fbpx
Browsing Category

ମନୋରଞ୍ଜନ

କାହିଁକି ତେଲଗୁ ଷ୍ଟାରଙ୍କୁ ଭେଟୁଛନ୍ତି ବିଜେପି ନେତା; ୨୦୨୪ ପାଇଁ କଣ ରହିଛି ପ୍ଲାନ

ହାଇଦ୍ରାବାଦ:ତେଲୁଗୁ ଅଭିନେତା ନିତିନ କୁମାର ରେଡ୍ଡୀ ଶନିବାର ଦିନ ହାଇଦ୍ରାବାଦରେ ବିଜେପି ଜାତୀୟ ସଭାପତି ଜେପି ନାଡାଙ୍କୁ ଭେଟିଛନ୍ତି।ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନାଡା ଟ୍ୱିଟ୍ କରି 'ଭୀଷ୍ମ' ତାରକାଙ୍କ ସହ…

(video)ମେଟ୍ରୋ ଭିତରେ ଗାଧୋଉଥିଲେ ଯୁବକ: ଅଟକାଇବାରୁ ଯାତ୍ରୀଙ୍କ ସହ କଲେ ମାରପିଟ୍

ନୂଆଦିଲ୍ଲୀ: ମେଟ୍ରୋ ଟ୍ରେନ ଏବେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଉଛି । ଫଳରେ ମେଟ୍ରୋ ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହେଉଛନ୍ତି । ତେବେ ମେଟ୍ରୋ ଟ୍ରେନରେ ଏବେ ଏମିତି ଏକ ଭିଡିଓ ସାମନାକୁ…

ମଲାଇକାଙ୍କ ଭାଇରାଲ ଡ୍ୟାନ୍ସ:Chaiyya Chaiyyaରେ ଠୁମକାରେ ଲଗାଇଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ବର୍ତ୍ତମାନ ବିବାହ ସିଜିନ ଚାଲିଛି। କାରଣ ଡିଜାଇନର୍ କୁନାଲ ରାୱଲ ଏବଂ ଅର୍ପିତାଙ୍କ ବିବାହ ସମାରୋହ ଚାଲିଛି । ବିବାହ ସମାରୋହ ରବିବାର ଅର୍ଥାତ୍ ଅଗଷ୍ଟ ୨୮ ରେ ହେବ, ବିବାହ ପୂର୍ବରୁ ରୀତିନୀତି…

ଗାୟିକାଙ୍କୁ ମହଙ୍ଗା ପଡିଲା ଧାର୍ମିକ ସ୍କୁଲର ଉପହାସ: ରାଷ୍ଟ୍ରପତିଙ୍କ ନିକଟରୁ ଆସିଲା ଏହି ଖବର

ତୁର୍କୀ: ଦେଶର ଧାର୍ମିକ ବିଦ୍ୟାଳୟକୁ ଉପହାସ କରି ଏବେ ଅଡୁଆରେ ପଡିଛନ୍ତି ତୁର୍କୀର ପ୍ରସିଦ୍ଧ ପପ୍ ଗାୟିକା ଗୁଲସେନ୍ । ସେ ଲୋକଙ୍କ ମନରେ ଘୃଣା ଏବଂ ଶତ୍ରୁତା ସୃଷ୍ଟି କରୁଥିବାରୁ ତୁର୍କୀ ପୋଲିସ ତାଙ୍କୁ ଗିରଫ କରିଛି…

ହିନ୍ଦୀ ବନାମ ସାଉଥକୁ ନେଇ ଅନୁପମ ଖେରଙ୍କ ବଡ ବୟାନ: କହିଲେ ଏପରି କିଛି…

ମୁମ୍ବାଇ: ଅଭିନେତା ଅନୁପମ ଖେର ନିଜର ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କର ଚଳଚିତ୍ର ପାଇଁ କମ୍ ଏବଂ ବିଭିନ୍ନ ପ୍ରସଙ୍ଗରେ ମତାମତ ପାଇଁ…

ବଲିଉଡ ଡେବ୍ୟୁ ପୂର୍ବରୁ ରଶ୍ମୀକା ମନ୍ଦନାଙ୍କୁ ଲାଗିଛି ଝଟ୍‌କା, ଫିଲ୍ମ ରିଲିଜ ପୂର୍ବରୁ ଲାଗିଲା ବ୍ରେକ୍

ମୁମ୍ବାଇ: ଫ୍ଲପ୍‌ ହେବାକୁ ଲାଗିଛି ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମ । ସମଶେରା, ଲାଲ ସିଂହ ଚଡ୍ଡା ଓ ରକ୍ଷା ବନ୍ଧନ ଭଳି ବିଗ୍‌ ବଜେଟ୍‌ ଫିଲ୍ମ ବକ୍ସ ଅଫିସରେ ଧିମେଇ ଯାଇଛି । ଏହାକୁ ଦେଖି ଆଗକୁ ଆସିବାକୁ ଯାଉଥିବା…

(Video) ବାବୁସାନ ତାଙ୍କ ସ୍ତ୍ରୀ ତୃପ୍ତି ଓ ଶ୍ୱଶୁରଙ୍କୁ ଭୁଲ ମାଗିଲେ, ଆଉ ମୁଁ… ମୋର ଇଜ୍ଜତର କ’ଣ କିଛି ମୂଲ୍ୟ ନାହିଁ: ପ୍ରକୃତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଶିଥିଳ ପଡ଼ିଯାଇଥିଲେ ହେଁ ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ । ଏହା ମଧ୍ୟରେ…

‘Sanam Bewafa’ ଫିଲ୍ମର ନିର୍ଦ୍ଦେଶକ ସାୱନ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ‘ସନମ୍ ବେବଫା’ ଫିଲ୍ମର ନିର୍ଦ୍ଦେଶକ ସାୱନ କୁମାର ଟାକଙ୍କର ପରଲୋକ ଘଟିଛି । ହୃଦ ଜନିତ ସଂକ୍ରମଣ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗମ୍ଭୀର ହୋଇଥିଲା ।…

ମୋତେ ଅଶ୍ଳୀଳ ଫିଲ୍ମ କେସରୁ ମୁକ୍ତ କର: କୋର୍ଟଙ୍କୁ ରାଜ କୁନ୍ଦ୍ରାଙ୍କ ନିବେଦନ

ମୁମ୍ବାଇ: ବିଜନେସ ମ୍ୟାନ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା ମୁମ୍ବାଇର ମାଜଷ୍ଟ୍ରେଟ କୋର୍ଟକୁ ଏକ ଆବେଦନ ପତ୍ର ଦେଇଛନ୍ତି । ସେହି ଆବେଦନ ପତ୍ରରେ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ…

ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର;ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

ମୁମ୍ବାଇଁ : ରାଜୁ ଶ୍ରୀବାସ୍ତବଙ୍କ ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ଖବର। ଆଜି ସକାଳେ ରାଜୁ  ଶ୍ରୀବାସ୍ତବଙ୍କ ଚେତା ଫେରି ପାଇଛନ୍ତି। ରାଜୁ ଗତ ୧୫ ଦିନ ପାଇଁ AIIMS ରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଦଳ ତାଙ୍କ ପ୍ରତି…