Browsing Category
Featured
ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା ଓଡ଼ିଶା ଫେରିବ, ଟେଣ୍ଡର ଆହ୍ୱାନ କଲା ପରିବହନ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଓଡ଼ିଶାକୁ ଫେରିବ । ଦୀର୍ଘ ବର୍ଷ ଧରି ଡାକୋଟା କୋଲକତାରେ ରହିଥିଲା । ଡାକୋଟା ଫେରିବା ନେଇ ପୂର୍ବରୁ…
ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳିପାରନ୍ତି ବିରାଟ ଏବଂ ରୋହିତ: ଦିନିକିଆରୁ ପଡିବେ ବାଦ
ନୂଆଦିଲ୍ଲୀ: ଇଂଲଣ୍ଡ ପରେ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଭାରତ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ । ତେବେ ଏହି ଗସ୍ତ ପୂର୍ବରୁ ବିସିସିଆଇ ଦିନିକିଆ ଦଳ ଘୋଷଣା କରି ସାରିଛି ।…
ଧୁମ ଷ୍ଟାଇଲରେ କରୁଥିଲା ଚୋରୀ: ଧରା ପଡିଲା ପୋଲିସକୁ ଚାଲେଞ୍ଜ ଦେଉଥିବା ଷ୍ଟାଇଲିସ ଚୋର
ନବରଙ୍ଗପୁର: ଚୋରି କରିବାର ଥିଲା ନୂଆ ଅନ୍ଦାଜ । ଚୋର ମୁଣ୍ଡରେ ଘାରିଥିଲା ‘ଧୁମ’ର ନିଶା । ଜିନିଷ ଚୋରାଇବା ପରେ ଘଟଣାସ୍ଥଳରେ ଲେଖି ଦେଇଥିଲା ‘ଧୁମ-୪’ । ବଲିଉଡ ସିନେମା ଧୁମ ସିରିଜର ଚୋର ଷ୍ଟାଇଲରେ ଚୋରି କରିବା…
ତାମିଲ ଅଭିନେତା ବିକ୍ରମଙ୍କୁ ହାର୍ଟ ଆଟାକ୍, ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ଆସିଛି । ହାର୍ଟ ଆଟାକର ଶିକାର ହୋଇଛନ୍ତି ତାମିଲ୍ ଅଭିନେତା ବିକ୍ରମ । ତେଣୁ ବିକ୍ରମଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫୬ ବର୍ଷୀୟ ଅଭିନେତା…
୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ: ମାନସ ହତ୍ୟା ମାମଲାରେ ପୁଣି ତେଜିଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଉଠିଛି ମାନସ ହତ୍ୟା ମାମଲା । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମ।।ନସ ସ୍ୱାଇଁ ହତ୍ୟା ଘଟଣାରେ ଆସିଛି ଆଉ ଏକ ନୂଆ ମୋଡ । ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ନିରଞ୍ଜନ…
ସାଲାରୀ ପ୍ରୋଟେକ୍ସନ ଇନ୍ସୁରାନ୍ସ: ଜାଣନ୍ତୁ ଏହା କିପରି ଆପଣଙ୍କୁ ସାହାଯ୍ୟ କରେ
ଓଡିଶା ଭାସ୍କର: ଜୀବନରେ ସଫଳତା ପାଇବା ସହ ଅଧିକ ଉପାର୍ଜନ ଏବଂ କ୍ୟାରିୟରର ଏକ ଉଚ୍ଚ ଶିଖରରେ ପହଞ୍ଚିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ତେବେ ଏହି କ୍ଷେତ୍ରରେ ଆପଣଙ୍କ ପାଇଁ କୁବ ସହାୟକ ହୋଇ ପାରିବ ସାଲାରୀ…
ସିଞ୍ଜୋ ଆବେଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ କହିଲେ-‘ଜଣେ ବନ୍ଧୁଙ୍କୁ ହରାଇଲି’, କାଲି ଭାରତରେ ଦିନିକିଆ ରାଷ୍ଟ୍ରିୟ ଶୋକ
ନୁଆଦିଲ୍ଲୀ: ଜାପାନର ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି ଲାଗିବା ପରେ ତାଙ୍କର ମୃତ୍ୟୁ ଖବରକୁ ବିଶ୍ୱ ଆଶ୍ଚର୍ଯ୍ୟ କରି ଦେଇଛି। ତାଙ୍କର ହଠାତ୍ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ…
କେନ୍ଦ୍ର ସରକାର କରୁଛନ୍ତି ଯୋଜନା: ବଢିପାରେ ଅବସର ବୟସସୀମା ଏବଂ ଆରମ୍ଭ ହେବ ୟୁନିଭର୍ସାଲ ପେନ୍ସନ୍ ସିଷ୍ଟମ
ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ଏକ ଖୁସି ଖବର ଆସିପାରେ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି ଦ୍ୱାରା ଏକ ପରାମର୍ଶ ଦିଆଯାଇଛି ଯେଉଁଥିରେ କୁହାଯାଇଛି ଯେ ଦେଶରେ କାମ କରିବା…
ଶେଷ ହେଉଛି ବିରାଟ ଯୁଗ! ଟି-୨୦ ଟିମ୍ରୁ କଟିପାରେ ପୁର୍ବତ୍ତନ ଅଧିନାୟକଙ୍କ ପତ୍ତା
ନୁଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଶନିବାର ଅର୍ଥାତ୍ ୯ତାରିଖରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ବିରାଟ କୋହଲି, ଋିଷଭ ପନ୍ତ ଏବଂ ଜସପ୍ରିତ ବୁମ୍ରାଙ୍କ ଭଳି ସିନିୟର ଖେଳାଳି ଦଳରେ ସାମିଲ…
ବଡ଼ ଖବର: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ
ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ପରଲୋକ । ସିଞ୍ଜୋଙ୍କୁ ଆଜି ସକାଳେ ନାରା ସହରରେ ଗୁଳିମାଡ଼ ହୋଇଥିଲା । ଗୁଳି ଛାତିରେ ବାଜିଥିବା ପରେ ସିଞ୍ଜୋଙ୍କୁ ଆସିଥିଲା ହାର୍ଟ ଅଟୋକ୍ । ଏହା ପରେ…