Browsing Category
Featured
ଲଞ୍ଚ ହେଲା ନୂଆ ପ୍ଲାନ୍: ମାତ୍ର ୧୯ ଟଙ୍କାରେ ମାସ ସାରା ଆକ୍ଟିଭ୍ ରହିବ ଆପଣଙ୍କ ସିମ୍
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଡୁଆଲ୍ ସିମ୍ କାର୍ଡ ବ୍ୟବହାର କରୁଛନ୍ତି । ତେବେ ଗ୍ରାହକମାନେ ଗୋଟିଏ ସିମରେ ଇଣ୍ଟରନେଟ ଚଳାଉଥିବା ବେଳେ ଅନ୍ୟ ସିମକୁ ପ୍ରାୟ ସମୟରେ ବ୍ୟବହାର କରିନଥାନ୍ତି । ତେଣୁ ଅନେକ ସମୟରେ…
ପୋଲିସ ଉପରକୁ ଛେପ ପକାଇଲେ କଂଗ୍ରେସ ନେତ୍ରୀ, ଭାଇରାଲ ହେଲା ଭିଡିଓ…
ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସମୟରେ ବିଭିନ୍ନ କାରଣକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥାଏ । ଅନେକ ସମୟରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥାନ୍ତି ବିରୋଧୀ ରାଜନୀତିକ ଦଳ । ଏହି ସମୟରେ ହିଂସା ମଧ୍ୟ ଦେଖିବାକୁ ମିଳେ…
ଭେଙ୍କୟା ନାଇଡ଼ୁ ହେବେ NDAର ରାଷ୍ଟ୍ରପତି ପ୍ରାର୍ଥୀ!
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ତେବେ ଏହା ମଧ୍ୟରେ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିଂହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଏବେ…
ରୋମରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ରୋମର ପିଆଜା ସ୍ଥିତ ଗାନ୍ଧି ସ୍ମାରକୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…
ମାଓବାଦୀ ଗୁଳିବିନିମୟରେ ୩ ଯବାନ ସହିଦ
ନୂଆପଡ଼ା: ବୋଡେନ ଥାନା ପାଟଧରା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟରେ ୩ ସିଆରପିଏଫ ଯବାନ ସହିଦ ହୋଇଛନ୍ତି ।
ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବାବେଳେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ ।…
ମଳଦ୍ୱାରରେ କରିହେବ ଶ୍ୱାସକ୍ରିୟା! ମଣିଷକୁ ନେଇ ବୈଜ୍ଞାନିକମାନେ ଖୁବଶୀଘ୍ର କରିବେ ପରୀକ୍ଷା
ନୂଆଦିଲ୍ଲୀ: ସାଧାରଣ ଭାବେ ମଣିଷ ନାକ ମାଧ୍ୟମରେ ଶ୍ୱାସକ୍ରିୟା କରିଥାଏ । କୌଣସି ଅସୁବିଧା ସମୟରେ ମଣିଷ ମୁହଁ ଦ୍ୱାରା ଶ୍ୱାସକ୍ରିୟା କରିଥାଏ, ମାତ୍ର ମଳଦ୍ୱାରା ଦ୍ୱାରା କେବେ କରି ନଥାଏ । ତେବେ ଏନେଇ ବୈଜ୍ଞାନିକମାନେ…
ସହଜରେ ବ୍ରେକଅପ୍ କରିନିଅନ୍ତି ଏହି ରାଶିର ବ୍ୟକ୍ତିି! ପାର୍ଟନର ବଦଳାଇବା ନୁହେଁ କଷ୍ଟ କାମ
ପ୍ରେମ ଜୀବନ ପାଇଁ ବହୁତ ଜରୁରୀ ହୋଇଥାଏ । ଯେଉଁ ଲୋକଙ୍କୁ ନିଜ ଲଭ ପାର୍ଟନର ମିଳିଯାନ୍ତି ସେମାନେ ଭାଗ୍ୟବାନ୍ । ଅବଶ୍ୟ ଲଭ୍ ପାର୍ଟନର କିମ୍ବା ପ୍ରକୃତ ଭଲ ପାଇବା ମିଳିବା ମଧ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେହିଭଳି…
ଅନୁଭବଙ୍କ ଘରେ ରହିବେ ବର୍ଷା: SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୁଣି ଆସିଛି ନୂଆ ଟ୍ୱିଷ୍ଟ । କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କୁ ଲାଗିଛି ଜବରଦସ୍ତ ଝଟକା ।…
୨୦ ବର୍ଷ ମଧ୍ୟରେ ଦେଶରେ ସର୍ବନିମ୍ନ ଗହମ ଉତ୍ପାଦନ, କ’ଣ ହେବ ଏହାର ପ୍ରଭାବ?
ନୂଆଦିଲ୍ଲୀ: ଭାରତରେ ଗହମ ଉତ୍ପାଦନର ସରକାରୀ ତଥ୍ୟ ଜାରି ହୋଇଛି । ଭୀଷଣ ଗରମ କାରଣରୁ ଭାରତରେ ଦୀର୍ଘ ୨୦ ବର୍ଷ ମଧ୍ୟରେ ସବୁଠୁ କମ୍ ଗହମ ଉତ୍ପାଦନ ହେଇଛି । ଗହମର ସର୍ବାଧିକ ଉତ୍ପାଦନ ପଞ୍ଜାବ, ହରିୟାଣା ଏବଂ…
ନକଲି କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ପାଇଁ ଭାରତୀୟ ନିବେଶକ ହରାଇଲେ ଏକ ହଜାର କୋଟି
ନୂଆଦିଲ୍ଲୀ: ନକଲି କ୍ରିପ୍ଟୋକରେନ୍ସିକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ନକଲି କ୍ରିପ୍ଟୋ ପାଇଁ ବିଶ୍ୱ କ୍ରିପ୍ଟୋ ବଜାରରେ ଭାରତୀୟ ନିବେଶକଙ୍କ ପାଖାପାଖି ୧ ହଜାର କୋଟିରୁ ଅଧିକ ଟଙ୍କା କ୍ଷତି ଘଟିଥିବା ଏକ ରିପୋର୍ଟରୁ…