fbpx
Browsing Category

Featured

ରାସ୍ତାରୁ ପାଇଲେ ଏଟିଏମ୍, ଟଙ୍କାବି ଉଠାଇଲେ: ହେଲେ ବାଧା ଦେଲା ବିବେକ, ଫେରାଇଲେ ଟଙ୍କା; ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତାରୁ ପାଇଲେ ଏଟିଏମ୍ କାର୍ଡ, ଲୋଭର ବଶବର୍ତ୍ତୀ ହୋଇ ଟଙ୍କା ବି ଉଠେଇଲେ । ହେଲେ ପରେ ବିବେକ ବାଧା ଦେବା ପରେ ଉଠାଇଥିବା ୨୪ ହଜାର ଟଙ୍କା ଓ ଏଟିଏମ୍ କାର୍ଡ ଲକ୍ଷ୍ମୀସାଗର ଥାନାରେ…

(ଭିଡିଓ) ରସିକିଆ ସ୍ୱାମୀକୁ ଉତ୍ତମ ମଧ୍ୟମ: ଦ୍ୱିତୀୟ ସ୍ତ୍ରୀଙ୍କୁ ମାଡ଼ମାରି ଖସିପଳାଉଥିଲେ

ରସିକିଆ ସ୍ୱାମୀକୁ ଉତ୍ତମ ମଧ୍ୟମ ଦେଲେ ଶ୍ୱଶୁର ଘରଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରୋ ଶରସଙ୍ଖ ଅଞ୍ଚଳରେ । ସୁଚନା ଅନୁସାରେ ଖଇରା ଅଞ୍ଚଳର ଭାଷ୍କର ସାହୁ ନାମକ ଜଣେ ଯୁବକ ପ୍ରଥମ…

ଚିତ୍ତ ପଲେଇଙ୍କ ମୃତ୍ୟୁ ମାମଲାରେ ୨ ଗିରଫ, ସନ୍ଧ୍ୟାରେ ରହସ୍ୟ ଖୋଲିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ଆସିଛି ବଡ଼ ଖବର । ଏହି…

ଓଡ଼ିଶାର ସରକାରୀ ସ୍କୁଲରେ ଶିକ୍ଷକଙ୍କ ପାଇଁ ବାହାରିଲା ୧୧,୪୦୩ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ ଶିକ୍ଷକ ପଦବୀ ପାଇବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର । ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ…

ମୋବାଇଲ୍ ଏବଂ ମିଠା ଖାଇବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଗଲେ ଯୁବକ: ଓହ୍ଲାଇବାକୁ ନାକେଦମ୍ ହେଲା ପୋଲିସ୍

କୌଣସି ଜିନିଷ ପାଇବା ପାଇଁ ବାପା, ମା’ଙ୍କ ପାଖରେ ଅଳି ଅଝଟ କରୁଥିବାର କଥା ଶୁଣିଥିବେ । କିନ୍ତୁ ମୋବାଇଲ୍ ଏବଂ ମିଠା ଖାଇବା ପାଇଁ ଏକ ଉଚ୍ଚ ଟାୱାର ଉପରକୁ ଚଢ଼ି ଯିବାର କଥା କେବେ ଶୁଣିଛନ୍ତି କି? ଏମିତି ଏକ ଘଟଣା…

ZEE-SONY ମିଶ୍ରଣରେ ଦେଶରେ ହେବ ବଡ଼ ନେଟୱର୍କ, ଜାଣନ୍ତୁ କ’ଣ ମିଳିବ ଫାଇଦା

ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ଲିମିଟେଡ(ZEEL) ଏବଂ ସୋନୀ ପିକ୍ଚର୍ସ ନେଟୱର୍କ ଇଣ୍ଡିଆ ପ୍ରାଇଭେଟ ଏବେ ଏକ ହେବାକୁ ଯାଉଛନ୍ତି । ମନୋରଞ୍ଜନ ଦୁନିଆର ଏହି ଦୁଇ ଦିଗ୍ଗଜ କମ୍ପାନୀର ମିଶ୍ରଣକୁ ବୋର୍ଡ ମଞ୍ଜୁରୀ ଦେଇଛି ।…

ଗୋଟିଏ ଦିନରେ ବଦଳିଲା IPL ମହା ନିଲାମ ତାରିଖ: ଆସନ୍ତା ଫେବୃଆରୀ ମାସ ଏହି ତାରିଖରୁ ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ମେଗା ଅକ୍ସନର ତାରିଖ ସ୍ଥରୀକୃତ ହେବାର ଗୋଟିଏ ଦିନ ପରେ ପୁଣି ପରିବର୍ତ୍ତନ ହୋଇଛି । ଗତ ବୁଧବାର ଦିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ…

(ଭିଡ଼ିଓ)କ୍ରିକେଟକୁ ଅଲବିଦା କହିଲେ ହରଭଜନ ସିଂ, ୨୩ ବର୍ଷର କ୍ୟାରିୟର ପରେ ନେଲେ ଅବସର

ନୂଆଦିଲ୍ଲୀ: ଭାରତର ଷ୍ଟାର ସ୍ପିନର ହରଭଜନ ସିଂହ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୪୧ ବର୍ଷୀୟ ହରଭଗନ ସିଂ ଭାରତ ପକ୍ଷରୁ ୭୧୧ ୱିକେଟ୍ ନେଇଛନ୍ତି । ଟର୍ବନେଟର ଭାବରେ ଲୋକପ୍ରିୟତା ହାସଲ କରିଥିବା ହରଭଜନ ରାଜନୀତି…

ଥୁଆମୂଳ-ରାମପୁର ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି…

ଲଞ୍ଚ ପୂର୍ବରୁ Xiaomi 12 ବଜାରରେ କଲା ଜବରଦସ୍ତ ଓପେନିଂ, ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ଫୋନ୍ ରିଜର୍ଭ

ନୂଆଦିଲ୍ଲୀ: ଲଞ୍ଚ ହେବା ପୂର୍ବରୁ ହିଁ ଢସବକ୍ଟଜ୍ଞସ ୧୨ ସିରିଜ୍ ୟୁଜର୍ସଙ୍କ ମନ କିଣିନେଇଛି । ଡିସେମ୍ବର ୨୩ ତାରିଖରେ ଓପନ୍ ରିଜର୍ଭେସନ୍ ରେ ଏହି ସିରିଜ୍ ର ସ୍ମାର୍ଟଫୋନ୍ କୁ ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ…