Browsing Category

Featured

କେଶ ହେବ କଳା ଏବଂ ନରମ, ଘରେ ବନାନ୍ତୁ ହାତ ତିଆରି ହେୟାର ସ୍ପ୍ରେ

ଭୁବନେଶ୍ୱର : କଳା, ମୋଟା ଏବଂ କୋମଳ କେଶ ସମସ୍ତଙ୍କୁ ପସନ୍ଦ | କିନ୍ତୁ ଆଜିର ସମୟରେ ଖରାପ ଜୀବନଶୈଳୀ ଏବଂ ଖାଦ୍ୟ ଯୋଗୁଁ କେଶ ଅଳ୍ପ ବୟସରେ ଧଳା ହେବାକୁ ଲାଗେ | ଧଳା କେଶ ଆପଣଙ୍କ ସୌନ୍ଦର୍ଯ୍ୟରେ ଗ୍ରହଣ ଲଗାଇଥାଏ,…

ଗାଙ୍ଗୁଲିଙ୍କ ସହ ବଡ଼ଧରଣର ଠକାମି: ଜମି ଉପରେ କବଜା କରିବାକୁ ତାଲା ଭାଙ୍ଗିଲେ ଦୁର୍ବୃତ୍ତ, ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଆସିଛି ଏକ ବଡ଼ ଖବର । କିଛି ଅସାମାଜିକ ବ୍ୟକ୍ତି ଗାଙ୍ଗୁଲିଙ୍କର…

ପୁଣି ଏକ ଅଘଟଣ: ରଥଯାତ୍ରା ସମୟରେ ଭୁଶୁଡ଼ି ପଡ଼ିଲା ବିଲଡିଂ, ମାଟି ତଳେ ଚାପି ହୋଇଗଲେ ଅନେକ ମହିଳା ଓ ଶିଶୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବଡ଼ ଧୂମଧାମରେ ପାଳିତ ହେଉଛି । ଏହି ଅବସରରେ ଦେଶ, ବିଦେଶର ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଛି । ଶ୍ରୀ…

AIIMS Dehli ପକ୍ଷରୁ ୫୦୦ରୁ ଅଧିକ ପଦ ପଦ ଖାଲି: ବଢ଼ିଆ ଦରମା, ଶୀଘ୍ର ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ଦିଲ୍ଲୀ ପକ୍ଷରୁ ୫ ଶହରୁ ଅଧିକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସିନିୟର…

ନବ ନିଯୁକ୍ତ ୧୯ ଜଣ ଓଡ଼ିଶା ସୂଚନା ସେବା ଅଧିକାରୀ ବିଭିନ୍ନ ଉପଖଣ୍ଡ ଓ ସଦର ମହକୁମାରେ ଅବସ୍ଥାପିତ ହେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କନଭେନସନ ସେଣ୍ଟରଠାରେ ଏକ ସ୍ୱତନ୍ତ୍ର ସମାରୋହରେ ୧୯ ଜଣ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ । ଓଡ଼ିଶା…

Video : ଚକା ଆଖି ସବୁ ଦେଖୁଛି ! ଦୟାକରି ସଦାସର୍ବଦା ସଡକ ସୁରକ୍ଷାର ସମସ୍ତ ନିୟମ ମାନନ୍ତୁ ଓ ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର : ବର୍ଷକ ୩୬୫ ଦିନ । ୩୬୫ ଦିନ ମଧ୍ୟରୁ ଆମ ଓଡ଼ିଶାରେ ପ୍ରାୟ ୧୦ ହଜାରରୁ ଅଧିକ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ୫ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଉଛନ୍ତି । ଦୁର୍ଘଟଣାରୁ ଜୀବନ ବଞ୍ଚିବା ପାଇଁ ହେଲେ…

ରଥଯାତ୍ରାରେ ବଡ଼ ଅଘଟଣ: ଠେଲାପେଲାରେ ଅନେକ ଭକ୍ତ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ର ଧାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ଦେଶ, ବିଦେଶରୁ ଲକ୍ଷ ଲକ୍ଷ ଭକ୍ତମାନେ ପ୍ରବଳ ଖରାକୁ ଖାତିର ନକରି ଧାଇଁ…

ବନ୍ଧ୍ୟାଦୋଷ ଦୂର କରିବାରେ ସାହାଯ୍ୟ କରିଥାଏ ସଜନା ଛୁଇଁ, ଜାଣନ୍ତୁ ଆଉ କ’ଣ ମିଳିଥାଏ ଲାଭ ?

ସଜନା ଗଛ ଏକ ଉପକାରୀ ଗଛ। ଏହାର ପତ୍ରଠୁ ଆରମ୍ଭ କରି ଛୁଇଁ ପର୍ଯ୍ୟନ୍ତ ସବୁକିଛି ସ୍ବାସ୍ଥ୍ୟ ପାଇଁ ଭାରି ଭଲ। ସଜନା ଶାଗରେ ଯେପେରି ଅନେକ ଔଷଧୀୟ ଗୁଣ ରହିଛି, ସଜନା ଛୁଇଁ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ସଜନା…

ରାଜ୍ୟରେ ରେଳ ଟ୍ରାକ୍‍ ମରାମତି ପାଇଁ ଆସନ୍ତାକାଲି ଏହି ରୁଟ୍‍ର ଅନେକ ଟ୍ରେନକୁ କରାଯାଇଛି ବାତିଲ, ରେଳବାଇ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଖଡଗପୁର ରେଳବାଇ ଡିଭିଜନ୍‍ ଅଧୀନ ଖଡଗପୁର-ଭଦ୍ରକ ସେକ୍ସନ୍‍ର ବାହାନଗା ବଜାର ଷ୍ଟେସନ୍‍ଠାରେ ରେଳ ଟ୍ରାକ୍‍ ମରାମତି କାର୍ଯ୍ୟ ପାଇଁ ଆସନ୍ତାକାଲି ଏହି ରୁଟ୍‍ରେ ସ୍ୱାଭାବିକ ରେଳ ଚଳାଚଳକୁ ନିୟନ୍ତ୍ରିତ…

କାହିଁକି ଦେଖାଦିଏ ହାକୁଟି ସମସ୍ୟା ? ଏଥିପାଇଁ ବଢିଯାଏ କ୍ୟାନ୍ସର ହେବାର ଆଶଙ୍କା

ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ଅନେକ ସମୟରେ ଚିନ୍ତା କରିବା ଫଳରେ ହାକୁଟି ଦେଇଥାଏ।ମାତ୍ର ଦିନ ସାରା ଯଦି ଏହି ପ୍ରକ୍ରିୟା ଲାଗି ରହେ ତେବେ ଏହା ଅନେକ…