Browsing Category

Featured

Infosysରେ ଚାକିରି କରୁଥିବା ଲୋକଙ୍କ ପାଇଁ ଖୁସି ଖବର, କର୍ମଚାରୀଙ୍କୁ ମିଳିଲା ୯୦% ବୋନସ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବଡ଼ ଆଇଟି ସେବା କମ୍ପାନୀ ଇନଫୋସିସ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ତ୍ରୟ ମାସିକ ପାଇଁ ନିଜ ଯୋଗ୍ୟ କର୍ମଚାରୀମାନଙ୍କର ଭଲ ପ୍ରଦର୍ଶନ ଯୋଗୁଁ ୯୦ ପ୍ରତିଶତ ବୋନସ ପ୍ରଦାନ କରିବ ବୋଲି ଘୋଷଣା…

ସବୁ କିଣିଲା, Captain କିଣିବାକୁ ଭୁଲିଗଲା KKR! କିଏ ହେବ ଚମ୍ପିଆନ୍ ଦଳର ଅଧିନାୟକ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ନିଲାମୀ ପ୍ରକ୍ରିୟା ଶେଷ ହୋଇସାରିଛି । ମେଗା ଅକ୍ସନରେ ପ୍ରତ୍ୟେକ ଦଳ ନିଜ ନିଜ ସ୍କ୍ୱାଡ ପ୍ରସ୍ତୁତ କରି ସାରିଛନ୍ତି । କିନ୍ତୁ ପୂର୍ବ ବର୍ଷର ଚମ୍ପିଆନ୍ କୋଲକାତା ନାଇଟ ରାଇଡର୍ସ ମୋଟ…

(Video) ଯେମିତି ଖୋଲିଛି ନନ୍‌ଭେଜ୍ ଷ୍ଟଲ୍‌, ଅତିଥିଙ୍କ ଭିଡ଼ କହିଲେ ନସରେ, ଦେଖନ୍ତୁ ବିବାହର ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବେ ବିବାହର ଦୃଶ୍ୟ ଲୋକଙ୍କୁ ଭାବାବେଗ କରିଦେଉଛି ତ କେତେବେଳେ ବର-ବଧୂଙ୍କ କମେଡି ଭିଡିଓରେ ସମସ୍ତେ ହସିବା ଦେଖିବାକୁ ମିଳୁଛି । ହେଲେ ଏହି…

ସରିଲା ଛୁଟି, ଏବେ କାମରେ ଯୋଗ ଦିଅ… ସୁଜାତା ପାଣ୍ଡିଆନଙ୍କ ଛୁଟି ଆଗ୍ରାହ୍ୟ କଲେ ସରକାର

ଭୁବନେଶ୍ୱର: ପୂର୍ବତନ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କୁ ଲାଗିଛି ଶକ୍ତ ଝଟକା । ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନକୁ ଖାରଜ କରିଛନ୍ତି ରାଜ୍ୟ ସରକାର । ଗତ ମେ’ ୩୧…

‘ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ପାଳନ ହେଲା ସମ୍ବିଧାନ ଦିବସ’, ସୁପ୍ରିମକୋର୍ଟଙ୍କ କାର୍ଯ୍ୟକ୍ରମରେ ଏପରି କହିଲେ ପିଏମ ମୋଦୀ

ନୂଆଦିଲ୍ଲୀ: ୭୫ତମ ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କର ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ଏହି ସମୟରେ ସେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ,…

ଖାଇସାରିବା ପରେ ପାଣି ପିଇବା ଅଭ୍ୟାସ ଅଛିକି? ଜାଣି ରଖନ୍ତୁ ଏହାର ପରିଣାମ

ଓଡ଼ିଶା ଭାସ୍କର: ଅନେକ ଲୋକ ଖାଦ୍ୟ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇବାର ଅଭ୍ୟାସ ରଖିଛନ୍ତି । ତେବେ ଏହି ଅଭ୍ୟାସ ବେଶ୍ ବିପଦଜନକ ହୋଇପାରେ । ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବା ଶରୀରରେ ଅନେକ ସମସ୍ୟା…

ଏତିକି ଟଙ୍କା ମାସିକ ରୋଜଗାର ଥିଲେ ବ୍ୟକ୍ତି ପାଇବେ ପିଏମ ଆବାସରେ ଘର

ଭୁବନେଶ୍ୱର- ବାପାଙ୍କ ଠାରୁ ଭିନେ ହୋଇଛନ୍ତି, ନାହିଁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ । ତେବେ ମୋହନ ସରକାର ଆଣିଲେ ବଡ ଖବର । ଏହି ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ମନ୍ତ୍ରୀ କହିଲେ ପିଏମ ଆବାସରେ…

ବିଶ୍ୱ ବ୍ୟାପୀ ୧୦୦ ଦେଶ ଡେଙ୍ଗୁ ଜ୍ୱର କବଳରେ, କେମିତି ଏହି ଜ୍ୱରକୁ ଦେବେ ମାତ ଜାଣନ୍ତୁ

ନୂଆଦିଲ୍ଲୀ- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ପୃଥିବୀର ପ୍ରାୟ ୧୦୦ ଦେଶରେ ଡେଙ୍ଗୁ ଜ୍ୱର ଦେଖିବାକୁ ମିଳୁଛି । ୟୁରୋପୀୟ ଦେଶଗୁଡିକରେ ମଧ୍ୟ ଡେଙ୍ଗୁ ସଂକ୍ରମଣ ଦେଖିବାକୁ ମିଳୁଛି । ବାର୍ଷିକ ହାରାହାରି ୩୯୦ ମିଲିୟନ…

BGT ସିରିଜ ଅଧାରୁ ଭାରତ ଫେରିଲେ କୋଚ୍ ଗମ୍ଭୀର: ଦ୍ୱିତୀୟ ଟେଷ୍ଟରେ କିଏ ନେବ ଦାୟିତ୍ୱ?

ନୂଆଦିଲ୍ଲୀ: ବର୍ଡର ଭାଗାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ପ୍ରଥମ ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତ ପ୍ରସ୍ତୁତି କରୁଛି । କିନ୍ତୁ ୟା ଭିତରେ ଦଳକୁ ଏକ ଶକ୍ତ ଝଟକା…

ବାଲଟ ପେପରରେ ଭୋଟ ଦେବେନି ଜନତା, ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କଲେ ଏହି ପିଟିସନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ପରିବର୍ତ୍ତେ ନିର୍ବାଚନରେ ବାଲଟ ପେପର ବ୍ୟବହାର ଦାବି ପାଇଁ ପିଟିସନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଜଷ୍ଟିସ ବିକ୍ରମ ନାଥ ଏବଂ ପିବି…