Browsing Category
Featured
ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ କାହିଁକି ଆସନ୍ତି ମହାପ୍ରଭୁ ଜଗନାଥ ?
ଓଡ଼ିଶା ଭାସ୍କର: ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ ରଥଯାତ୍ରା। ବର୍ଷ ଯାଏକ ମନ୍ଦିରରେ ରହିବା ପରେ ବଡ ଦାଣ୍ଡକୁ ଭଗବାନ ଆସିଥାନ୍ତି ତାଙ୍କର ଭକ୍ତମାନଙ୍କୁ ଦର୍ଶନ ଦେବାକୁ। ଏହାକୁ ଭକ୍ତ ଏବଂ…
(Video) କହ୍ନେୟାଲାଲଙ୍କ ପରିବାରକୁ ସାହାଯ୍ୟ ପାଇଁ ଆଗେଇ ଆସିଲେ କପିଲ ମିଶ୍ର, ୨୪ ଘଣ୍ଟାରେ ସଂଗ୍ରହ କଲେ ୧ କୋଟି
ନୂଆଦିଲ୍ଲୀ: ଉଦୟପୁରରେ କହ୍ନେୟାଲାଲ ସାହୁଙ୍କ ହତ୍ୟାକୁ ନେଇ ସବୁଆଡ଼େ ନିନ୍ଦା କରାଯାଉଛି । ଲୋକମାନେ କହ୍ନେୟାଲାଲଙ୍କ ସମର୍ଥନରେ ସୋସିଆଲ ମିଡିଆରେ ଲଗାତାର ପୋଷ୍ଟ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ…
ଆସନ୍ତା କାଲି ରଥଯାତ୍ରା; ଆକର୍ଷଣୀ ଝୋଟି ରଙ୍ଗରେ ଝଲସୁଛି ପାରଳାଖେମୁଣ୍ଡି ରାଜଦାଣ୍ଡ
ଗଜପତି(ଓଡ଼ିଶା ଭାସ୍କର): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହେବାକୁ ଥିବା ଦକ୍ଷିଣ ଓଡିଶାରେ ପ୍ରଖ୍ୟାତ ଲାଭ କରିଥିବା ରଥଯାତ୍ରା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଉଥିବାର ଦେଖିବାକୁ ମିଳିଛି।…
କାହିଁକି ଟ୍ରେନ ଉପରେ ଥାଏ ଏହି ଗୋଲ ଗୋଲ ପ୍ଲେଟ୍ ବା ଢ଼ାଙ୍କୁଣି? ଜାଣନ୍ତୁ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ଲାଇଫ ଲାଇନ ବୋଲି ବିବେଚନା କରାଯାଏ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଯେଉଁ ଟ୍ରେନରେ ଆପଣ ଯାତ୍ରା କରନ୍ତି, ତାହା ସହ ଜଡ଼ିତ ଅନେକ ରୋଚକ ତଥ୍ୟ…
ନିଆରା ପ୍ରେମ କାହାଣୀ! ୬୧ ବର୍ଷୀୟ ବ୍ୟକ୍ତିଙ୍କୁ ହୃଦୟ ଦେଇ ବସିଲେ ୧୮ ବର୍ଷୀୟା ଆଶିୟା
ନୂଆଦିଲ୍ଲୀ: କଥାରେ ଅଛି, ଯୋଡ଼ି ତ ଭଗବାନ୍ ବନାନ୍ତି । ପ୍ରେମ ଉପରେ କାହାର ବା ଜୋର୍ ଅଛି । ପ୍ରେମ ଅନ୍ଧ ବୋଲି କୁହାଯାଏ, କିନ୍ତୁ ଆଜିର ସମାଜରେ କିଛି ଯୁବପିଢ଼ିଙ୍କୁ ଦେଖି ଲାଗୁଛି କି, ପ୍ରେମ ଅନ୍ଧ ହେବା ସହ ମୂକ ଓ…
ଆଧାର କାର୍ଡ ଏବଂ ପ୍ୟାନ୍ କାର୍ଡ ସହିତ ଜଡିତ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଜି ହିଁ କରିଦିଅନ୍ତୁ, ନଚେତ୍…
ଓଡ଼ିଶା ଭାସ୍କର: ପାନ କାର୍ଡକୁ ଆଧାର କାର୍ଡ ସହିତ ସଂଯୋଗ କରିବାର ଶେଷ ତାରିଖ ଆଜି ଅର୍ଥାତ୍ ୩୦ ଜୁନ୍ ୨୦୨୨। ଯଦି ଆପଣ ଲିଙ୍କ୍ କରିନାହାଁନ୍ତି, ତେବେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ। କାରଣ ଆସନ୍ତାକାଲି…
ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୮୧୯ କରୋନା ଆକ୍ରାନ୍ତ ଚିହ୍ନଟ: ମୃତକଙ୍କ ସଂଖ୍ୟା ୩୯କୁ ବୃଦ୍ଧି
ନୂଆଦିଲ୍ଲୀ: ଦିନକୁ ଦିନ ବେଲଗାମ ହେଉଛି କରୋନା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ କରାନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୮୧୯ରେ ପହଞ୍ଚିଛି । ସେହିପରି ୩୯ ଜଣଙ୍କ ମୃତ୍ୟୁ ହୋଇଥିବା…
ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିଲା ରଥ
ପୁରୀ(ଓଡ଼ିଶା ଭାସ୍କରର): ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ଆଷାଢ଼ ଶୁକ୍ଲପକ୍ଷ ପ୍ରତିପଦା ତିଥି ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଆଜ୍ଞାମାଳ ବିଜେ ପରେ ଗଡ଼ିଛି ୩ ରଥ । ସିଂହଦ୍ୱାର ଅଭିମୁଖେ…
ଓଡ଼ିଶାରେ ପୁଣି ବଢ଼ୁଛି କରୋନା: ୨୪ ଘଣ୍ଟାରେ୧୫୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ଶହେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
କେଉଁଠି ହାତୀ ମରୁଛି ତ’ କେଉଁଠି ହାତୀକୁ ମାରୁଛି ମଣିଷ; ଆକ୍ରମଣରେ ବୃଦ୍ଧ ଆଉ ୫ବର୍ଷର ଶିଶୁ ମୃତ
ବାରିପଦା(ଓଡ଼ିଶା ଭାସ୍କର): କେଉଁଠି ମଣିଷ ହାତୀକୁ ମାରୁଛି ତ କେଉଁଠି ମଣିଷକୁ ମାରୁଛି ହାତୀ। ହାତୀ ଆକ୍ରମଣରେ ଦୁଇ ଜଣ ମୃତ ହୋଇଥିବା ବେଳେ ହାତୀକୁ ଗୁଳି କରି ହତ୍ୟା କରିଥିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି…