Browsing Category

Featured

ତୁର୍କୀରେ ଭୂକମ୍ପ ପରେ ଆମେରିକୀୟ ଟେକ୍ନୋଲୋଜି ଉପରେ ଲାଗିଲା ଅଭିଯୋଗ, ଜାଣନ୍ତୁ ପାଣିପାଗ ଯୁଦ୍ଧ କ’ଣ ଯାହା ଯୁଦ୍ଧ ପରି ହଇଚଇ ସୃଷ୍ଟି…

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୩ ହଜାର ଅତିକ୍ରମ କରିଛି। ଏକ ନୂଆ ବିବାଦ ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ କୁହାଯାଉଛି ଯେ ଏହି ଭୂକମ୍ପ ଆମେରିକାର ଷଡଯନ୍ତ୍ର କାରଣରୁ ହୋଇଛି।…

ସବୁଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ଏହି ୩ ରାଶିର ଲୋକ, ଅର୍ଥର କଦାପି ରହିନଥାଏ ଅଭାବ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ନିଜର ରାଶି ଚିହ୍ନ ଏବଂ ଭାଗ୍ୟ ସହିତ ଜନ୍ମ ହୁଅନ୍ତି । ରାଶି ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିର ସ୍ୱଭାବ ଏବଂ ଭବିଷ୍ୟତ ଅଲଗା ଅଲଗା ହୋଇଥାଏ । କେତେକ ରାଶି ଚିହ୍ନ…

Video: ସହିଦନଗର ଥାନା ପରିସରରେ କଥା ହେଉ ହେଉ ଟଳିପଡ଼ିଲେ ଯୁବକ, କ୍ଷଣିକରେ ଉଡ଼ିଗଲା ପ୍ରାଣବାୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଏବେ ଯୁବକଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଫୋନରେ କଥା ହେଉଥିବା ବେଳେ କିଭଳି ଯୁବକ ପଡିଯାଇ ମୃତ୍ୟୁ…

‘ମୁଁ ଏଠାକୁ ଜଣେ ପରିବାର ସଦସ୍ୟ ଭାବେ ଆସିଛି’, ଜାଣନ୍ତୁ ମୁସଲିମ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ପହଞ୍ଚି କାହିଁକି ଏପରି କହିଲେ…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଆଲଜାମିଆ-ତୁସ୍-ସୌଫିୟାହା ଆରବ ଏକାଡେମୀର ମୁମ୍ବାଇ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ସମୟରେ ସେ ଦାଉଦୀ ବୋହରା ସମ୍ପ୍ରଦାୟର କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ…

ରାଜ୍ୟସଭାରୁ ନିଲମ୍ବିତ ହେଲେ କଂଗ୍ରେସ ସାଂସଦ ରଜନୀ ପାଟିଲ: ସଂସଦରେ କରିଥିଲେ ଏପରି କାରନାମା

ନୂଆଦିଲ୍ଲୀ: ସଂସଦରେ ଫଟୋଗ୍ରାଫି କରିବା ମାମଲାରେ କଂଗ୍ରେସ ସାଂସଦ ରଜନୀ ପାଟିଲଙ୍କ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ବାକି ବଜେଟ୍ ଅଧିବେଶନ ପାଇଁ ରଜନୀ…

ଦୁର୍ଘଟଣା ପରେ ଏପରି ହୋଇଛି ଋଷଭ ପନ୍ତଙ୍କ ଅବସ୍ଥା, ଚାଲିବାର ପ୍ରଥମ ଫଟୋ କଲେ ସେୟାର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଚଳିତ ବର୍ଷ ଆରମ୍ଭ ପୂର୍ବରୁ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ରୁର୍କିରେ ଋଷଭଙ୍କ କାର ଡିଭାଇଡର୍ ସହିତ ମୁହାଁମୁହିଁ…

ସିଦ୍ଧାର୍ଥଙ୍କୁ ବରବେଶରେ ଦେଖି ଏପରି ଥିଲା କିଆରାଙ୍କ ରିଆକ୍ସନ୍, ଭାଇରାଲ ହେଉଛି ପ୍ରଥମ Video

ମୁମ୍ବାଇ: କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହ ୭ ଫେବୃଆରୀରେ ସୂର୍ଯ୍ୟଗଡ଼ ପ୍ୟାଲେସରେ ହୋଇଯାଇଛି । ଦୁହିଁଙ୍କ ବିବାହ ପରେ ସୋସିଆଲ୍ ମିଡିଆରେ ଅନେକ ଫଟୋ, ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।…

ଆଗାମୀ ୨୩ ତାରିଖରେ ପୁନଃବିକଶିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର ପୁନଃବିକାଶ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: NEET PG 2023 ପରୀକ୍ଷା ହେବନି ପୋଷ୍ଟପୋନ୍, ମାର୍ଚ୍ଚ ୫ରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୩ ପରୀକ୍ଷା ପୋଷ୍ଟପୋନ୍ ବା ସ୍ଥଗିତ ହେବ ନାହିଁ । ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଆଜି ଅର୍ଥାତ୍ ୧୦ ଫେବୃଆରୀ ୨୦୨୩ ରେ ବୟାନ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ…

କ’ଣ ନିୟମିତ ରେଡ ମିଟ୍ ଖାଇବା ଦ୍ୱାରା ବଢ଼ିପାରେ କୋଲୋନ୍ କ୍ୟାନ୍ସର ରୋଗର ଆଶଙ୍କା ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ଯଦି ଆପଣ ରେଡ ମିଟକୁ ବହୁତ ସଉକରେ ଖାଉଛନ୍ତି, ତେବେ ଏହି ଖବରଟି ଆପଣଙ୍କୁ ନିରାଶ କରିପାରେ । ସ୍ୱାସ୍ଥ୍ୟ ଉପରେ କିଛି ରିସର୍ଚ୍ଚ ଅନୁଯାୟୀ, ନିୟମିତ ଭାବେ ରେଡ ମିଟ୍ କିମ୍ବା ପ୍ରୋସେସ୍ଡ ମିଟ୍ ଖାଇବା ଦ୍ୱାରା କ୍ୟାନ୍ସର…