Browsing Category

Featured

ସୁପ୍ରିମକୋର୍ଟରୁ ମନୀଷ ସିସୋଦିଆଙ୍କୁ ଝଟକା, ଅନ୍ତରୀଣ ଜାମିନ ଉପରେ ମିଳିଲାନି କୌଣସି ଆଦେଶ

ନୂଆଦିଲ୍ଲୀ:ଦିଲ୍ଲୀର ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମ କୋର୍ଟରୁ ବି ଝଟକା ମିଳିଛି । ସିସୋଦିଆଙ୍କ ଅନ୍ତରୀଣ ଜାମିନ ଉପରେ କୌଣସି ବି ଆଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଉଚ୍ଚତମ…

ଡାବର ମହୁରେ ରହିଛି କ୍ୟାନସର ସୃଷ୍ଟି କରୁଥିବା କେମିକାଲ: ଲ୍ୟାବ ରିପୋର୍ଟରେ ବଡ଼ ଖୁଲାସା, ଆସିଲା କମ୍ପାନୀର ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହୁ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଅଧିକାଂଶ ଲୋକ ନିଜର ଓଜନ ହ୍ରାସ କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା, ମୁଖ ରୋଗ ଦୂର କରିବା, ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ମହୁକୁ…

ନୁହ ହିଂସା ବେଳେ ଛୁଟିରେ ଥିଲେ ଜିଲ୍ଲା ଏସପି, ହୋଇଥିଲା ୬ ଲୋକଙ୍କ ମୃତ୍ୟୁ, ଏବେ ହେଲା ସ୍ଥାନାନ୍ତର

ନୂଆଦିଲ୍ଲୀ: ହରିଆଣାରେ କିଛିଦିନ ହେଲାଣି ହିଂସା ଜାରି ରହିଛି । ଏହି ସମୟରେ ଆଇପିଏସ ବରୁଣ ସିଙ୍ଘଲାଙ୍କୁ ସ୍ଥାନାନ୍ତର କରାଯାଇଛି । ହରିଆଣାରେ ହିଂସା ନୁହ ଠାରେ ଆରମ୍ଭ ହୋଇଛି । ଆଇପିଏସ ବେରୁଣ ସିଙ୍ଗଲାଙ୍କୁ…

ଭାରତୀୟ ବାୟୁସେନାକୁ ମିଳିଲା ଏକ ବିପଜ୍ଜନକ ଇଶ୍ରାଏଲ ସ୍ପାଇକ କ୍ଷେପଣାସ୍ତ୍ର : ବୈଶିଷ୍ଟ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଶତ୍ରୃକୁ ଏବେ କଡା ଜବାବଦେବ ଭାରତ । ନିଜ ଦେଶକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ବାୟୁସେନାକୁ ଏବେ ନୂଆ କ୍ଷେପଣାସ୍ତ୍ର ମିଳିଛି । ଏହି କ୍ଷେପଣାସ୍ତ୍ରର ନାମ ହେଉଛି ଇଶ୍ରାଏଲ ସ୍ପାଇକ ନନ୍‌-ଲାଇନ ଆଫ…

କୋଟା ମେଡିକାଲ ଛାତ୍ରଙ୍କ ସୁଇସାଇଡ୍ ନୋଟ୍ ଆଣିଦେଇଛି ସମସ୍ତଙ୍କ ଆଖିରେ ଲୁହ, ବିଶେଷଜ୍ଞ କହିଲେ ବଢୁଥିବା ପ୍ରତିଯୋଗିତା ଓ ଅବସାଦ ଏପରି…

କୋଟା:ରାଜସ୍ଥାନ କୋଟାରେ ଏ ପର୍ଯ୍ୟନ୍ତ ୧୯ ଜଣ ଛାତ୍ର ଆତ୍ମହତ୍ୟା କରିସାରିଲେଣି । ଏବେ ଉତ୍ତରପ୍ରଦେଶର ଜଣେ ମେଡିକାଲ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏହି ଛାତ୍ରଙ୍କ ରୁମ୍ ରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି ଯାହାକୁ ନେଇ…

ଆଖଣ୍ଡଳମଣିକୁ ଯୋଗାଯୋଗ ଠପ୍,ବନ୍ୟାପାଣିରେ ସ୍ଥିତି ବେହାଲ

ଭଦ୍ରକ : ବନ୍ୟାଜଳରେ ଭଦ୍ରକର ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଯାହା ଫଳରେ ସେଠାକାର ସ୍ଥିତି ବର୍ତ୍ତମାନ ବେହାଲ ହୋଇ ପଡିଛି । ଜିଲ୍ଲାର ଅସୁରାଳ ବଜାର ଉପରେ ଏବେ ୩ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେତୁ ପ୍ରସିଦ୍ଧ…

ଚାଟରେ ମହିଳାମାନଙ୍କୁ ‘ହାର୍ଟ’ ଇମୋଜି ପଠାଇବା ହେଲା ଅପରାଧ, ମିଳିବ ଦୁଇ ବର୍ଷ ଜେଲଦଣ୍ଡ!

ସୋସିଆଲ ମିଡିଆର ଯୁଗରେ ଲୋକମାନେ ପରସ୍ପର ସହ କଥାବାର୍ତ୍ତା କରିବା ସମୟରେ ଇମୋଜି ବ୍ୟବହାର କରନ୍ତି । କିଛି ଲୋକ ହସୁଥିବା ବା କାନ୍ଦୁଥିବା ଇମୋଜି ପଠାଇ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ କୁହନ୍ତି ଯେ ସେମାନେ କିପରି…

ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା: ୩୫ ଜଣିଆ ତାଲିକା ଜାରି କଲେ ମନମୋହନ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ଏହା ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ୍…

ଜୀବନରେ ସଫଳତା ପାଇବା ପାଇଁ ୩୦ ବର୍ଷ ପଯ୍ୟନ୍ତ ସଂଘର୍ଷ କରନ୍ତି ଏହି ୪ ରାଶିର ଲୋକେ

ସଫଳତା ପାଇବାକୁ ହେଲେ ପ୍ରତ୍ୟେକ ମଣିଷକୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏଥିପାଇଁ କାହାକୁ କମ୍‌ ତ କାହାକୁ ଅଧିକ ସମୟ ଲାଗିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କାହାକୁ କେତେବେଳେ ଏବଂ କେମିତି ସଫଳତା ମିଳିବ ତାହା ଗ୍ରହ…

ରେଳ ବିଭାଗରେ ଖାଲି ଅଛି ୨ ଲକ୍ଷ ୬୩ ହଜାର ପଦ: କେବେ ବାହାରିବ ନିଯୁକ୍ତି ବିଜ୍ଞାପନ

ନୂଆଦିଲ୍ଲୀ: ରେଳ ବିଭାଗରେ ୨ ଲକ୍ଷ ୬୦ ହଜାରରୁ ଅଧିକ ପଦ ଖାଲି ଅଛି । ସେଥିମଧ୍ୟରୁ ସର୍ବାଧିକ ପଦ ଉତ୍ତର ରେଳବାଇରେ ଖାଲି ଅଛି । ଗତ ୨୦୧୯ରେ ଖାଲି ପଦ ପୂରଣ ନେଇ ପ୍ରକ୍ରିୟା ପାଖାପାଖି ସମାପ୍ତ ହୋଇସାରିଥିବା ବେଳେ…