Browsing Category
Featured
ବିଶ୍ୱକପରେ ସୁଯୋଗ ପାଇବେ ଅଶ୍ୱୀନ? ଭେଟେରାନ ସ୍ପିନରଙ୍କ ପାଇଁ ଖୋଲିଲା ଟିମ ଇଣ୍ଡିଆର ଦ୍ୱାର
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ ତରଫରୁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ଦଳରେ ଟିମ ଇଣ୍ଡିଆର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ସ୍ଥାନ ପାଇନାହାନ୍ତି । ଦୀର୍ଘ ଦିନରୁ ଦଳରୁ ବାଦ୍ ପଡ଼ିଛନ୍ତି…
ଦିଲ୍ଲୀ ହାଇକୋର୍ଟର ବଡ ନିଷ୍ପତ୍ତି, ‘ସମସ୍ତେ ଜୀବନ ସାଥୀକୁ ନିଜ ଇଛାରେ ବାଛି ପାରିବେ’
ନୂଆଦିଲ୍ଲୀ : ପୁଅ ହେଉ ବା ଝିଅ ହେଉ ସମସ୍ତଙ୍କୁ ନିଜ ଜୀବନସାଥୀ ବାଛିବାର ଅଧିକାର ଦେବା ଉଚିତ । କେତେ ଜଣ ବାପା ମାଆ ଇଚ୍ଛାରେ ବିବାହ କରିଦିଅନ୍ତି, କିନ୍ତୁ ସେ କେବେ ସେଥିରେ ଖୁସି ହୋଇପାରନ୍ତି ନାହିଁ । ଏହାର…
ଆଜି ଲଞ୍ଚ ହେବ Jio Air Fiber, ବିନା ତାରରେ ମିଳିବ ହାଇସ୍ପିଡ ଇଣ୍ଟରନେଟ
ନୂଆଦିଲ୍ଲୀ : ଟେଲିକମ କମ୍ପାନୀ ରିଲିଆନ୍ସ ଜିଓ ତାହାର ଏୟାର ଫାଇବର ଲଞ୍ଚ କରିବାକୁ ଯାଉଛି । କମ୍ପାନୀର ଚ୍ୟୟାରମ୍ୟାନ ମୁକେଶ ଅମ୍ବାନୀ ୪୬ ତମ AGM ମିଟିଙ୍ଗରେ ଘୋଷଣା କରିଥିଲେ ଜିଓ ଫାଇବରକୁ ଗଣେଷପୂଜା ଦିନ ଲଞ୍ଚ…
ସରକାର ଏହି ଲୋକମାନଙ୍କ ପାଇଁ ବଢାଇଲେ ଆଇଟିଆର ଦାଖଲ କରିବାର ତାରିଖ, ୩୦ ନଭେମ୍ବର ହେଲା ନୂଆ ଡେଟ୍
ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ବିଭାଗ ଆୟକର ରିଟର୍ଣ୍ଣ ଫାଇଲ କରିବା ଲାଗି ତାରିଖକୁ ବଢାଇଛନ୍ତି । ଏହା ସାଧାରଣ କରଦାତାଙ୍କ ପାଇଁ ନୁହେଁ । ସରକାର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବା ପାଇଁ ଶେଷ ତାରିଖ ନଭେମ୍ବର ୩୦କୁ…
ମଝି ଆକାଶରେ ‘ମୃତ୍ୟୁର ଖେଳ’! ବିମାନ ଦୌଡ଼ ପ୍ରତିଯୋଗିତାରେ ୨ ବିମାନ ମୁହାଁମୁହିଁ, 2 ଜଣଙ୍କ ମୃତ୍ୟୁ
ଓଡିଶା ଭାଷ୍କର : ଆମେରିକାର ନେଭାଡା ଅଞ୍ଚଳର ରେନୋରେ ଜାତୀୟ ଚାମ୍ପିଅନସିପର ଏୟାର ରେସ ଚାଲିଥିଲା । ଏହି ଏୟାର ସୋ ସମୟରେ ଦୁଇଟି ବିମାନର ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଧକ୍କାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି ।…
ଦଳରୁ Suspend ହେଲେ ଚେତେଶ୍ୱର ପୂଜାରା: ଖରାପ ଆଚରଣ ଯୋଗୁଁ ଷ୍ଟାର କ୍ରିକେଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ତଥା ସିନିୟର ବ୍ୟାଟର ଚେତେଶ୍ୱର ପୂଜାରାଙ୍କ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ନିଜ ଶାନ୍ତ ସ୍ୱାଭବ ପାଇଁ ସମସ୍ତଙ୍କ ପ୍ରିୟଭାଜନ ହୋଇଥିବା ପୂଜାରା ଦଳ…
ଏଥର ବର୍ଷାରେ ଭିଜିବେ ଗଣପତି ବାପା : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ
ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ । ଆଜି ଗଣପତି ବାପା ବର୍ଷାରେ…
ଭାରତୀୟ କୂଟନୀତିଜ୍ଞଙ୍କୁ କରାଗଲା ବହିଷ୍କାର, କାନାଡ଼ା ସରକାର ନେଲେ ଏପରି ପଦକ୍ଷେପ
ନୂଆଦିଲ୍ଲୀ: ଭାରତୀୟ ସରକାରଙ୍କୁ କାନାଡ଼ା ସରକାର ବହିଷ୍କାର କରିବା କଥା ସାମ୍ନାକୁ ଆସିଛି । ଖାଲିସ୍ତାନୀ ନେତାଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଛି । ଏଥିରେ ଖାଲିସ୍ତାନୀ ନେତା ହରିଦୀପ…
ନୂଆ ସଂସଦ ଭବନକୁ ଆଜି ମିଳିବ ପାରମ୍ପରିକ ମର୍ଯ୍ୟାଦା: ଇତିହାସ ହେଲା ଭାରତର ପୁରୁଣା ସଂସଦ ଭବନ
ନୂଆଦିଲ୍ଲୀ: ଆଜି ଇତିହାସରେ ପରିଣତ ହୋଇଯିବ ଭାରତର ପୁରୁଣା ସଂସଦ ଭବନ । ଦେଶର ନୂଆ ସଂସଦ ଭବନକୁ ଆଜି ମିଳିବ ପରିଚୟ । ପୁରୁଣା ସଂସଦକୁ ପଛରେ ପକାଇ ଏବେ ଦେଶର ‘ବର୍ତ୍ତମାନ’ ପାଲଟିଛି ନୂଆ ସଂସଦ ଭବନ । ମହାପ୍ରଭୁ…
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ତିନି ପ୍ରତିଶତ ଡିଏ ବଢାଇଲେ ଏତିକି ହୋଇଯିବ ଦରମା
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ସରକାର ଖୁବ୍ ଶୀଘ୍ର ଡିଏ ବୃଦ୍ଧି କରିପାରନ୍ତି। ମୁଦ୍ରାସ୍ଫୀତି ମୁକାବିଲା ପାଇଁ କେନ୍ଦ୍ର ସରକାର ସମୟ ସମୟରେ ପ୍ରିୟତା ଭତ୍ତା…