Browsing Category

Featured

ଆଗାମୀ ୧୦୦ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ, ଅମାନିଆ ହେଲେ ମାଡ଼ି ଆସିବ ସଙ୍କଟ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର):  କରୋନା ଭୂତାଣୁ ପ୍ରସଙ୍ଗରେ ସତର୍କ ରହିବାକୁ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୦୦ରୁ ୧୨୫ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । କିଛିଦିନ ହେବ ଦୈନିକ…

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, କେତେକ ବଡ଼ ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାବେଳେ ଏହି ବୈଠକ ବସିବ । କ୍ୟାବିନେଟରେ କେତେକ…

ରାଶିଫଳ (ଶନିବାର,୧୭ ଜୁଲାଇ ୨୦୨୧)

ମେଷ: ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ମନର ସରସତା ଉଭେଇ ଯାଇପାରେ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ ଦିଆଯାଇ…

‘ସିମେନ୍’ ବଦଳରେ ‘ସିମ୍ମାନ’ ଟାଇପ୍ ହେଇଗଲା; ଆଉ ୩ ବର୍ଷ ଖୁଲମ ଖୁଲା ବୁଲିଲା ଶିଶୁ ଦୁଷ୍କର୍ମକାରୀ

ଚେନ୍ନାଇ: କୁହାଯାଏ ଆଇନ ଅନ୍ଧ । ଏପରି ସ୍ଥିତିରେ ଚେନ୍ନାଇରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କମ ହୋସ୍ ଉଡାଇଦେବ । ଦୁଇ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ବେଳେ ସାମାନ୍ୟ ଟାଇପିଂ ଭୁଲ ପାଇଁ ୩ ବର୍ଷ…

ଜମ୍ମୁ କଶ୍ମୀରରେ ବିଜେପି ନେତାଙ୍କ ପୁଅକୁ ଗୁଳିମାଡ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଜନୈକ ବିଜେପି ନେତାଙ୍କ ପୁଅକୁ ଗୁଳିମାଡ କରାଯାଇଛି । ଜମ୍ମୁ କଶ୍ମୀରର କୁପୱାରା ଅଞ୍ଚଳରେ ଏହି ଆକ୍ରମଣ ଘଟିଛି । ଶୁକ୍ରବାର ବିଜେପି କାର୍ଯ୍ୟକର୍ତ୍ତା ଇଶଫାକ୍ ଅହମଦଙ୍କ ଉପରକୁ କିଛି ଅଜଣା…

ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର)ରାଜ୍ୟରେ କୋଭିଡ୍ ସ୍ଥିତିକୁ ଦେଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହ ରାଜ୍ୟର ସମସ୍ତ ସରକାରୀ ଅଫିସରେ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ ଜାରି…

୧୫ରୁ ୪୫ ବର୍ଷର ନାରୀଙ୍କ ତାଲିକା ମାଗିଲା ତାଲିବାନ; କରିବେ ଏମିତି କାମ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକା ନିଜର ସେନା ପ୍ରତ୍ୟାହାର କରିବା ପରେ ଆଫଗାନ ବାସୀଙ୍କ କଷ୍ଟ ବଢିବାରେ ଲାଗିଛି । ନିୟମିତ ହିଂସାକାଣ୍ଡରେ ଆଫଗାନ ବାସୀ ହଇରାଣ ହେଉଥିବା ବେଳେ ଏବେ ତାଲିବାନର ଆଉ ଏକ ବର୍ବରତା…

ଶସ୍ତା ହେଲା ସୁନା; ମହଙ୍ଗା ରୁପା; ରେକର୍ଡ ନିଆରା

ଓଡ଼ିଶା ଭାସ୍କର ବ୍ୟୁରୋ:  ଖସିଲା ସୁନା ଦର। ଶସ୍ତା ହେବାନେଇ ଶୁକ୍ରବାର ସ୍ପଷ୍ଟ ହୋଇଛି। ଗୁରୁବାର କାରବାରକୁ ଲକ୍ଷ୍ୟ କଲେ ଜଣାପଡ଼ିଛି ଯେ ସୁନା ଦର ତଳ ଉପର ହେଉଥିଲା। ତେବେ ଗୁରୁବାର ସୁନା ପ୍ରତି ୧୦ ଗ୍ରାମକୁ ୪୮,୫୦୦…

ଓଡ଼ିଶାରେ ରେଳ ବିକାଶକୁ ଗୁରୁତ୍ୱ, ଅଶ୍ୱିନୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀଙ୍କ ‘ମିଶନ ପୂର୍ବୋଦୟ ସଫଳତାର ଚାବିକାଠି ବାଲେଶ୍ବରର ରେଳ ଡ଼ିଭିଜନ ଉପରେ ନିର୍ଭର କରୁଛି। ଯଦି ବାଲେଶ୍ୱର-ନିଳଗିରି ରେଳ ଲାଇନ ଓ ଜଳେଶ୍ୱର-ଦିଘା ରେଳ ଲାଇନ ପ୍ରକଳ୍ପ…

ସାବଧାନ;ରାଜଧାନୀରେ ମାତିଛନ୍ତି ଏଟିଏମ ଲୁଟେରା; ଯୁବତୀଙ୍କ ପର୍ସ ଝାମ୍ପିନେଲେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏଟିଏମକୁ ଏକୁଟିଆ ପଇସା ଉଠାଇବାକୁ ଯାଉଥିଲେ ସାବଧାନ । ରାଜଧାନୀରେ ସକ୍ରିୟ ହୋଇଛନ୍ତି ଏଟିଏମ୍ ଲୁଟେରା । ରାଜଧାନୀର ଚନ୍ଦ୍ରଶେଖରପୁରରେ ଘଟିଯାଇଛି ଏମିତି ଏକ ଘଟଣା । ଦୁଇ ଜଣ ଯୁବତୀ…