Browsing Category

Featured

ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍‌, ଭୋଟ୍ ଦେବାକୁ ରୋକାଯିବାରୁ ଗ୍ରାମବାସୀ ନେଲେ ଏପରି ପଦକ୍ଷେପ

କୋଲକାତା: ପଶ୍ଚିମବଙ୍ଗରେ ୭ମ ତଥା ଶେଷ ପର୍ଯ୍ୟାୟ ଭୋଟିଂ ସମୟରେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳର ଖବର ସାମ୍ନାକୁ ଆସିଛି । ଜୟନଗର ଲୋକସଭା ସିଟ୍ କୁଲଟାଲିରେ ଭୋଟ ଦେଇଯିବାକୁ ବାରଣ କରାଯିବାରୁ ନାରାଜ ଗ୍ରାମବାସୀ ମତଦାନ…

ପୁରୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ୱର: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଏବେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏବେ ଏହି ଘଟଣାରେ ଆଉ ୨୨ ଜଣ ବିଭିନ୍ନ ହସ୍ପିଟାଲରେ ଗୁରୁତର…

ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି, ୧୧ଟା ସୁଦ୍ଧା ୨୨.୯୭% ମତଦାନ

ଭୁବନେଶ୍ୱର:ରାଜ୍ୟରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧୧ ଟା ସୁଦ୍ଧା ରାଜ୍ୟରେ ୨୨.୯୭% ମତଦାନ ହୋଇଛି । ବାଲେଶ୍ୱରରେ ୨୭.୮୪%, ଭଦ୍ରକରେ ୧୯.୪୬%, ଜଗତସିଂପୁରରେ ୨୧.୭୬% ଭୋଟ ଦାନ ହୋଇଛି । ସେହିପରି…

ମତଦାନ ବେଳେ ଭୋଟରଙ୍କ ମୃତ୍ୟୁ: ବୁଥ ଭିତରେ ଟଳିପଡ଼ିଲେ ବୃଦ୍ଧ

ନୀଳଗିରି: ଆଜି ଶେଷ ପର୍ଯ୍ୟାୟ ମତଦାନରେ ଘଟିଯାଇଛି ଏକ ବିରାଟ ଅଘଟଣ । ଭୋଟ ଦେବାକୁ ଆସି ପ୍ରାଣ ହରାଇଛନ୍ତି ଜଣେ ବୃଦ୍ଧ ଭୋଟର । ନୀଳଗିରି ଇଶ୍ୱରପୁର ପଞ୍ଚାୟତର ୧୫୯ ନମ୍ବର ବୁଥରେ ଜଣେ ବୃଦ୍ଧ ଭୋଟରଙ୍କ ମୃତ୍ୟୁ ହୋଇଛି…

ବଡ଼ ଖବର; ୭୨ ଟଙ୍କା କମ୍ ହେଲା LPG ସିଲିଣ୍ଡର ଦାମ୍: ମାସର ପ୍ରଥମ ଦିନରେ ଜନତାଙ୍କୁ ବଡ଼ ଉପହାର

ନୂଆଦିଲ୍ଲୀ: ଆଜିଠାରୁ ଜୁନ୍ ମାସ ଆରମ୍ଭ ହୋଇଛି । ନୂଆ ମାସର ପଥମ ଦିନରୁ ସାଧାରଣ ଜନତାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ସରକାର । ଆଜିଠାରୁ ୭୨ ଟଙ୍କା କମ୍ ମୂଲ୍ୟରେ ମିଳିପାରିବ ଏଲପିଜି ସିଲିଣ୍ଡର । ଅଏଲ କମ୍ପାନୀମାନଙ୍କ…

ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ: ଅସୁସ୍ଥ ଅବସ୍ଥାରେ ବାସଭବନରେ ଆଖି ବୁଜିଲେ ବିଶିଷ୍ଟ କଳାକାର

କେନ୍ଦୁଝର: କଣ୍ଢେଇ ନାଚକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଅସୁସ୍ଥ ରହିଥିବା ବେଳେ ୮୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୨ ମାସ…

ଶେଷ ପର୍ଯ୍ୟାୟରେ ଭୋଟ ଦେଉଛି ଓଡ଼ିଶା: ‘ନିର୍ବାଚନର Climax’ରେ ୬ଟି ଆସନ ପାଇଁ ଚାଲିଛି ମତଦାନ

ଓଡ଼ିଶା ଭାସ୍କର: ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୬ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ୪୨ଟି ବିଧାନସଭା ଆସନ ପାଇଁ…

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ: ଅଧ୍ୟାପକଙ୍କୁ ମିଳିବ ୟୁଜିସି ହାରରେ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ଅଧ୍ୟାପକଙ୍କୁ ୧୯୮୬ ମସିହା ଠାରୁ ପିଛିଲା ଭାବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ହାରରେ ଦରମା ମିଳିବ । ଓଡ଼ିଶା ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଅନ୍ୟାନ୍ୟ…

(Video) ଜଣେ ଏୟାର ହୋଷ୍ଟେସଙ୍କ ପ୍ରାଇଭେଟ ପାର୍ଟରୁ ୧ କେଜି ସୁନା ଜବତ

ନୂଆଦିଲ୍ଲୀ: ଆଜିକାଲିର ଅପରାଧୀମାନେ ନୂଆ ନୂଆ ତରିକାରେ ଅପରାଧ ଘଟାଉଛନ୍ତି । ପୋଲିସ ଯେତିକି ଚାଲାକ ହେଉଛି ଅପରାଧୀମାନେ ତାଙ୍କ ଠାରୁ ଆହୁରି ବଳି ଯାଉଛନ୍ତି । ତେବେ ଏହା ମଧ୍ୟରେ ଏକ ନୂଆ ଷ୍ଟାଇଲର ଅପରାଧ ସାମ୍ନାକୁ…

ଡ୍ରାଇଭିଂ ଲାଇସେନ୍ସରୁ ନେଇ ଆଧାର କାର୍ଡ ପର୍ଯ୍ୟନ୍ତ କାଲିଠୁ ବଦଳିଯିବ ଏସବୁ ନିୟମ, ଲୋକଙ୍କ ପକେଟ ଉପରେ ମହଙ୍ଗା ମାଡ଼ !

ନୂଆଦିଲ୍ଲୀ: ଆସନ୍ତା ମାସର ପ୍ରଥମରୁ ଅର୍ଥାତ୍ ୧ ଜୁନ୍‌ରୁ ଲୋକଙ୍କ ସହିତ ଜଡ଼ିତ ଥିବା ୫ ଟି ନିୟମରେ ପରିବର୍ତ୍ତନ ଆସିବ। ଏହି ପରିବର୍ତ୍ତନଗୁଡ଼ିକର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ଦୃଶ୍ୟମାନ ହେବ। ଏହା ବ୍ୟତୀତ ଏହା…