fbpx
Browsing Category

Featured

ବାସୀ ରୁଟିରେ ରହିଛି ଶରୀର ପାଇଁ ଚମତ୍କାରୀ ଫାଇଦା, ଆଦୌ ଫୋପାଡ଼ନ୍ତୁ ନାହିଁ

ଓଡ଼ିଶା ଭାସ୍କର ବ୍ୟୁରୋ: ରାତିରେ ବଞ୍ଚି ଯାଇଥିବା ଖାଦ୍ୟକୁ ଫୋପାଡ଼ି ଦେବା ଭଳି ଖରାପ ଅଭ୍ୟାସ ଅନେକ ଲୋକଙ୍କର ରହିଛି । ଖାଦ୍ୟ ଖରାପ ନ ହୋଇ ମଧ୍ୟ ସେସବୁକୁ ଡଷ୍ଟବିନ୍ ରେ ଫୋପାଡ଼ି ଦିଅନ୍ତି । ଖାଦ୍ୟ ଓ କୃଷି…

ଓଡ଼ିଶାର ଏହି ସହରରେ ଆଇପିଏଲ ବେଟିଂ: ୩ ବୁକି ଗିରଫ, ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ମାଲକାନଗିରି ଜିଲ୍ଲାରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଛି । ଏହି ଚଢ଼ାଉ ସମୟରେ ୩ ଜଣ ବୁକିଙ୍କୁ ଗିରଫ କରାଯାଇଛି । ଏଥିସହ ପୋଲିସ ୯ ଲକ୍ଷରୁ ଅଧିକ ଟଙ୍କା ଜବତ…

ରାଜ୍ୟରେ ୪ ଶହ ତଳକୁ ଖସିଲା କରୋନା ସଂକ୍ରମଣ: ଆଜି ରାଜ୍ୟରେ ୩୫୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ମନୀଷ ମୃତ୍ୟୁ ଘଟଣା: ପ୍ରମାଣ ପାଇଲା ପୋଲିସ୍, ୩ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ପ୍ରମାଣ ପାଇଛି ପୋଲିସ୍ । ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଇଛି କମିଶନରେଟ୍ ପୋଲିସ୍ । ଏନେଇ ପ୍ରେସମିଟରେ ବିସ୍ତୃତ…

ଓଡ଼ିଶାର ଏହି ଦୁଇଟି ସହର ମଧ୍ୟକୁ ମାଡ଼ି ଆସିବ ସମୁଦ୍ର, ପ୍ରଭାବିତ ହେବେ ଲକ୍ଷ ଲକ୍ଷ ଲୋକ: ଅନ୍ତର୍ଜାତୀୟ ସଂସ୍ଥାର ଗବେଷଣା ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୫୦ ମସିହା ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ କିଛି ଜିଲ୍ଲା ସମୁଦ୍ରରେ ଲୀନ ହୋଇଯାଇପାରେ । ବିଶ୍ୱ ପାଣିପାଗ ପରିବର୍ତ୍ତନ ଉପରେ ପ୍ରକାଶ ପାଇଥିବା ଏକ ଅନ୍ତର୍ଜାତୀୟ ରିପୋର୍ଟରୁ…

ଗ୍ରେନେଡ୍ ବିସ୍ଫୋରଣ: ୬ ସିଆରପିଏଫ୍ ଯବାନ ଆହତ

ନୂଆଦିଲ୍ଲୀ: ରାୟପୁରଠାରେ ଏକ ରେଲୱେ ଷ୍ଟେସନରେ ଏକ ଗ୍ରେନେଡ୍ ବିସ୍ଫୋରଣରେ ୬ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଯାତ୍ରୀମାନେ କୋଚ ଭିତରେ ଛିଡ଼ା ହୋଇଥିବା ବେଳେ ଆଜି ସକାଳୁ ଏହି ଘଟଣା ଘଟିଥିଲା । ଖବର ପାଇ…

ଚକଲେଟ୍ ବାହାନାରେ ନେଇ ୩ ବର୍ଷର ନୀରିହ ଶିଶୁ ସହ ଦୁଷ୍କର୍ମ କଲା ପଡ଼ୋଶୀ ଘର ଯୁବକ

ଫତେହପୁର: ଉତ୍ତରପ୍ରଦେଶର ଫତେହପୁରରୁ ଏକ ହୃଦୟଥରା ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ତିନି ବର୍ଷର ନୀରିହ ଶିଶୁ ସହିତ ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ଯୁବକ ଦୁଷ୍କର୍ମ କରିଛି । ଯାହାପରେ ଶିଶୁଟିର ମୃତ୍ୟୁ ହୋଇଯାଇଛି…

ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ । ତେବେ ଏନେଇ ଦ୍ରାବିଡ଼ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ସେ ଏହି ପଦରେ ୨ ବର୍ଷ ପାଇଁ…

ବାଂଲାଦେଶରେ ଇସ୍କନ୍ ମନ୍ଦିର ଉପରେ ଦଶହରା ଅବସରରେ ଆକ୍ରମଣ, ଭଙ୍ଗାରୁଜା ସହ ଅନେକ ଲୋକ ଆହତ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ଜାରି ରହିଛି । ଅନେକ ସଂଖ୍ୟାରେ ଆକ୍ରମଣକାରୀ ମାନେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଅନେକ ସମୟରୁ ଆକ୍ରମଣ ଜାରି ରଖିଛନ୍ତି । ସେଠାରେ ଥିବା ଅଳ୍ପସଂଖ୍ୟକ…

କଟକରେ ଏନକାଉଣ୍ଟର୍, ଦୁର୍ଦ୍ଦାନ୍ତ ଅପରାଧୀ ରାକା କାବୁ

କଟକ(ଓଡ଼ିଶା ଭାସ୍କର): କଟକରେ କମିଶନରେଟ୍ ପୋଲିସ୍ ର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧିକୁ କାବୁ କରାଯାଇଛି । ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ରାକା ଓରଫ ରାକେଶ ଦାସ ଆହତ ହୋଇଛି । ରାକେଶ ଠାରୁ ଗୋଟିଏ…