Browsing Category
Featured
ମହଙ୍ଗା ହେଲା Toll Tax Rate: ଏଣିକି Highway ଯାତ୍ରା ପାଇଁ ଦେବାକୁ ପଡ଼ିବ ୫% ଅଧିକ ଟଙ୍କା
ଓଡ଼ିଶା ଭାସ୍କର: ସାରା ଦେଶ ଏବେ ନିର୍ବାଚନ ଫଳାଫଳକୁ ଅପେକ୍ଷା କରି ରହିଛି । ଏହାଭିତରେ ଗାଡ଼ିଚାଳକଙ୍କ ଉପରେ ଦେଖିବାକୁ ମିଳିଛି ମହଙ୍ଗା ମାଡ଼ । ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ମହଙ୍ଗା ହୋଇଛି ଟୋଲ ଟାକ୍ସ ।…
ବିବାହକୁ ଯିବା ବେଳେ ଭୟାନକ ଦୁର୍ଘଟଣା: ଟ୍ରାକ୍ଟର ଓଲଟି ୧୩ ଜଣଙ୍କର ମୃତ୍ୟୁ
ଭୋପାଲ: ସକାଳୁ ସକାଳୁ ଏକ ଭୟାନକ ଦୁର୍ଘଟଣା ଘଟିଯାଇଛି । ବିବାହ ଭୋଜିକୁ ଯିଂବା ବେଳେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଧ୍ୟପ୍ରଦେଶର ରାଜଗଡ଼ରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ…
ରାଜଧାନୀରେ ଅନୁଷ୍ଠିତ ହେବ ‘ଓଡ଼ିଶା କୁଇନ’ ସୁନ୍ଦରୀ ପ୍ରତିଯୋଗିତା: ଯୋଗଦେବେ ବଲିଉଡ୍ ଅଭିନେତ୍ରୀ, ଭୁବନେଶ୍ୱରରେ ଅଡିସନ୍ ୫ରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଇଚ୍ଛୁକ ଥିବା ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଭୁବନେଶ୍ୱର ଠାରେ ଆର.ଆର ଇଭେଣ୍ଟ ପକ୍ଷରୁ ‘ଓଡ଼ିଶା କୁଇନ’ ସୁନ୍ଦରୀ…
ଆଗାମୀ ୫ ବର୍ଷରେ ଭାରତରେ ସେମିକଣ୍ଡକ୍ଟର କ୍ଷେତ୍ରରେ ସୃଷ୍ଟି ହେବ ୧୦ ଲକ୍ଷ ନିଯୁକ୍ତି
ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖୁସି ଖବର । ସେମିକଣ୍ଡକ୍ଟର କ୍ଷେତ୍ରରେ ଆଗାମୀ ୫ ବର୍ଷରେ ଭାରତରେ ସୃଷ୍ଟି ହେବ ୧୦ ଲକ୍ଷ ଚାକିରି । ବର୍ତ୍ତମାନ ସମୟରେ ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ବଢ଼ିଥିବା…
ରିସର୍ଚ୍ଚ କହୁଛି: ‘୬ ସେକେଣ୍ଡ କିସ୍’ ଫର୍ମୂଲା ଆପଣଙ୍କ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ, ସବୁ ସ୍ୱାମୀମାନେ ଏହା ଜାଣିବା ନିହାତି ଆବଶ୍ୟକ
ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ନିଜର ପାର୍ଟନର ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି । ମାତ୍ର ସାଥୀଙ୍କୁ ସେଫ ଓ ସିକ୍ୟୁଅର ଫିଲ କରାଇବା ପାଇଁ ଆମେ କ’ଣ କରୁଛେ ତାହା ଏକ ବଡ଼ ପ୍ରଶ୍ନ । ରିଲେସନଶିପରେ ରହୁଥିବା ଅନେକ…
ମାଛ କିମ୍ବା ବ୍ରେଡ ଖାଉଥିଲେ କମିଯିବ ସ୍ମରଣ ଶକ୍ତି! ଭୁଲରେ ବି ଏହି ଖାଦ୍ୟ ଖାଆନ୍ତୁ ନାହିଁ
ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ଶରୀରର ପ୍ରତି ସଠିକ୍ ଭାବରେ ଧ୍ୟାନ ଦେଇ ନଥାଉ । ଫଳରେ ଆମକୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଶରୀର ପରି ମସ୍ତିଷ୍କର ମଧ୍ୟ ଯତ୍ନ ନେବା…
ଆଜି ରାତି ୧୨ଟାରୁ ମହଙ୍ଗା ହେବ Highway ଯାତ୍ରା: କେତେ ଟଙ୍କା ବଢିଲା Toll Tax?
ଓଡ଼ିଶା ଭାସ୍କର: ଦେଶରେ ନିର୍ବାଚନ ଶେଷ ହୋଇଯାଇଛି । ବର୍ତ୍ତମାନ ଜୁନ୍ ୪ ତାରିଖରେ ଏହାର ଫଳାଫଳ ଘୋଷଣାକୁ ଅପେକ୍ଷା ରହିଛି । କିନ୍ତୁ ଏହାମଧ୍ୟରେ NHAI ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ…
ଅମୂଲ କ୍ଷୀର ଦାମ୍ ୨ ଟଙ୍କା ବଢ଼ିଲା: ଫଳାଫଳ ଘୋଷଣା ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା
ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନ ମାହୋଲ ଦେଖିବାକୁ ମିଳିଛି । ଜୁନ୍ ୧ରେ ମତଦାନ ସରିବା ପରେ ଆସନ୍ତା ୪ ତାରିଖରେ ପ୍ରକାଶ ପାଇବାକୁ ଥିବା ଲୋକସଭା ନିର୍ବାଚନର ଫଳାଫଳ ଉପରେ ଏବେ ସଭିଙ୍କ ନଜର ରହିଛି । ଏହା…
(Video) ସାରା ନୁହେଁ, ଏହି ଅଭିନେତ୍ରୀଙ୍କୁ ବାହା ହେବେ ଶୁଭମନ୍ ଗିଲ୍ ! ୨୦୨୪ରେ ହିଁ ପଡ଼ିବ ହାତଗଣ୍ଠି…
ଓଡ଼ିଶା ଭାସ୍କର: ଟି୨୦ ବିଶ୍ୱକପ୍ ମଧ୍ୟରେ ଶୁଭମନ ଗିଲଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର । ମିଡିଆ ରିପୋର୍ଟରେ କୁହାଯାଉଛି କି ଶୁଭମନ ଗିଲ ଖୁବଶୀଘ୍ର ଟିଭି ଜଗତର ହସିନା ରିଦ୍ଧିମା ପଣ୍ଡିତଙ୍କ ସହ ବିବାହ କରିବାକୁ…
ପୁଣିଥରେ ଏଲନ ମସ୍କ ହେଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି, Bernard Arnaultଙ୍କୁ ପଛରେ ପକାଇଲେ
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିର ପଦବୀ ପୁଣିଥରେ ଟେସଲାର ସିଇଓ ଏଲନ ମସ୍କଙ୍କ ପାଖକୁ ଚାଲିଯାଇଛି । ସେ ବର୍ନାର୍ଡ ଅର୍ନୋଲ୍ଟ ଏବଂ ଜେଫ ବେଜୋସଙ୍କୁ ପଛରେ ପକାଇ ନଂ-୧ ସ୍ଥାନ ଅଧିକାର କରିଛନ୍ତି । ଏଲନ…