Browsing Category

Featured

ସାମ୍ନାକୁ ଆସିଲା କ୍ୟାନ୍ସରକୁ ନେଇ ବାବା ଭେଙ୍ଗା କରିଥିବା ବଡ଼ ଭବିଷ୍ୟବାଣୀ: ଯଦି ସତ ହୁଏ ତେବେ ଲୋକଙ୍କ ଜୀବନ…

ବୁଲଗେରିଆର ପ୍ରସିଦ୍ଧ ଭବିଷ୍ୟଦ୍ୱକ୍ତା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ୍ୟ ପ୍ରମାଣିତ ହୋଇଛି । ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ହେଉ କିମ୍ବା ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ, ତାଙ୍କ ଦ୍ୱାରା…

ଭିଟାମିନ୍ ବି୧୨ର ଅତ୍ୟଧିକ ସେବନ ଯୋଗୁଁ ହୋଇପାରେ ଏହି ରୋଗ, ରୁହନ୍ତୁ ସାବଧାନ୍ !

ଭିଟାମିନ୍ ବି୧୨ ଅଭାବ ହେତୁ ସ୍ୱାସ୍ଥ୍ୟ ଉପରେ ପଡୁଥିବା ନକାରାତ୍ମକ ପ୍ରଭାବ ବିଷୟରେ ଅଧିକାଂଶ ଲୋକ ଅବଗତ ଥିବେ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏହି ଭିଟାମିନର ଅତ୍ୟଧିକ ପରିମାଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କିଛି…

ମିଆଁମାରରେ ପୁଣି ଭୂକମ୍ପ, ବିଳମ୍ବିତ ରାତିରେ ଦୁଇଥର କମ୍ପିଲା :ଭୟରେ ଘରୁ ପଳାଇଆସିଲେ ଲୋକ

ନୂଆଦିଲ୍ଲୀ: ମିଆଁମାର ଭୂମି ପୁଣିଥରେ ଭୂକମ୍ପ ଝଟକାରେ ଥରି ଉଠିଛି । ଶୁକ୍ରବାର ରାତିରେ ମିଆଁମାରର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଶୁକ୍ରବାର ରାତିରେ…

ଏହି ରାଶି ଉପରେ ଧନ ବର୍ଷା କରିବେ ଶୁକ୍ର-ରାହୁ, ଲଗାତର ୩୦ ଦିନ ପର୍ଯ୍ୟନ୍ତ ଲାଗି ରହିବ ଏହି ଶୁଭ ଯୋଗ

ଓଡ଼ିଶା ଭାସ୍କର: ପାପି ଗ୍ରହ ରାହୁ ଦେଢ଼ ବର୍ଷ ପରେ ଗୋଚର କରିବେ । ଚଳିତ ବର୍ଷ ରାହୁ ମେ ମାସରେ ଗୋଚର କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ରାହୁ ଶୁକ୍ରଙ୍କ ସହିତ ଗୋଚର କରୁଥିଲେ । ଯାହା ୪ ରାଶିର ବ୍ୟକ୍ତିଙ୍କୁ…

କେଦାରନାଥ ଧାମରେ ପହଞ୍ଚିଲା ମନ୍ଦିର କମିଟି ଦଳ, ମେ ୨ ରୁ ଭକ୍ତଙ୍କ ପାଇଁ ଖୋଲିବ ଦ୍ୱାର, ମେ ୪ ରୁ ବଦ୍ରିନାଥ ଧାମରେ ଦର୍ଶନ

ନୂଆଦିଲ୍ଲୀ:ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଟିମ୍ କେଦାରନାଥ ଧାମରେ ପହଞ୍ଚିଛନ୍ତି । ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଜଣେ ମୁଖପାତ୍ର ଶୁକ୍ରବାର କହିଛନ୍ତି ଯେ, ଶ୍ରୀ କେଦାରନାଥ ଧାମର ଦ୍ୱାରଗୁଡ଼ିକ ମେ ୨…

ସୁବର୍ଣ୍ଣପୁରରେ ୨ ବିଜେଡି ନେତା ଗିରଫ: ଜାଣନ୍ତୁ ମାମଲା କ’ଣ

ଭୁବନେଶ୍ୱର: ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ଗିରଫ ହୋଇଥିବା ମାମଲା ଏବେ ସାମ୍ନାକୁ ଆସିଛି । ସେ ବ୍ଲକ ଉପାଧ୍ୟକ୍ଷଙ୍କ ନାଁ ନାରାୟଣ ଲୁହା ହୋଇଥିବା ସୂଚନା ମିଳିଛି । ଏହା ସହ ଜିଲ୍ଲା ଯୁବ ବିଜେଡି…

ବିବାହ ବନ୍ଧନରେ ବାନ୍ଧି ହେଲେ ୬୦ ବର୍ଷୀୟ ବିଜେପି ନେତା ଦିଲୀପ ଘୋଷ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ନେତା ଦିଲୀପ ଘୋଷ ଶୁକ୍ରବାର ଅର୍ଥାତ୍ ବିବାହ କରିଛନ୍ତି । ଦିଲୀପ ଘୋଷ ୬୦ ବର୍ଷ ବୟସରେ ଦଳର ସହଯୋଗୀ ରିଙ୍କୁ ମଜୁମଦାରଙ୍କୁ ବିବାହ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ,…

ଏବେ ଏହିପରି ବଣ୍ଟାଯିବ ଟଙ୍କା! ବ୍ୟାଙ୍କ ନୋମିନି ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଟଙ୍କା ଏବଂ ଅଳଙ୍କାର ରଖିବା ପାଇଁ ବ୍ୟାଙ୍କ ଲକରକୁ ଏକ ସୁରକ୍ଷିତ ସ୍ଥାନ ଭାବରେ ବିବେଚନା କରାଯାଏ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏବେ ବ୍ୟାଙ୍କ ଆକାଉଣ୍ଟଧାରୀମାନେ ଜଣେ ବଦଳରେ ଚାରି ଜଣ ନୋମିନି…

(Video)ଫ୍ଲାଇଟରେ ପ୍ରଥମେ ଲାଗିଲା ନିଆଁ, ଲ୍ୟାଣ୍ଡିଂ ସମୟରେ ବାହାରିଗଲା ଚକ: କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଆଜିକାଲି ଅନେକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଦେଖିବା ପରେ ଲୋକଙ୍କ ନିଶ୍ୱାଃସ ଅଟକିଯିବ । ଏହି ଭାଇରାଲ ଘଟଣାଟି…

EPFO ଉପରେ ସରକାରଙ୍କ ମାଷ୍ଟର ପ୍ଲାନ : ବଦଳିବାକୁ ଯାଉଛି କୋଟି କୋଟି ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶୁକ୍ରବାର କହିଛନ୍ତି ଯେ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ୯ କୋଟିରୁ ଅଧିକ ହିତାଧିକାରୀଙ୍କ ପାଇଁ ସେବାକୁ ଉନ୍ନତ କରିବା ପାଇଁ…