Browsing Category

Featured

ପୁରୁଷ ଓ ମହିଳା ଦୀର୍ଘ ସମୟ ଧରି ଏକାଠି ରହିବା ଏକପ୍ରକାର ବିବାହ, ସମ୍ପତ୍ତିରେ ବି ଅଛି ପୁଅର ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ପୁରୁଷ ଓ ମହିଳା ଦୀର୍ଘ ସମୟ ପର୍ଯ୍ୟନ୍ତ ଏକାଠି ରୁହନ୍ତି, ତେବେ ଆଇନ ହିସାବରେ ତାକୁ ବାହାଘର ବୋଲି ବିବେଚନା କରାଯିବ ଓ ତାଙ୍କ ପୁଅକୁ ପୈତୃକ ସମ୍ପତ୍ତିରେ ବଞ୍ଚିତ କରାଯାଇ ପାରିବ ନାହିଁ ।…

ଓଡିଶା ପାଳୁଛି ପହିଲି ରଜ: ଭଳିକି ଭଳି ପିଠା ବାସ୍ନାରେ ମହକୁଛି ଗାଁ ଦାଣ୍ଡ, ଦେଖନ୍ତୁ ଝଲକ

ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ । କରୋନା କଟକଣା ହଟିବା ପରେ ୨ ବର୍ଷ ପରେ ଏହି ପରମ୍ପରା ପାଳନ କରୁଛନ୍ତି ରାଜ୍ୟବାସୀ । ନାନା ପ୍ରକାରର ପିଠାପଣା, ରଜପାନ ଆଉ ତା ସାଙ୍ଗକୁ ଦୋଳି ଖେଳର…

ଘରେ ପୂଜା ପାଉଥିବା ତୁଳସୀ ଗଛରୁ ମିଳିଥାଏ ଏହିସବୁ ସଂକେତ: ଜାଣନ୍ତୁ ରହସ୍ୟ

ଓଡିଆ ଜାତିର ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ ହେଉଛି ତୁଳସୀ । ସେଥିପାଇଁ ପ୍ରତି ଘରର ଅଗଣାରେ ପବିତ୍ର ତୁଳସୀ ଗଛ ଶୋଭା ପାଇଥାଏ । ଘରେ ପୂଜା ପାଉଥିବା ତୁଳସୀ ଗଛ ଆମକୁ ଅନେକ ସଂକେତ ଦେଇଥାଏ । ତେବେ…

ଜେଲରୁ ବାହାରିଲେ ଶକ୍ତି କପୁରଙ୍କ ପୁଅ: ଡ୍ରଗ୍ସ କେସରେ ହୋଇଥିଲେ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁରଙ୍କୁ ଡ୍ରଗ୍ସ ମାମଲାରେ ଜାମିନ୍ ମିଳିଛି । ତାଙ୍କ ସହ ୪ ଅନ୍ୟ ଲୋକଙ୍କୁ ମଧ୍ୟ ଏହି ମାମଲରେ ଜାମିନ୍ ମିଳିଥିବା ସୂଚନା ମିଳିଛି । ଏକ ୫ ଷ୍ଟାର ହୋଟେଲ…

ମିଳିବ ଆଶ୍ୱସ୍ତି, ଆରବିଆଇର ଏହି ରିପୋର୍ଟ ଅନୁଯାୟୀ ହ୍ରାସ ପାଇବ ଦରଦାମ୍ !

ନୂଆଦିଲ୍ଲୀ: କିଛିଦିନ ହେବ ଭାରତରେ ଦରଦାମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ସାଧାରଣ ଖାଉଟି । ଏହାମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ପକ୍ଷରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ…

ଆଗାମୀ ଦେଢ଼ବର୍ଷରେ ୧୦ ଲକ୍ଷ ନିଯୁକ୍ତି : ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚାକିରି ପ୍ରସଙ୍ଗରେ ସବୁବେଳେ ବିରୋଧୀଙ୍କ ପ୍ରଶ୍ନର ସାମ୍ନା କରୁଥିବା ମୋଦୀ ସରକାର ଜବାବ ଦେବାର ଯୋଜନା ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭାଗ ଓ ମନ୍ତ୍ରଣାଳୟରେ ଖାଲିଥିବା ପଦବୀ ପୂରଣ ପାଇଁ…

ମାତ୍ର ୩ ଦିନ ପାଇଁ ଅଛି ପେଟ୍ରୋଲ: ଟାଙ୍କିରେ ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ

ଉତ୍ତରାଖଣ୍ଡ: "ହାତରେ ଅଛି ମାତ୍ର ୩ ଦିନର ପେଟ୍ରୋଲ, ଖୁବ ଶୀଘ୍ର ଭରି ନିଅନ୍ତୁ' । ଏହି ମେସେଜ ଭାଇରାଲ ହେବା ପରେ ପେଟ୍ରୋଲ ପମ୍ପଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ସୋମବାର ରାତିରେ ଡେରାଡୁନ, ହରିଦ୍ୱାର,…

ବ୍ରିଟେନରେ ମଙ୍କିପକ୍ସର ୪୭୦ ମାମଲା ଚିହ୍ନଟ: ଅଧିକାଂଶ ସମଲିଙ୍ଗୀ ସଂକ୍ରମିତ

ଲଣ୍ଡନ: ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀମାନେ ଦେଶରେ ମଙ୍କିପକ୍ସର ୧୦୪ ଅନ୍ୟ ମାମଲା ଚିହ୍ନଟ କରିଛନ୍ତି । ଏବେ ଆଫ୍ରିକା ବାହାରେ ମଧ୍ୟ ମାମଲା ସାମ୍ନାକୁ ଆସୁଛି । ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ସୋମବାର ଦିନ…

ତୃତୀୟ ଟି୨୦ରେ ବଦଳିପାରେ ଭାରତର ପ୍ଲେଇଙ୍ଗ ୧୧: ଜାଣନ୍ତୁ କାହାର କଟିବ ପତ୍ତା

ବିଶାଖାପଟ୍ଟନମ: ଭାରତ ପାଇଁ କର ବା ମର ପରିସ୍ଥିତିରେ ଛିଡା ହୋଇଛି ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ । ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ଏବେ ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଏଥିପାଇଁ ଆଜିର…

କେନ୍ଦୁଝରରେ ଅଘଟଣ: ବିଲ ଭିତରୁ ମା ଓ ପୁଅଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର(ଓଡ଼ିଶା ଭାସ୍କର): ବିଲ ଭିତରେ ମାଆପୁଅଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନିପୁର ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ନିକଟ ଏକ ବିଲ ଭିତରୁ ମା ଓ ପୁଅଙ୍କ…