fbpx
BJD SKY
BJD SKY
Browsing Category

Featured

ଦ୍ୱିତୀୟ ଟେଷ୍ଟ: ୱାଣ୍ଡରର୍ସରେ ଭାରତର ପ୍ରଥମେ ବ୍ୟାଟିଂ, ଅଧିନାୟକ ହେଲେ ରାହୁଲ

ନୂଆଦିଲ୍ଲୀ: ଟେଷ୍ଟ ଅଧିନାୟକ ବିରାଟ କୋହଲି ଆହତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ନେତୃତ୍ୱ ନେଇଛନ୍ତି କେ ଏଲ୍ ରାହୁଲ । ପୂର୍ବରୁ ଦିନିକିଆ ସିରିଜ ପାଇଁ ଅଧିନାୟକ ଭାବେ ରାହୁଲଙ୍କ ନାମ ଘୋଷଣା କରାଯାଇଛି । ଦ୍ୱିତୀୟ…

ଭିଡିଓ କଲରେ ସବୁ ପୋଷାକ ଖୋଲି ଅଡ଼ୁଆରେ ମହିଳା, ଜାଣନ୍ତୁ ପୂରା ଘଟଣା

ପାଟନା: ବିହାରର ପାଟନାରେ ସାଇବର୍ କ୍ରାଇମର ଏକ ଆଶ୍ଚର୍ଯ୍ୟଜନକ ମାମଲଏା ସାମନାକୁ ଆସିଛି । ସେକ୍ସଟର୍ସନ୍ ର ଏହି ମାମଲା ପାଟନା ସାଇବର୍ ସେଲ୍ ନିକଟରୁ ଆସିଛି । ଜଣେ ଯୁବତୀ ଇନ୍ସ୍ୟୁରାନ୍ସ ନେବା ଆଳରେ ଜଣେ ବୀମା…

କାବୁଲ ନଦୀରେ ୩ ହଜାର ଲିଟର ମଦ ଢ଼ାଳିଲେ ତାଲିବାନ୍, ଦେଖନ୍ତୁ ଭିଡ଼ିଓ

କାବୁଲ: ଆଫଗାନିସ୍ତାନର ନୂଆ ତାଲିବାନ ସରକାରଙ୍କ ଖୁଫିୟାର ଏଜେନ୍ସି ଦେଶର ମଦ ବ୍ୟବସାୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି । ଏହା ଅଧିନରେ ଜବତ ହୋଇଥିବା ପ୍ରାୟ ୩ ହଜାର ଲିଟର ମତ କାବୁଲ ନଦୀରେ ଢ଼ଳାଯାଇଛି । ଏହାର…

ଇଣ୍ଡିଆସ ବେଷ୍ଟ ଡ୍ୟାନ୍ସର ସିଜିନ୍-୨: ଟପ୍-୫ରେ ପ୍ରବେଶ କଲେ ଓଡ଼ିଆ ଝିଅ ରୋଜା ରାଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ସୋନି ଟିଭି’ରେ ପ୍ରସାରିତ ଡ୍ୟାନ୍ସ ରିଏଲିଟି ସୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର-୨’ରେ ନିଜର ଜଲୱା ଦେଖାଇଛନ୍ତି ରାଉରକେଲାର ରୋଜା ରାଣା । ରବିବାର ପ୍ରସାରିତ ସୋ’ରେ ହିନ୍ଦୀ…

ସମୁଦ୍ର ମଝିରେ ସ୍ୱାମୀଙ୍କ ସହିତ ପ୍ରିୟଙ୍କା ଚୋପ୍ରା: ରୋମାଣ୍ଟିକ ତରିକାରେ ପାଳିଲେ ନୂଆବର୍ଷ, ଦେଖନ୍ତୁ ଫଟୋ

ମୁମ୍ବାଇ: ବିବାହ ପରେ ବଲିଉଡରୁ ଦୂରେଇ ଯାଇଥିବା ପ୍ରିୟଙ୍କା ଚୋପ୍ରା ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ତେବେ ନିୟମିତ ଭାବରେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ପ୍ରିୟଙ୍କାଙ୍କ ଗୋଟିଏ ଫଟୋ ଏବେ ବେଶ ଭାଇରାଲ ହେବାରେ…

ବେଙ୍ଗଲ ରଣଜୀ ଟ୍ରଫି ଟିମର ୭ ଖେଳାଳି କରୋନା ପଜିଟିଭ

କୋଲକାତା: କରୋନା ମହାମାରୀ ପୁଣି ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରୁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାରି ମଧ୍ୟରେ ବେଙ୍ଗଲ…

ଓମିକ୍ରନ୍ କାରଣରୁ ବିଶ୍ୱବ୍ୟାପୀ ୪୦୦୦ ବିମାନ ଉଡାଣ ବାତିଲ, ଛୁଟିଦିନ ଉପରେ ଲାଗିଲା ଗ୍ରହଣ

ନୂଆଦିଲ୍ଲୀ: ନୂଆବର୍ଷ ଅବସରରେ ଅନ୍ୟ ଦେଶର ପର୍ଯ୍ୟଟନ ସ୍ଥଳକୁ ଭ୍ରମଣ କରିବାକୁ ଚାହୁଁଥିବା ଯାତ୍ରୀକୁ କରୋନା କଟକଣା ହତାଶ କରିଛି । ଚଳିତ ବର୍ଷ ମଧ୍ୟ ଅନ୍ୟ ଦେଶକୁ ଯାତ୍ରା କରିବା ଉପରେ କଟକଣା ଲଗାଯାଇଛି । କୋଭିଡ୍ ର…

ସପା ଏମଏଲସି ପୁଷ୍ପରାଜ ଜୈନଙ୍କୁ ଉଠାଇନେଲା ଆୟକର ବିଭାଗ

କାନପୁର: କନ୍ନୌଜର ପ୍ରସିଦ୍ଧି ଅତର ବ୍ୟବସାୟୀ ତଥା ସମାଜବାଦୀ ପାର୍ଟିର ଏମଏଲସି ପୁଷ୍ପରାଜ ଜୈନ ଓରଫ୍ ପମ୍ପି ଜୈନଙ୍କୁ ହେପାଜତକୁ ନେଇଛି ଆୟକର ବିଭାଗ । ସପା ଏମଏଲସିଙ୍କୁ ଆୟକର ବିଭାଗର କର୍ମଚାରୀ ନିଜ ସାଥିରେ…

NDA ସପକ୍ଷରେ ଜନାଦେଶ, ପୁଣି UP ଦଖଲ କରିବ BJP: ଆସିଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଦେଶର ସର୍ବବୃହତ୍ ବିଧାନସଭା କ୍ଷେତ୍ର ଉତ୍ତରପ୍ରଦେଶ ନିର୍ବାଚନ ଉପରେ ଦେଶବାସୀଙ୍କ ନଜର ରହିଛି । କାରଣ ୟୁପିର ମୋଟ ଆସନ ସଂଖ୍ୟା ୪୦୩ ହୋଇଥିବା ବେଳେ ଏଠାରୁ ଅଧିକାଂଶ ସଭ୍ୟ ଲୋକସଭାକୁ…

କ୍ରୁଜର କ୍ରୁ ସଦସ୍ୟଙ୍କୁ କରୋନା, ସମୁଦ୍ର ମଝିରେ ଫସିଲେ ୨ହଜାର ଲୋକ

ନୂଆଦିଲ୍ଲୀ: ମୁମ୍ବାଇରୁ ଗୋଆ ଯାଉଥିବା କାର୍ଡିଲିୟା କ୍ରୁଜ ଜାହାଜର ଜଣେ କ୍ରୁ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ଜାହାଜରେ ହିଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଲା । ମିଳିଥିବା ସୂଚନା…