Browsing Category

Featured

ସୋମବାର ଦିନ କରନ୍ତୁ ଭଗବାନ ଶିବଙ୍କ ପୂଜା, ମକର, କୁମ୍ଭ ସମେତ ଏହି ରାଶିର ଲୋକଙ୍କ ଉପରେ ରହିଥାଏ ଭୋଳାନାଥଙ୍କ କୃପା

ସନାତନ ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କ ଉପାସନାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଶ୍ୱାସ କରାଯାଏ ଯେ ଭଗବାନ ଶିବ ଭକ୍ତମାନଙ୍କ ଉପରେ ଶୀଘ୍ର ଏବଂ ସହଜରେ ସନ୍ତୁଷ୍ଟ ହୁଅନ୍ତି ଏବଂ ଭକ୍ତମାନଙ୍କ ଉପରେ ଆଶୀର୍ବାଦ ପ୍ରଦାନ…

ବଦଳୁଛି ପାଣିପାଗ, ସନ୍ତୁଳନ ହରାଉଛି ପରିବେଶ: ବାହାରୁଛି ନୂଆ ନୂଆ ରୋଗ, ଶକ୍ତିହୀନ ହେଉଛି ମଣିଷ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ବଦଳୁଥିବା ପାଣିପାଗ ସମସ୍ତଙ୍କ ପାଇଁ ଏକରକମ କାଳ ହୋଇଛି ବୋଲି କୁହାଯାଇପାରେ । ବିପୁଳ ପରିମାଣର ବୃକ୍ଷ ଚ୍ଛେଦନ,…

ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି କ୍ୱାଡ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ବୈଠକରେ ସାମିଲ ହେବା ପାଇଁ ଟୋକିଓ ପହଞ୍ଚଛନ୍ତି । ଜାପାନର ରାଜଧାନୀ ରେ ଭାରତୀୟ ସମୁଦାୟ ଲୋକମାନେ ତାଙ୍କର ଜୋରଦାର ସ୍ୱାଗତ କରିଥିଲେ । ଅନେକ ଛୋଟ ପିଲା ମଧ୍ୟ ଏହି…

ସରିଲା ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩: ଶ୍ରେଷ୍ଠ ଆଥଲେଟ୍‌ଙ୍କୁ ସମ୍ମାନିତ କଲେ ୫-ଟି ସଚିବ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩ ଶେଷ ହୋଇଛି । ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ । ସେ ଶ୍ରେଷ୍ଠ…

ରାଶିଫଳ(ସୋମବାର ,୨୩ ମେ,୨୦୨୨)

ମେଷ - କୌଣସି ଅତିତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଷ ଭଲ ରହିବ, ପରିଶ୍ରମ ମୁତାବକ ଫଳ ମିଳିବ, କିନ୍ତୁ ମନ ବିଚଳିତ ରହିବ, କୌଣସି ପ୍ରକାରର ଆଶା ପୁରଣ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ମିଳିବା ସହିତ…

ଖାଲି ପେଟରେ କଦଳୀ ଖାଉଥିଲେ ହେଇଯାଆନ୍ତୁ ସାବଧାନ: ଶରୀରରେ ଦେଖା ଦେବ ହୃଦ୍‌ ସମସ୍ୟା , ଜାଣନ୍ତୁ ଖାଇବାର ଠିକ୍‌ ଉପାୟ ଏବଂ ସମୟ…

ନୂଆଦିଲ୍ଲୀ: କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଶରୀରରେ କ୍ଷୁଧା ନିବାରଣ କରିଥାଏ ଏବଂ ଚର୍ବି…

ରାଜଧାନୀ ଦିଲ୍ଲୀରେ ଗମ୍ଭୀରେ ହେଉଛି ପାନୀୟ ଜଳ ସଙ୍କଟ, ହରିୟାଣା ପରେ ଏହି ଦୁଇ ରାଜ୍ୟ ପାଣି ଦେବାକୁ ମନାକଲେ

ନୁଆଦିଲ୍ଲୀ: ଦିଲ୍ଲୀରେ ଗମ୍ଭୀର ହେଲାଣି ପାନୀୟ ଜଳ ସଙ୍କଟ। ହରିୟାଣା ପରେ ରାଜଧାନୀର ଶୋଷ ମେଣ୍ଟାଇବାକୁ ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ପଛଘୁଞ୍ଚା ଦେଇଛନ୍ତି। ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶ ସହିତ ୨୦୧୯ରୁ…

ବଢ଼ିଲା ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ରାଶି, ଭିଡିଓ ବନାଇ ଆପଣ ବି ଜିତିପାରିବେ ୧ ଲକ୍ଷ ଟଙ୍କା (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁରକ୍ଷା ସୁରକ୍ଷା ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରି ସ୍ଥିତିରେ ଜାତୀୟ ସଡ଼କ ସୁରକ୍ଷା ନିମନ୍ତେ…

ଶେଷ ହେଉଛି ମହିଳାଙ୍କ ଅଧିକାର, ତାଲିବାନ ଆଦେଶ ପରେ ବୁର୍ଖା ପିନ୍ଧି ଖବର ପଢିଲେ ଆଙ୍କର୍

ନୁଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସକ ନିଜର କଠୋରତା ବୃଦ୍ଧି କରୁଛନ୍ତି । ରବିବାର ତାଲିବାନ ଏହାର ଆଦେଶ ଲାଗୁ କରି ଦେଇଛି, ଯେଉଁଥିରେ କୁହାଯାଇଥିଲା ଯେ, ସମସ୍ତ ମହିଳା ଆଙ୍କର ଖବର ପଢିବା ସମୟରେ ଚେହେରା…

UGC-NET ଅନଲାଇନ୍ ଆବେଦନ ସମୟସୀମା ବଢ଼ିଲା, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିଶନ- ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ) ପରୀକ୍ଷା ଆବେଦନ ସମୟସୀମା ବୃଦ୍ଧି ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୟୁଜିସି…