
Browsing Category
Featured
Video: ଭାରତୀୟ ବାୟୁସେନାକୁ ଶକ୍ତ କରିବ C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ବିମାନର ଦାମ ୨୧,୯୩୮ କୋଟି
ନୂଆଦିଲ୍ଲୀ : ୟୁରୋପୀୟ କମ୍ପାନୀ ଏୟାରବସ ଡିଫେନ୍ସ ଆଣ୍ଡ ସ୍ପେସରୁ ଭାରତକୁ ପ୍ରଥମ ସି-୨୯୫ ଟାକ୍ଟିକାଲ ମିଲିଟାରୀ ଏୟାର ଲିଫ୍ଟ ବିମାନ ମିଳିଛି । ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଭି.ଆର ଚୌଧୁରୀ ସିଭିଲେ ସହରରେ…
ବିଶ୍ୱକପର ୯ଟି ବଡ଼ ରେକର୍ଡ, ଆଜି ବି ସୁରକ୍ଷିତ: ଭାଙ୍ଗିବା ତ ଦୂରର କଥା କେହି ଛୁଇଁ ପାରୁନାହାନ୍ତି
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ କ୍ରିକେଟ ଅକ୍ଟୋବର ମାସ ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ । ତେବେ ବିଶ୍ୱକପର ଇତିହାସରେ ଏଭଳି କିଛି ରେକର୍ଡ ରହିଛି ଯାହାକୁ ଭାଙ୍ଗିବା ଆଜିର ପିଢ଼ି ପାଇଁ…
(Video) ରାସ୍ତାରେ ପଡିଲା ମୂଲ୍ୟବାନ ହୀରା! ଖୋଜିବାକୁ ଲାଗିଲେ ଲୋକେ, ଭିଡିଓ ଭାଇରାଲ
ସୁରଟ: ଭାରତର ଡାଇମଣ୍ଡ ସିଟି ସୁରଟରେ ରାସ୍ତାରେ ଏକ ବିରାଟ ଜନସମାଗମ ହୋଇଥିଲା। ହଠାତ୍ ହୀରା ବ୍ୟବସାୟୀ ହୀରା ଫିଙ୍ଗିବାର ଖବର ସହରରେ ବ୍ୟାପିଗଲା। ଏହା ପରେ ଅନେକ ଲୋକ ରାସ୍ତାରେ ଅଟକି ଯାଇ ହୀରା ଖୋଜିବା ଆରମ୍ଭ କଲେ।…
ଅଭିନେତ୍ରୀ ବହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଘୋଷଣା
ନୂଆଦିଲ୍ଲୀ: ଚଳିତ ବର୍ଷର ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା କରାଯାଇଛି । କିମ୍ବଦନ୍ତୀ ଅଭିନେତ୍ରୀ ବହିଦା ରୋହମାନଙ୍କୁ ଚଳିତ ବର୍ଷ ପାଇଁ ଦାଦାସାହେବ ଫାଲକେ ଜୀବନବ୍ୟାପୀ ସଫଳତା ପୁରସ୍କାର ନେଇ ମନୋନୀତ…
୯୧ ବର୍ଷରେ ପାଦ ଥାପିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କର ୯୧ତମ ଜନ୍ମ ଦିବସ । ଏହି ଜନ୍ମଦିନ ଅବସରରେ ତାଙ୍କୁ ଦେଶବାସୀ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ…
ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ୭ଟି ଫ୍ଲାଏଓଭର: ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ତେଣୁ ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରଥମେ ଗୃହକୁ ମଧ୍ୟାହ୍ନ ୧୨ଟା…
ସୁନା କିଣିବାର ରହିଛି ସୁବର୍ଣ୍ଣ ସୁଯୋଗ : ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ସୁନା ଦର
ଭୁବନେଶ୍ୱର : ଗତ କିଛି ଦିନ ହେବ ସୁନା ଓ ରୁପାର ମୂଲ୍ୟ ବଢିବାକୁ ଲାଗିଥିବା ବେଳେ ଆଜି ଏହି ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ସୁନା ଓ ରୂପାର ଦର କେତେକ ସ୍ଥାନରେ ଅପରିବର୍ତ୍ତିତ ଥିବା ବେଳେ…
‘ଚମତ୍କାର କାର୍ଯ୍ୟ କରୁଛି ନୂଆ ଭାରତ..’ ରୋଜଗାର ମେଳାରେ କହିଲେ PM ମୋଦୀ, ବାଣ୍ଟିଲେ ୫୧ ହଜାର ନିଯୁକ୍ତି ପତ୍ର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଇବାକୁ କର୍ମଚାରୀମାନଙ୍କୁ ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଭିଡିଓ କନଫରେନ୍ସିଂ…
ସେପ୍ଟେମ୍ବର ୨୮ ସରକାରୀ ଛୁଟି ଘୋଷଣା: ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ ବନ୍ଦ ରହିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୮ ତାରିଖକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୯ ତାରିଖ…
ମଣିପୁର ହିଂସା: ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହର ହେଲା ଫଟୋ ଭାଇରାଲ, ଜାଣନ୍ତୁ କଣ କହିଲେ ଏନ ବୀରେନ ସରକାର
ନୂଆଦିଲ୍ଲୀ: ଦେଶର ଉତ୍ତର-ପୂର୍ବ ରାଜ୍ୟ ହିଂସା ପ୍ରଭାବିତ ମଣିପୁରରେ ଇଣ୍ଟରନେଟ୍ ସେବା ପୁନଃ ସ୍ଥାପିତ ହୋଇଥିଲା। ଏହା ପରେ ଜୁଲାଇ ମାସରେ ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ…