fbpx
Browsing Category

Featured

ବାଂଲାଦେଶର ‘ରାଣୀ’ ବାମନ ବାଛୁରୀ; ଦେଖିଲେ ଥରେ ଆଉଁଶିବାକୁ ଇଚ୍ଛା ହେବ..

ଢାକା: ବାଂଲାଦେଶରେ ବାମନ ବାଛୁରୀ ରାଣୀ ଦେଶବ୍ୟାପୀ ଆକର୍ଷଣର କେନ୍ଦ୍ର ପାଲଟିଛି । ଦେଶବ୍ୟାପୀ ଲକଡାଉନ ଜାରି ଥିଲେ ମଧ୍ୟ ଏହି ବାଛୁରୀଟିକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଲାଇନ୍ ଲାଗୁଛି । ବାଛୁରୀର ମାଲିକ ଏହାକୁ…

ପୁଣି ଫେରିଲା ଜିକା ଭାଇରସ; ଏହି ରାଜ୍ୟରୁ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ

ଥିରୁଅନନ୍ତପୁରମ: ଦେଶକୁ ପୁଣି ଥରେ ଫେରିଛି ଜିକା ଭାଇରସ୍ । ୨୦୧୭ରେ ପ୍ରଥମ ଥର ପାଇଁ ଦେଶରେ ଚିହ୍ନଟ ହୋଇଥିବା ଜିକା ଭାଇରସ୍ ପୁଣି ଥରେ ଫେରିଛି । ଶୁକ୍ରବାର କେରଳରୁ ଦେଶର ପ୍ରଥମ ଜିକା ଭାଇରସ ଆକ୍ରାନ୍ତ ଚିହ୍ନଟ…

ପ୍ରିୟଙ୍କାଙ୍କ ରାସ୍ତାରେ ଆଲିଆ, ହଲିଉଡରେ କରିବେ କାମ!

ମୁମ୍ବାଇ: ନିଜ ଅଭିନୟ ଜରିଆରେ ଭାରତର ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହଲିଉଡ ଆଡ଼କୁ ଅଗ୍ରସର । ଆଲିଆ ଏବେ ହଲିଉଡ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଏଥିପାଇଁ ସେ ବିଦେଶୀ ଟାଲେଣ୍ଟ ହଣ୍ଟ…

କ୍ରୀଡାପ୍ରେମୀଙ୍କୁ ଝଟକା: ବିନା ଦର୍ଶକରେ ଟୋକିଓ ୨୦୨୦

ଟୋକିଓ: କ୍ରୀଡାପ୍ରେମୀଙ୍କୁ ଝଟକା । ଜାପାନରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଦର୍ଶକଙ୍କୁ ମିଳିଲାନି ଅନୁମତି । ଜାପାନରେ କରୋନା ସଂକ୍ରମଣ ବଢୁଥିବାରୁ ଗୁରୁବାର ଏଭଳି ଏକ ନିଷ୍ପତ୍ତି ନେଇଛି ଅଲିମ୍ପିକ୍ସ କମିଟି ।…

ଖୁସି ଖବର: ଓଡ଼ିଶାରୁ ଆଜି ୨ ହଜାର ୮୯୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨ ହଜାର ୮୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

BMW CE 04: ଫାଷ୍ଟ ଲୁକ୍ ରିଲିଜ୍ କଲା କମ୍ପାନୀ

ନୂଆଦିଲ୍ଲୀ: ବିଏମଡବ୍ଲ୍ୟୁ ବୁଧବାର ଏହାର ନୂଆ ଇଲେକ୍ଟ୍ରିକ ଟୁ-ହ୍ୱିଲରକୁ ଉନ୍ମୋଚନ କରିଛି । ଏହି ଟୁ-ହ୍ୱିଲର ସହରୀ ଅଞ୍ଚଳରେ ଚାଲିବା ପାଇଁ ଖାସ ଭାବରେ ଡିଜାଇନ କରାଯାଇଛି । ଏହି ଇ-ସ୍କୁଟର ଇଲେକ୍ଟ୍ରିକ ସ୍କୁଟରରେ ଏକ…

ନବୀନଙ୍କ ବଡ ଘୋଷଣା: ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଲେ ୬ କୋଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୧୫ ଦିନ ବାକି ରହିଥିବା ବେଳେ ଓଡିଆ ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ପୁରୀବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ; ଆଉ କଣ କହିଲେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ରଥଯାତ୍ରାକୁ ନେଇ ଘନଘନ ବୈଠକ: ଡିଜିଟାଲ ଦର୍ଶନ ଉପରେ ଗୁରୁତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷ କୋଭିଡ କଟକଣାରେ ବିନାଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ରଥଯାତ୍ରା ଅୟୋଜନକୁ ନେଇ ଘନଘନ ବୈଠକ ଜାରି ରହୁଛି। ଗୁରୁବାର ଗଜପତି ମହାରାଜାଙ୍କ ଅଧକ୍ଷତାରେ ଭରଚୁଆଲ୍ ବୈଠକ…

ଯେଉଁ ପଦବୀରେ ବାପା ଭରିଥିଲେ ଉଡ଼ାଣ, ସେହି ପଦବୀରେ ଏବେ ଜ୍ୟୋତିରାଦିତ୍ୟ ବିରାଜମାନ!

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡ୍ରିମ୍ ଟିମ୍'ରେ ସ୍ଥାନ ପାଇଛନ୍ତି । ପ୍ରାୟ ଦେଢ଼ ବର୍ଷ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ…