fbpx
BJD SKY
BJD SKY
Browsing Category

ମନୋରଞ୍ଜନ

(Video) ରାଜନୀତିକୁ ଆସିବେ କି ମେଗା ଷ୍ଟାର ବାବୁସାନ୍? ଦେଖନ୍ତୁ କ’ଣ କହିଲେ ଚକଲେଟ ବୟ

ଭୁବନେଶ୍ୱର: ‘ଦମନ୍’ ଏବଂ ‘ମାଲ୍ୟଗିରି’ ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ଏବେ ଆଉ ଏକ ରୂପରେ ଆସୁଛନ୍ତି ମେଗାଷ୍ଟାର ବାବୁସାନ୍ । ବର୍ତ୍ତମାନ ରିଲିଜ ଅପେକ୍ଷାରେ ରହିଛି ବାବୁସାନଙ୍କ କମେଡି ଡ୍ରାମା ଫିଲ୍ମ ‘ପାବାର’ ।…

ବିନା ଅନୁମତିରେ ଡାକିପାରିବେ ନାହିଁ ‘Bhidu’, ସୁରକ୍ଷା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଜ୍ୟାକି ଶ୍ରଫ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଭେଟେରାନ୍ ବଲିଉଡ଼ ଅଭିନେତା ଜ୍ୟାକି ଶ୍ରଫ୍ । ତାଙ୍କ ଦମଦାର ଅଭିନୟ ଏବଂ ଡାଏଲଗ୍ ପାଇଁ ଆଜି ବି ସେ ଅନେକ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ନିକଟରେ ତାଙ୍କ ବ୍ୟକ୍ତିତ୍ୱ ଏବଂ Publicity…

(Video) କେଉଁଠି ଅଛନ୍ତି ଅନୁଭବ ମହାନ୍ତି ? ଯଲଦି ଗିରଫ ପାଇଁ ପୁରୀଘାଟ ଥାନାଧିକାରୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ…

କଟକ: (ଓଡ଼ିଶା ଭାସ୍କର) ପୁୁରୀଘାଟ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ, ଶୁଣାଣି ପୂର୍ବରୁ ଅନୁଭବଙ୍କୁ ଗିରଫ କର। ଅନୁଭବଙ୍କ ନାଁରେ ଜାରି ହୋଇଛି ଜାମିନବିହୀନ ଗିରଫ ପରୱାନା। ହାତଜରେ ରହିବେ ଅନୁଭବ ମହାନ୍ତି । କୋର୍ଟ…

ମଧୁବାଳା-ମାଧୁରୀଙ୍କ ପରେ ଅଦିତି ଚାଲିଲେ ‘ଗଜଗାମିନୀ’ ଚାଲି; କାମସୂତ୍ର ସହ ରହିଛି ସମ୍ପର୍କ

ମୁମ୍ୱାଇ: ଲୋକପ୍ରିୟ ୱେବ୍ ସିରିଜ୍ 'ହୀରାମଣ୍ଡି'ରେ ଅଦିତି ରାଓ ହାଇଦରୀ ଜଣେ ରାଜକୁମାରୀ ଭୂମିକାରେ ଅଛନ୍ତି। ତାଙ୍କ ଚରିତ୍ରର ନାମ ବିବୋଜନ । ସୋ' ଦେଖିଥିବା ଜନସାଧାରଣ ବିବୋଜନଙ୍କ ଏକ ସ୍ୱତନ୍ତ୍ର ପଦଯାତ୍ରାର…

ନିଜସ୍ୱ OTT ପ୍ଲାଟଫର୍ମ ଲଞ୍ଚ୍ କରିବ ପ୍ରସାର ଭାରତୀ ! ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପବ୍ଲିକ୍ ସର୍ଭିସ ବ୍ରୋଡକାଷ୍ଟର ପ୍ରସାର ଭାରତୀ ନିଜସ୍ୱ OTT ପ୍ଲାଟଫର୍ମ ଖୁବ୍ ଶୀଘ୍ର ଲଞ୍ଚ୍ କରିବ । ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଲକ୍ଷରେ ପ୍ରସାର…

ଅବଦୁଙ୍କୁ ମିଳିଗଲା ୫ ଫୁଟ ଉଚ୍ଚତାର ଜୀବନସାଥୀ, କହିଲେ ପ୍ରଥମ ଦେଖାରେ କିପରି ହେଲା ପ୍ରେମ

ଓଡ଼ିଶା ଭାସ୍କର: ବିଶ୍ୱ ପ୍ରସିଦ୍ଧ ଗାୟକ ତଥା ବିଗ୍ ବସ୍ ଫେମ୍ ଅବଦୁ ରୋଜିକ୍ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏ ନେଇ ସେ ଖୁବ୍ ଉତ୍ସାହିତ ହୋଇ ପଡିଛନ୍ତି । ଅବଦୁଙ୍କର ନିଜ ଲେଡି ଲଭ୍ ଅମୀରାଙ୍କ ସହ ନିର୍ବନ୍ଧ…

ଗିରଫ ହେବେ ଅନୁଭବ ମହାନ୍ତି ! NBW ଜାରି କଲେ କୋର୍ଟ

ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଗିରଫ ହୋଇପାରନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ କଟକ ଜେଏମ୍‌ଏଫସି (MP, MLA) କୋର୍ଟ ପକ୍ଷରୁ NBW ଜାରି କରାଯାଇଛି । ପୁରୀଘାଟ ଥାନାରେ ରୁଜୁ…

ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର ମହେବୁବା ନଗର ନିକଟରେ ଏକ କାର ଦୁର୍ଘଟଣାରେ ତାଙ୍କର…

MLA ସାଙ୍ଗ ଘରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖି ପ୍ରଶଂସକଙ୍କ ଜମିଲା ଭିଡ଼, ପ୍ରଚାରରେ ସାମିଲ ହେବା ପଡ଼ିଲା ମହଙ୍ଗା, ଅଭିନେତା ବିରୋଧରେ ମାମଲା ରୁଜୁ

ହାଇଦ୍ରାବାଦ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କର ଅନେକ ଫ୍ୟାନ ଫଲୋଅର୍ସ ଅଛନ୍ତି । ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଶନିବାର ଅଲ୍ଲୁ…

ବଢିଲା କରୀନାଙ୍କ ସମସ୍ୟା, ଏହି ମାମଲାରେ ହାଇକୋର୍ଟ ଜାରି କଲେ ନୋଟିସ୍‌

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ସମସ୍ୟା ନିଜ ପୁସ୍ତକର ଟାଇଟେଲ୍‌କୁ ନେଇ ବଢିଯାଇଛି । ବଲିଉଡ୍ ବେବୋ କରୀନା ନିଜ ପ୍ରେଗନାନ୍ସୀ ସମୟର ଅନୁଭବକୁ ଏକ ପୁସ୍ତକରେ ଲିପିବଦ୍ଧ କରିଛନ୍ତି । ଏହି…