fbpx
BJD SKY
BJD SKY
Browsing Category

Featured

ଆସନ୍ତା ପଞ୍ଚାୟତ ନିର୍ବାଚନରେ ୩ ଦିନ ଧରି ଚାଲିବ ଭୋଟ ଗଣତି, ବାଲଟ ପେପରରେ ହେବ ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୨ ପଞ୍ଚାୟତ ନିର୍ବାଚନ ଭୋଟ ଇଭିଏମ୍ ନୁହେଁ ବାଲଟ ପେପରରେ ହେବ । ଏଥିସହ ଭୋଟ ଗଣତି ୩ ପର୍ଯ୍ୟନ୍ତ ଜାରି ରହିବ । ତେବେ ପ୍ରଥମ ଥର ବ୍ଲକ ସ୍ତରରେ ଭୋଟ ଗଣତି ହେବାକୁ ଯାଉଥିବାରୁ…

୩୦୦ ବିଲିୟନ୍ ଡଲାର୍ ପାର୍ କଲା ଏଲନ୍ ମସ୍କଙ୍କ ସମ୍ପତ୍ତି, ଭାରତର ଟପ୍-୬ ଅରବପତିଙ୍କ ଠାରୁ ବି ଅଧିକ ମସ୍କଙ୍କ ଧନ-ଦୌଲତ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲାର ସିଇଓ ଏଲନ୍ ମସ୍କଙ୍କ ସମ୍ପତ୍ତି ୩୦୦ ବିଲିୟନ୍ ଡଲାର୍ ପାର୍ କରିଛି । ଦୁନିଆରେ ଏହା ପ୍ରଥମ ଥର ଏପରି ହୋଇଛି ଯେ, କୌଣସି ବ୍ୟବସାୟୀ ଏହି ସଫଳତା…

ଗୋଲ୍ଡ ଜମାକାରୀଙ୍କ ମୃତ୍ୟୁ ଓ ଅର୍ଥ ଉଠାଣକୁ ନେଇ ବଦଳିଲା ନିୟମ: ଜାଣନ୍ତୁ କ’ଣ କହିଲା RBI

ନୂଆଦିଲ୍ଲୀ: ଗୋଲ୍ଡ ଡିପୋଜିଟ୍ ସ୍କିମରେ ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଏଣିକି ଜମାକାରୀଙ୍କ ମୃତ୍ୟୁ ପରେ ଲକ ଇନ୍ ପିରିୟଡ ପୂର୍ବରୁ ଟଙ୍କା ଉଠାଇ ପାରିବେ ପରିବାରବର୍ଗ ।…

ଫେସବୁକରେ ଆପଣ ପ୍ରତିଦିନ ଫଟୋ-ଭିଡିଓ ଦେଖନ୍ତି…ଜାଣନ୍ତୁ ଏହିସବୁରୁ କମ୍ପାନୀ କେତେ ରୋଜଗାର କରିଥାଏ?

ନୂଆଦିଲ୍ଲୀ: ବର୍ତ୍ତମାନ ଫେସବୁକ୍ ପ୍ରାୟତଃ ସମସ୍ତଙ୍କ ସ୍ମାର୍ଟଫୋନରେ ଏକ କମନ୍ ଆପ୍ କହିଲେ ଚଳେ । କାରଣ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁ ମାନେ ଫେସବୁକ୍ ବ୍ୟବହାର କରୁନାହାନ୍ତି । ଆଜିକା ସମୟରେ ଫେସବୁକ୍ ହେଉଛି…

ଦୁନିଆର କେଉଁଠି ମିଳେ ମହଙ୍ଗା ପେଟ୍ରୋଲ, ଏହି ଦେଶରେ ତ ଏକ ଟଙ୍କାରୁ କମ ରହିଛି ତେଲ ଦାମ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶର ଅନେକ ସହରରେ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି । ସ୍ଥିତି ଏମିତି ଯେ, ଗତ ୨୮ ଦିନ ମଧ୍ୟରୁ ୨୧…

ରାଜ୍ୟରେ କରୋନା ନେଲା ୩ ଜଣଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ପାମ୍ପଡ଼ ଖାଇବା ଦ୍ୱାରା ବଢ଼ିଥାଏ ହାର୍ଟ ଓ କିଡ଼ନୀ ସମସ୍ୟା, ଜାଣନ୍ତୁ ଅନ୍ୟ ବିପଦ ସମ୍ପର୍କରେ..

ଅଧିକାଂଶ ଲୋକେ ପାମ୍ପଡ଼ ଅଧିକ ପସନ୍ଦ ହୋଇଥାଏ ଓ ସେମାନେ ଦିନସାରା ଏହାକୁ ଖାଇଥାନ୍ତି । କିନ୍ତୁ ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । କାରଣ ଅଧିକ ପାମ୍ପଡ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ…

ବିନା ଇଣ୍ଟରନେଟରେ ଦେଖିପାରିବେ ୟୁଟ୍ୟୁବ ଭିଡିଓ, ଜାଣନ୍ତୁ ଟ୍ରିକ୍

ନୂଆଦିଲ୍ଲୀ: ଅନଲାଇନ୍ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ କ୍ଷେତ୍ରରେ ୟୁଟ୍ୟୁବ୍ ଏକ ବଡ଼ ପରିବର୍ତ୍ତନ ଆଣିଛି । ଆଉ ଆଜି ସମୟରେ କୋଟି କୋଟି ୟୁଜର୍ ଏହାର ନିୟମିତ ବ୍ୟବହାର କରୁଛନ୍ତି । ଏଜୁକେସନ୍ ଠାରୁ ଆରମ୍ଭ ବିଭିନ୍ନ…

ବିଜେଡିରେ ମିଶିଲେ ବିଶ୍ୱରଞ୍ଜନ ମଲ୍ଲିକ, ପ୍ରତିକ୍ରିୟାରେ ଏପରି କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡିରେ ସାମିଲ ହୋଇଛନ୍ତି ବରୀର ନେତା ବିଶ୍ୱରଞ୍ଜନ ମଲ୍ଲିକ । ଶତାଧିକ ସମର୍ଥକଙ୍କ ସହ ବିଶ୍ୱରଞ୍ଜନ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ…

ଲକଡାଉନ୍ କାରଣରୁ ୧୦ ପ୍ରତିଶତ ବଢ଼ିଛି ଆତ୍ମହତ୍ୟା ମାମଲା, ହ୍ରାସ ପାଇଛି ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଭାରତରେ ଆତ୍ମହତ୍ୟା ଓ ଆକସ୍ମିକ ମୃତ୍ୟୁର ମାମଲା ସଂଖ୍ୟାରେ ବୃଦ୍ଧି ହୋଇଛି । ତେବେ କିଛି ଦିନ ହେବ ଏହି ଆକଳନ ଚର୍ଚ୍ଚାରେ ରହିଛି । ୨୦୨୦ ଜାତୀୟ ଅପରାଧ ରେକର୍ଡ…