fbpx
Browsing Category

ମନୋରଞ୍ଜନ

ବର୍ଷାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କଲେ ଅନୁଭବ, ଖୁବଶୀଘ୍ର ଘର ଛାଡ଼ିବେ ଅଭିନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିନେ ତାରକାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ନୂଆ ଅପଡେଟ୍ ଆସିଛି । ଅନୁଭବଙ୍କ ପୈତୃକ ଘର ତାଙ୍କର ଧର୍ମପତ୍ନୀ ବର୍ଷା ଛାଡ଼ିବା ନେଇ…

ସିଦ୍ଦୁ ମୁସେୱାଲାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

ଚଣ୍ଡିଗଡ଼(ଓଡ଼ିଶା ଭାସ୍କର): ପ୍ରସିଦ୍ଧ ଗାୟକ ସିଦ୍ଦୁ ମୁସେୱାଲାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବାକୁ ଶୁକ୍ରବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମାନସାର ମୁସା ଗ୍ରାମରେ ପହଞ୍ଚିଥିଲେ। ଏହାପୁର୍ବରୁ ମୁସା…

ରିଲିଜ ହେବା ପୂର୍ବରୁ ଦୁଇ ଦେଶରେ ବ୍ୟାନ ହେଲା ସମ୍ରାଟ ପୃଥ୍ୱୀରାଜ: ଜାଣନ୍ତୁ କଣ ରହିଛି କାରଣ..

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ହିନ୍ଦୁ ସମ୍ରାଟ ପୃଥ୍ୱୀରାଜଙ୍କ ଜୀବନ ଓ ସାହସିକତା ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ତେବେ ଏହି ଚଳଚ୍ଚିତ୍ର ରିଲିଜ ହେବା…

ଲୋଡା ନାହିଁ ବର, ନିଜକୁ ବାହା ହୋଇ ରଚିବେ ଇତିହାସ

ବାହାଘର ହେବ । କନିଆଁ ଥିବ, ବାଜା-ବାଣ ଥିବ, ରୋଷଣି ବି ଥିବ କିନ୍ତୁ ନଥିବ କେବଳ ବର । ରୀତିନୀତି ଆଉ ସବୁ ନିୟମ ଅନୁସାରେ ବାହାଘର ହେବ । ତଥାପି ଆପଣଙ୍କ ମନରେ ଗୋଟିଏ କିନ୍ତୁ ରହି ଯାଉଛି ନା, ବର ନଥାଇ ବାହାଘର…

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା: କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାଂସଦ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଆସିଛି ବଡ଼ ଖବର । ଅନୁଭବଙ୍କ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅନୁଭବଙ୍କ ପିଟିସନକୁ ଗ୍ରହଣ କରି ବର୍ଷାଙ୍କୁ ଘର ଛାଡ଼ିବାକୁ SDJM…

ପଞ୍ଚଭୂତରେ ବିଲୀନ ହେଲେ ଗାୟକ କେକେ: ଦେଖନ୍ତୁ କିଛି Video

ମୁମ୍ବାଇ: ଗତ କିଛି ଦିନ ହେବ ମନୋରଞ୍ଜନ ଜଗତରୁ ଖରାପ ଖବର ସାମ୍ନାକୁ ଆସିୁଛି । ନିକଟରେ ହାର୍ଟ ଆଟାକ୍ ଯୋଗୁଁ ଲୋକପ୍ରିୟ ଗାୟକ କେକେଙ୍କର ଦେହାନ୍ତ ହୋଇଛି । କେକେଙ୍କ ପାର୍ଥିକ ଶରୀରକୁ ଶେଷ ଦର୍ଶନ ପାଇଁ ଅନେକ କଳାକାର…

KKଙ୍କ ହୃଦଘାତ ନେଇ କହିଲେ ଡାକ୍ତର- ହାର୍ଟ ରୋଗ ଉପରେ ଧ୍ୟାନ ଦେଲେ ନାହିଁ, CPRଦେଇଥିଲେ ବଞ୍ଚି ଯାଇଥାନ୍ତେ

ନୂଆଦିଲ୍ଲୀ: ପ୍ରସିଦ୍ଧ ସିଙ୍ଗର କେକେଙ୍କ କୋଲକାତାରେ ଲାଇଭ୍ କନସର୍ଟର ପ୍ରାୟ ଏକ ଘଣ୍ଟା ପରେ ଦେହାନ୍ତ ଘଟିଛି। ତାଙ୍କ ଅକାଳରେ ବିୟୋଗ ସଭିଙ୍କୁ ମର୍ମାହତ କରିଛି। ପୋଷ୍ଟମର୍ଟମର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ,…

ମେଡିକାଲରେ ପହଞ୍ଚିବା ପୂର୍ବରୁ ହୋଟେଲ ଲବିରେ ‘ସୁସ୍ଥ’ ନଜର ଆସିଥିଲେ କେକେ, ସାମ୍ନାକୁ ଆସିଲା CCTV ଫୁଟେଜ୍

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ କେକେ ମଙ୍ଗଳବାର ରାତିରେ ଦୁନିଆକୁ ଅଲବିଦା କହିଛନ୍ତି । ଦକ୍ଷିଣ କୋଲକାତାର ନଜରୁଲ ମଞ୍ଚରେ କଲେଜ ଦ୍ୱାରା ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଠାରେ ପ୍ରାୟ ଏକ ଘଣ୍ଟା…

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା: ପୂର୍ବରୁ ମିଳିସାରିଛି ଧମକ

ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇକୁ…

ମାନହାନି କେସ୍ ଜିତିଲେ ଜନୀ ଡେପ୍: ଏବେ ଏମ୍ବର ହର୍ଡଙ୍କୁ ଦେବାକୁ ହେବ ୧୫ ମିଲିୟନ ଡଲାର

ନୂଆଦିଲ୍ଲୀ: ହଲିଉଡ ଷ୍ଟାର ଜନୀ ଡେପ୍ ଏବଂ ତାଙ୍କ ପତ୍ନୀ ଏମ୍ବର ହର୍ଡଙ୍କ ମଧ୍ୟରେ ଚାଲୁଥିବା ମାନହାନି ମାମଲାର ଶୁଣାଣି ଆସିସାରିଛି । ଆଉ ଶେଷରେ ଜନୀ ଡେପ୍ ଏହି କେସ୍ ଜିତିଛନ୍ତି । ଏବେ ଏମ୍ବର ହର୍ଡଙ୍କୁ ୧୫ ମିଲିୟନ…