛନ୍ତି। ମାନହାନି ଭୟରେ, ମୌଲାନା ସ୍ବାମୀ ପ୍ରଥମେ ନିଜେ ଏବଂ…
କଳିଯୁଗର ସତ୍ୟବାନ୍: ସ୍ତ୍ରୀ’କୁ ଲଣ୍ଡା କଲା ସ୍ୱାମୀ, ଲାଣ୍ଡି ଝିଅକୁ ଥାନାକୁ ନେଇଗଲା ମା’
ଭଦୋହି: ଏକ ଆଶ୍ଚର୍ଯ୍ୟଜନକ ମାମଲା ଉତ୍ତରପ୍ରଦେଶ ଜିଲ୍ଲାର ଭଦୋଇ ଜିଲ୍ଲାରେ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ସ୍ୱାମୀ ପତ୍ନୀଙ୍କୁ ଦୁର୍ବ୍ୟବହାର କରି ତାଙ୍କୁ ଲଣ୍ଡା କରିଛନ୍ତି |
ପୋଲିସ ବର୍ତ୍ତମାନ ଅଭିଯୁକ୍ତ…
ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ, ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ…
ଢେଙ୍କାନାଳ,୨୯ା୪: ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ । ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ଢେଙ୍କାନାଳ ମହାବୀର…
ପ୍ରେମିକାକୁ ଭେଟିବା ପାଇଁ ବିଲ୍ଡିଂରେ ଚଢୁଥିଲା ପ୍ରେମିକ, ଗାର୍ଲଫ୍ରେଣ୍ଡର ବାପା ମାରିଦେଲା ଗୁଳି, ଯୁବକ ମୃତ
ନୂଆଦିଲ୍ଲୀ:ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଇଟାୱାର ଚୌବିଆ ଥାନା ଅଞ୍ଚଳ ଅନ୍ତର୍ଗତ ଖେଡା ହେଲୁ ଗାଁରେ ସୋମବାର ବିଳମ୍ବିତ ରାତିରେ ପ୍ରେମ ସମ୍ପର୍କ ଯୋଗୁଁ ଜଣେ…
ଭୁବନେଶ୍ୱରରେ ବଡ଼ ହତ୍ୟା, ପ୍ରେମ ପାଇଁ ୨୨ ବର୍ଷୀୟ ଯୁବକଙ୍କୁ ମାରିଦେଲେ!
ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ବରମୁଣ୍ଡା ଦଳିତ ସାହିରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ବୟସ ୨୨ ବର୍ଷ । ତାଙ୍କର ହତ୍ୟା ହୋଇଛି ବୋଲି ପରିବାର ଲୋକେ…
ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନଭିନ୍ନ ମାମଲାରେ ସମ୍ପୃକ୍ତ ୬ ଅଭିଯୁକ୍ତ ଗିରଫ: DGP
ଭୁବନେଶ୍ୱର,୨୮ା୪: ସୋମବାର ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନ ଭିନ୍ନ ୬ଟି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁରୀର ନିଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ…