fbpx
Browsing Category

Featured

ନୀତିନ ଗଡକରୀଙ୍କୁ ଭେଟିଲେ ବିଜେଡି ସାଂସଦ, ରାଜ୍ୟରେ ବିଭିନ୍ନ ସଡ଼କ ଓ ଅନ୍ୟ ପ୍ରକଳ୍ପର ବିକାଶ ନେଇ କଲେ ଆଲୋଚନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସଂସଦର ରୁମ୍‌ ନଂ-୬୨ରେ ଭେଟିଛନ୍ତି ବିଜେଡି ସାଂସଦ ।ଏହି ଅବସରରେ ରାଜ୍ୟରେ ବିଭିନ୍ନ ସଡ଼କ ଓ ଅନ୍ୟ ପ୍ରକଳ୍ପର ବିକାଶ ଆଲୋଚନା ହୋଇଥିଲା ।…

ବିବାହ ମଣ୍ଡପରୁ ଆଖି ପିଛୁଳାକେ ୬ ଲକ୍ଷ୍ୟ ଟଙ୍କା କ୍ୟାମେରା ଲୁଟ୍, ଛାନ୍‌ ଭିନ୍‌ ଆରମ୍ଭ କଲା ପୋଲିସ

ବାରଙ୍ଗ (ଭାସ୍କର ନ୍ୟୁଜ୍‌):  ନନ୍ଦନକାନନ ଥାନା ଅନ୍ତର୍ଗତ ଡି.ଭାଟିକା ପାର୍ଟିଲେନରୁ କ୍ୟାମେରା ଲୁଟ୍‌ । କିଛି ସମୟ ମଧ୍ୟରେ ଆଖି ପିଛୁଳାକେ ୬ଲକ୍ଷ୍ୟ ଟଙ୍କାରା କ୍ୟାମେରା ଲୁଟିନେଲେ ଲୁଟେରା । ଏନେଇ କ୍ୟାମେରା…

ଦିଲ୍ଲୀରୁ ଆଉ ୪, କର୍ଣ୍ଣାଟକରୁ ୫ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୩ କୁ ବୃଦ୍ଧି

ନୂଆଦିଲ୍ଲୀ/ବେଙ୍ଗାଲୁରୁ: ଦେଶର ରାଜଧାନୀ ଦିଲ୍ଲୀରୁ ୪ ଜଣ ଓ କର୍ଣ୍ଣାଟକରୁ ୫ ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ଗୁରୁବାର ସୁଦ୍ଧା ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୮୩କୁ ବୃଦ୍ଧି…

ରାଜଧାନୀକୁ ଆଟ୍‌ ରିସ୍କ ଦେଶରୁ ଫେରିଲେଣି ୧୫ଶହ, ସ୍ୱାସ୍ଥ୍ୟବିଭାଗ ପାଖରେ ନାହିଁ କୌଣସି ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତାଜନକ ପ୍ରଜାତି ଘୋଷଣା କରିବା ପରେ ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତା ବଢିଛି । ଇତି ମଧ୍ୟରେ ଓଡ଼ିଶାକୁ…

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ସେଫ୍‌ଟି ୱାଲ୍‌ରେ ପିଟି ହେଲା ପିକ୍‌ନିକ୍ ବସ୍: ୩୦ ଜଣ ପର୍ଯ୍ୟଟକ ଆହତ, ୧୫ ଗୁରୁତର

ବାଲିଗୁଡ଼ା, (ଭାସ୍କର ନ୍ୟୁଜ୍‌): ଗୁରୁବାର କନ୍ଧମାଳ ଜିଲ୍ଳା କଳିଙ୍ଗା ଘାଟି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩୦ ଜଣ…

କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି: ୨୧ ବର୍ଷ ବୟସ ପୂର୍ବରୁ ଝିଅଙ୍କ ବିବାହ ମନା

ନୂଆଦିଲ୍ଲୀ : ବିବାହ ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବଦଳିବାକୁ ଯାଉଛି । ୨୧ ବର୍ଷ ବୟସ ପୂର୍ବରୁ ଝିଅମାନେ ବିବାହ କରିପାରିବେ ନାହିଁ । କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି । ଏହାପରେ ଏହା ସଂସଦର…

ରାଶିଫଳ(ଶୁକ୍ରବାର,୧୭ ଡିସେମ୍ବର,୨୦୨୧)

ମେଷ - କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ…

ଦୁଷ୍କର୍ମକୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ: କହିଲେ ରୋକି ନପାରିଲେ ଉପଭୋଗ କର

ନୂଆଦିଲ୍ଲୀ: ଦୁଷ୍କର୍ମ ଉପରେ ବିବାଦୀୟ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି କର୍ଣ୍ଣାଟକ ବିଧାନସଭାର ପୂର୍ବତନ ବାଚସ୍ପତି ତଥା କଂଗ୍ରେସ ନେତା କେ.ଆର ରମେଶ । ଗୁରୁବାର କଂଗ୍ରେସ ନେତା ବିଧାନସଭାରେ ରେପକୁ ନେଇ ବିବାଦୀୟ…

(Watch Video) ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ରାଜନୀତି ଗରମ

ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ବାଲେଶ୍ୱରରେ ରାଜନୀତି ଗରମ ହେଉଥିବା ଦେଖିବାକୁ ମିଳିଛି। ଗତକାଲିଠାରୁ ସୋସିଆଲ ମିଡିଆରେ ବାଲେଶ୍ବର ଜିଲ୍ଲାର ବିଜେପି…

ଶୁଭ ଫଳ ଦେଇଥାଏ ଆକ୍ୱାରିୟମ ମାଛ ରଖିବା, ଜାଣନ୍ତୁ କ’ଣ କହୁଛି ବାସ୍ତୁଶାସ୍ତ୍ର

ଆକ୍ୱାରିୟମରେ ମାଛ ପହଁରୁଥିବାର ଦେଖିଲେ ଭାରାକ୍ରାନ୍ତ ମନକୁ ଖୁବ୍ ଶାନ୍ତି ମିଳିଥାଏ। କୁହାଯାଏ ମାଛ ରଖିବା ଦ୍ୱାରା ଘରେ ବହୁତ ଉନ୍ନତି ମଧ୍ୟ ହୋଇଥାଏ। ତେବେ ଆକ୍ୱାରିୟମରେ ମାଛ ରଖିବାକୁ ନେଇ ବାସ୍ତୁଶାସ୍ତ୍ରରେ କ’ଣ…