Browsing Category

Featured

ବିଧାନସଭା ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା, ବଢିଲା ଏମାନଙ୍କ ପେନସନ୍ ଭତ୍ତା

ପାଟଣା: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଉପହାର । ବାର୍ଦ୍ଧକ୍ୟ ପେନସନରେ ୩ ଗୁଣ ବୃଦ୍ଧି । ବିଧବା, ବୃଦ୍ଧ ଏବଂ ଅକ୍ଷମ ଲୋକଙ୍କୁ ଦିଆଯାଉଥିବା ପେନସନ ପରିମାଣ ପ୍ରାୟ ତିନି ଗୁଣ ବୃଦ୍ଧି କରାଯାଇଛି।…

ଡ୍ରୋନ ସାହାଯ୍ୟରେ ଦ୍ୱୀପରେ ଛଡ଼ା ଯାଉଛି ମଶା, ପକ୍ଷୀ ବଞ୍ଚାଇବା ପାଇଁ ବୈଜ୍ଞାନିକଙ୍କ ଅଜବ ପ୍ରୟାସ

ନୂଆଦିଲ୍ଲୀ: ହୱାଇ ଦ୍ୱୀପରେ ଲକ୍ଷ ଲକ୍ଷ ମଶା ଛାଡ଼ୁଛି ଡ୍ରୋନ୍ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହି ଦ୍ବୀପରେ ପକ୍ଷୀମାନଙ୍କୁ ବଞ୍ଚାଇବାକୁ ବୈଜ୍ଞାନିକଙ୍କର ୟେ ହେଉଛି ଏକ ଅନୋଖା ପ୍ରୟାସ । ଏହା…

ହାତଗଣ୍ଠି ପଡ଼ିବା ପରେ ଅଧିକାଂଶ ମହିଳା ନୃଶଂସ ହୋଇପଡ଼ୁଛନ୍ତି, ଜାଣନ୍ତୁ ଏହାର କାରଣ

ଓଡିଶା ଭାସ୍କର : ସମାଜ ଦ୍ରୁତ ଗତିରେ ବଦଳୁଛି ଏବଂ ଜୀବନଶୈଳୀ ମଧ୍ୟ ଆଧୁନିକ ହେଉଛି। କିନ୍ତୁ ଏସବୁ ଭିତରେ, ଯଦି କିଛି ପରିବର୍ତ୍ତନ ସମାଜକୁ ବିରକ୍ତ କରୁଛି, ତେବେ ତାହା ହେଉଛି ଝିଅମାନଙ୍କ ମଧ୍ୟରେ ହିଂସ୍ର ପେବୃତ୍ତିର…

ହିଣ୍ଡନ୍ ବନ୍ଦରରୁ 8 ସହରକୁ ଇଣ୍ଡିଗୋର ବିମାନ ସେବା ଆରମ୍ଭ, ଜାଣନ୍ତୁ କେଉଁ ସହରକୁ କେତେବେଳେ ଭରିବ ଉଡ଼ାଣ …

ନୂଆଦିଲ୍ଲୀ: ଦେଶର ପ୍ରମୁଖ ବିମାନ କମ୍ପାନୀ ଇଣ୍ଡିଗୋର ବଡ଼ ଘୋଷଣା । 20 ଜୁଲାଇ, 2025ରୁ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡନ୍ ବିମାନବନ୍ଦରରୁ ଦେଶର ୮ଟି ପ୍ରମୁଖ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି।…

ଜନ୍ମଦିନରେ କାନ୍ଦିଲେ ରାଷ୍ଟ୍ରପତି ମୁର୍ମୁ, କାରଣ ଜାଣିଲେ ହେବେ ତାଜୁବ !

ନୂଆଦିଲ୍ଲୀ: ଗତକାଲି ଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । 67ତମ ଜନ୍ମଦିନରେ ଉତ୍ତରାଖଣ୍ଡର ତିନି ଦିନିଆ ଗସ୍ତରେ ଅଛନ୍ତି ମୁର୍ମୁ। ତେବେ ତାଙ୍କର ଏକ ଭାବପ୍ରବଣ ହୋଇ କାନ୍ଦୁଥିବା ଭିଡିଓ ଭାଇରାଲ ହୋଇଛି।…

ଆପଣାନ୍ତୁ ୧୦୦ ବର୍ଷ ପୁରୁଣା ଉପାୟ; କୋଷ୍ଠକାଠିନ୍ୟ ସମସ୍ୟାକୁ କରନ୍ତୁ ସମୂଳେ ବିନାଶ

ଓଡିଶା ଭାସ୍କର: ଯଦି ସକାଳେ ଉଠିବା ମାତ୍ରେ ପେଟ ସଫା ନହୁଏ, ତେବେ ଦିନଟି ଅକାର୍ଯ୍ୟ ଲାଗେ। ମୁହଁର ଚମକ ଚାଲିଯାଏ, ଚିଡ଼ଚିଡ଼ା ହୋଇଯାଏ ଏବଂ ମନ କୌଣସି କାମ କରିବାକୁ ଇଚ୍ଛା କରେ ନାହିଁ। ଏହି ସମସ୍ୟା ଛୋଟ ଦେଖାଯାଏ,…

ଆଜି 11ତମ ଅନ୍ତର୍ଜାତୀୟ ଯୋଗ ଦିବସ: ସାରା ବିଶ୍ୱ ପାଳୁଛି ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ’ ପାଇଁ ଯୋଗ

ଓଡ଼ିଶା ଭାସ୍କର: ଆଜି 11ତମ ଅନ୍ତର୍ଜାତୀୟ ଯୋଗ ଦିବସ । ଏ ବର୍ଷର ଥିମ "ଏକ ପୃଥିବୀ ଓ ଏକ ସ୍ବାସ୍ଥ୍ୟ" ପାଇଁ ଯୋଗ । ବିଶ୍ବବ୍ୟାପୀ 21 ଜୁନ ପାଳନ ହୁଏ ଆନ୍ତର୍ଜାତିକ ଯୋଗ ଦିବସ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ…

ତାଜମହଲର ବନ୍ଦ କୋଠରୀରେ ଲୁଚି ରହିଛି ଅନେକ ଗୁପ୍ତ କଥା, ଜାଣିଲେ ଆପଣବି ହୋଇଯିବେ ଅବାକ୍

ନୂଆଦିଲ୍ଲୀ: ତାଜମହଲ ଭାରତର ଏକ ପ୍ରତୀକ ସଦୃଶ । ବାସ୍ତୁ କଳାର ଏହା ଏକ ଜ୍ୱଳନ୍ତ ଉଦାହରଣ । କିନ୍ତୁ ତାଜମହଲରେ ଥିବା ବନ୍ଦ କୋଠରୀ ସମ୍ପର୍କରେ ଲୋକ ବେଶୀ ଜାଣନ୍ତି ନାହିଁ । ଏହି ୨୨ ବନ୍ଦ କୋଠରୀରେ ଲୁଚି ରହିଛି ଅନେକ…

ଆଜି ଏହି 3 ରାଶିଙ୍କ ଉପରେ ରହିବ ଶନିଦେବଙ୍କ କୃପା, ଏହି ସମୟରୁ ହେବ ଧନ ବର୍ଷା, ଜାଣନ୍ତୁ ଆଜିର ରାଶିଫଳ…

ଓଡ଼ିଶା ଭାସ୍କର: 21 ଜୁନ୍ 2025 ରାଶିଫଳ: ରାଶି ଅନୁସାରେ ଆପଣଙ୍କ ଦିନ କିପରି ରହିବ ଏବଂ କେଉଁ ଉପାୟରେ ଆପଣ ଏହାକୁ ଭଲ କରିପାରିବେ। ଏହା ସହିତ ଜାଣନ୍ତୁ ଆଜି ଆପଣଙ୍କ ପାଇଁ ଭାଗ୍ୟଶାଳୀ ରଙ୍ଗ ଏବଂ ଭାଗ୍ୟଶାଳୀ ସଂଖ୍ୟା…

୨୦୨୪ ଲୋକସଭା ନିର୍ବାଚନ: ପ୍ରଚାରରେ ସର୍ବାଧିକ ଖର୍ଚ୍ଚ କଲା BJP, କଂଗ୍ରେସ ମଧ୍ୟ ପଛରେ ନାହିଁ; ADR ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଚାର ଓ ନିର୍ବାଚନୀ କାର୍ଯ୍ୟ ପାଇଁ ସର୍ବାଧିକ ଖର୍ଚ୍ଚ କରିଛି। ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ‘ଏସୋସିଏସନ ଫର…