Browsing Category
Featured
MKCGରେ ବିରଳ ଅସ୍ତ୍ରୋପଚାର, ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସରୁ ବାହାରିଲା ତୀର
ବ୍ରହ୍ମପୁର: ଏମକେସିଜିରେ ବିରଳ ଅସ୍ତ୍ରୋପଚାର। ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସ୍ ମଧ୍ୟରୁ ତୀରକୁ ବାହାର କଲେ ଡାକ୍ତରୀ ଟିମ୍। ଆଉ ପୁଣି ଥରେ କମାଲ କରି ଦେଖାଇଛନ୍ତି, ଏମକେସିଜି ସିଟିଭିଏସ୍ ବିଭାଗର ବିଭାଗୀୟ…
ଦିନକୁ ଦିନ ବଢିଚାଲିଛି ପାକିସ୍ତାନର ଦାରିଦ୍ର ହାର, ପୋଲ ଖୋଲିଲା ବିଶ୍ବ ବ୍ୟାଙ୍କ୍
ନୂଆଦିଲ୍ଲୀ: ପାକିସ୍ତାନରେ ଲଗାତାର ବଢିଚାଲିଛି ଉତ୍କଟ ଦାରିଦ୍ର ହାର । ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ଦେଶ ହୋଇପାରେ, କିନ୍ତୁ ଉଭୟଙ୍କ ପରିସ୍ଥିତି ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ବିଶ୍ୱ ବ୍ୟାଙ୍କର ଏକ ନୂତନ ତଥ୍ୟରୁ…
OSOU Foundation Day: ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଦଶମ ପ୍ରତିଷ୍ଠା ଦିବସ
ସମ୍ବଲପୁର : ସମ୍ବଲପୁର ବଡ଼ସିଙ୍ଗାରି ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ନୂତନ କୋଠା ପରିସରରେ ଦଶମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ…
ରଜରେ ଭିଜିବ ଓଡ଼ିଶା, ଆଗାମୀ 7 ଦିନ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ବର: ଏଥର ରଜରେ ଭିଜିବ ସାରା ଓଡ଼ିଶା । 14ରୁ 16 ମଧ୍ୟରେ ଲଘୁଚାପ ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । 14 ରୁ 16 ଜୁନ ମଧ୍ୟରେ ଉତ୍ତର ବଙ୍ଗୋପ ସାଗରେ ଲଘୁଚାପର ସମ୍ଭାବନା ରହିଛି ।…
କେଶ ଝଡିବା ଆଉ ଚନ୍ଦାପଣକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ପାୱାରଫୁଲ ଟିପ୍ସ…
ଓଡ଼ିଶା ଭାସ୍କର: କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା, ଠିକ୍ ଭାବେ ନିଦ ନ ହେବା ହେତୁ ଯୁବାବସ୍ଥାରେ କେଶ ଝଡ଼ିବା ଏବଂ…
100x ସୁପର୍ ଜୁମ ସହିତ ଲଞ୍ଚ ହେଲା VIVO 5G ସ୍ମାର୍ଟଫୋନ୍, Samsung, OnePlus, Xiaomi ର ବଢିଲା ଟେନସନ୍
ଓଡ଼ିଶା ଭାସ୍କର: ଭାରତରେ ଲଞ୍ଚ ହେଲା Vivo ର ଧମାକାଦାର ଫୋନ୍। ଗତ କିଛି ମାସ ଧରି ଚର୍ଚ୍ଚାରେ ରହୁଆସୁଥିବା ଭିଭୋର ନୂତନ 5G ସ୍ମାର୍ଟଫୋନ୍ T4 Ultra ଭାରତରେ ଲଞ୍ଚ କରିଛି । ଏହି Vivo ଫୋନ୍ 100x ସୁପର ଜୁମ୍ ସମେତ…
400 କିଲୋମିଟର ଦୂରରେ ମିଳିଲା ମୃତଦେହ, ଅର୍ଦ୍ଧନଗ୍ନ ଅବସ୍ଥାରେ ପଡ଼ିଥିଲେ ମହିଳା
ଉତ୍ତରପ୍ରଦେଶ: ପ୍ରାୟ 10 ଦିନ ପରେ ମିଳିଲା ଅର୍ଦ୍ଧନଗ୍ନ ଅବସ୍ଥାରେ ମହିଳାଙ୍କ ମୃତ ଦେହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜାଲୌନ୍ ସହରରେ। 27 ମେରେ ଉତ୍ତର ପ୍ରଦେଶର ଜାଲୌନ୍ ଜିଲ୍ଲାରୁ ଜଣେ ମହିଳା…
ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କଲା ବଡ଼ ପରିବର୍ତ୍ତନ, ୧୯ ବର୍ଷୀୟ ଦ୍ରୁତ ବୋଲରଙ୍କୁ କରାଗଲା ଟିମରେ ସାମିଲ୍
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚର ସିରିଜ ୨୦ ଜୁନ ୨୦୨୫ରେ ଖେଳାଯିବ। ସିରିଜ ପୂର୍ବରୁ ଇଂଲଣ୍ଡ ଟିମକୁ ଏକ ବଡ଼ ଝଟକା ଲାଗିଛି।
ଟିମର ଦ୍ରୁତ ବୋଲର ଜୋଶ ଟଙ୍ଗ ଆହତ ହୋଇଯାଇଛନ୍ତି। ଯାହା ପାଇଁ…
ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି, ୫୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଯାଜପୁର: ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦୁଇ ଦିନ ମଧ୍ୟରେ ୫୦୦ରୁ ଉର୍ଦ୍ଧ୍ୱ ଆକ୍ରନ୍ତ। ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ। ଦୁଇ ମ୍ୟୁନିସପାଲଟି, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦିରେ…
ଏକାଦଶୀରେ ବିୟର ବାଣ୍ଟିଲେ, ଶେଷରେ ଏମିତି କ୍ଷମା ମାଗିଲେ
ଜୟପୁର: ଏକାଦଶୀରେ ବିୟର ବାଣ୍ଟିଲେ ଯୁବକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଜୟପୁରରେ। ହିନ୍ଦୁ ଧର୍ମର ଏକ ଅତ୍ୟନ୍ତ ପବିତ୍ର ଦିନ କହିବାକୁ ଗଲେ ନିର୍ଜଳା ଏକାଦଶୀକୁ ବୁଝାଇଥାଏ। ସେଦିନ ମହିଳାମାନେ…