Browsing Category
Featured
BCCI ଅଚାନକ ଘୋଷଣା କଲା ବାର୍ଷିକ ଚୁକ୍ତି ତାଲିକା, ଏହି ୩୪ ଜଣ ଖେଳାଳିଙ୍କୁ ମିଳିଲା ସ୍ଥାନ
ଭୁବନେଶ୍ୱର: ବିସିସିଆଇ ୨୦୨୪-୨୫ ବର୍ଷ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କଲା। ଏଥିରେ ସମୁଦାୟ ୩୪ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି।
ଏହି କଣ୍ଟ୍ରାକ୍ଟ ୧ ଅକ୍ଟୋବର ୨୦୨୪ରୁ ୩୦ ସେପ୍ଟେମ୍ବର୨-୨୫ ପର୍ଯ୍ୟନ୍ତ…
ବରିଷ୍ଠ ନେତାମାନଙ୍କୁ ନବୀନ ନିବାସକୁ ଡାକରା, ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ଭୁବନେଶ୍ୱର: ନବୀନ ନିବାସକୁ ବରିଷ୍ଠ ନେତାମାନଙ୍କୁ ଡକାଯାଇଛି। ଏଠାରେ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସୂଚନାନୁଯାୟୀ, ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଅଛନ୍ତି।
ଏଥିସହ…
‘ଲଙ୍କା ଗୁଣ୍ଡ ପକାଇଲା, ବାନ୍ଧିଲା.. ପରେ ଚୁରୀ ଭୁଷିଲା ପିଶାଚୀ ସ୍ତ୍ରୀ’, ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାର ଖୁଲାସା
ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ୨୦ ଅପ୍ରେଲରେ ବେଙ୍ଗଲୁରୁରେ ନିଜ ଘରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।
ସୂଚନା ମୁତାବକ, ତାଙ୍କ…
ଏହି ରାଜ୍ୟରେ ୧୬୩୪୭ ଶିକ୍ଷକଙ୍କ ପାଇଁ ବାହାରିଲା ନିଯୁକ୍ତି, ଆବେଦନ ଆରମ୍ଭ
ନୂଆଦିଲ୍ଲୀ: ଆଜିର ସମୟରେ ନିଯୁକ୍ତି ପାଇବା ବହୁତ କଷ୍ଟକର । ଫଳରେ ଅନେକ ସ୍ଥାନରେ ବେରୋଜଗାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଆସିଛି ଏକ ବଡ଼ ସୁଯୋଗ । ଯଦି ଆପଣ…
ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଏନକାଉଣ୍ଟର, ୬ ନକ୍ସଲ ନିହତ
ନୂଆଦିଲ୍ଲୀ: ସୋମବାର ସକାଳେ ଝାଡ଼ଖଣ୍ଡର ବୋକାରୋରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସିଆରପିଏଫ ଏବଂ ରାଜ୍ୟ ପୋଲିସର ଏକ ମିଳିତ ଦଳ ୬ ଜଣ ନକ୍ସଲଙ୍କୁ ହତ୍ୟା କରିଛନ୍ତି । ଏନକାଉଣ୍ଟର ଏବେ ବି…
କାଳବୈଶାଖୀ ପରେ ପୁଣିଥରେ ରାଜ୍ୟରେ ବଢିଛି ତାତି, ୪୪ ଡିଗ୍ରୀ ଡେଇଁପାରେ ପାରଦ
ଭୁବନେଶ୍ୱର: କାଳ ବୈଶାଖି ପରେ ଏବେ ପୁଣିଥରେ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ପଶ୍ଚିମ ଓଡ଼ିଶାରେ ମୁଣ୍ଡଫଟା ଖରା। ଆଜି ମଧ୍ୟ ପଶ୍ଟିମ ଓଡ଼ିଶାରେ ମୁଣ୍ଡ ଫଟା ଖରା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।…
ଡେଲାଙ୍ଗରୁ ନିଖୋଜ ଆର୍ଶୀବାଦଙ୍କ ମୃତଦେହ ଉଦ୍ଧାର
ପୁରୀ: ରାଜ୍ୟରେ ମାତିଛନ୍ତି ପିଲାଚୋର । କିଛିଦିନ ପୂର୍ବରୁ ପୁରୀ ଡେଲାଙ୍ଗରୁ ନିଖୋଜ ହୋଇଥିବା ନାବାଳକଙ୍କ ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିଖୋଜର ୭ ଦିନ ପରେ ଆର୍ଶୀବାଦଙ୍କ ମୃତଦେହ ମିଳିଛି । ଜଣେ…
ଆଉ ଜଣେ ଟିଭି ଅଭିନେତାଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ: ସଲମାନ ଖାନଙ୍କ ପରେ ଏବେ ଆଉ ଜଣେ ଟିଭି ଅଭିନେତାଙ୍କୁ ହତ୍ୟା ଧମକ ମିଳିଛି। ସେହି ଅଭିନେତା ଜଣ ହେଉଛନ୍ତି ଅଭିନେତ୍ରୀ ରୁବିନା ଦିଲୈକଙ୍କ ସ୍ବାମୀ ଅଭିନବ ଶୁକ୍ଳା। ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ…
ରାଜ୍ୟରେ ଏହିସବୁ ଜିଲ୍ଲାରେ ବର୍ଷା ଆଶଙ୍କା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ସକାଳ ଓ ଅପରାହ୍ନ ଟ୍ୱିନ୍ ସିଟି ସହ ଅନେକ ସ୍ଥାନରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଆଜି ଅର୍ଥାତ ୨୦ ଏପ୍ରିଲରେ ପ୍ରବଳ ବର୍ଷା ଓ ବିଜୁଳି…
ମୁକେଶ ଅମ୍ବାନୀଙ୍କର ପ୍ରତିଦିନ ରୋଜଗାର ଶୁଣି ଆପଣଙ୍କର ଉଡ଼ିଯିବ ହୋସ, ପ୍ରତି ଘଣ୍ଟାରେ ହୁଏ କୋଟି କୋଟିର ଲାଭ
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ଚେୟାରମ୍ୟାନ ଏବଂ ମ୍ୟାନେଜିଙ୍ଗ ଡାଇରେକ୍ଟର ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି। ୧୯ ଅପ୍ରେଲରେ ସେ ନିଜର ୬୮ତମ ବାର୍ଥଡେ ସେଲିବ୍ରେସନ କରିଛନ୍ତି।
ଗତ ଏକ…