fbpx
Browsing Category

Featured

ଏନକାଉଣ୍ଟରରେ ଟଳିଲେ ୫ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ‘ଅଲ୍ ଆଉଟ୍’ ଅଭିଯାନ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ଜମ୍ମୁ-କଶ୍ମୀର…

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ଆଜି ପରଲୋକ ହୋଇଛି । ସିମଲାରେ ଭୋର ୩ଟା ୪୦ ସମୟରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିବା…

‘ଡେଲ୍ଟା’ଠୁ ଅଧିକ ମାରାତ୍ମକ ‘ଲାମ୍ବଡା’ ଭାରିଏଣ୍ଟ, ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ହେଲା ଚିହ୍ନଟ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ଭୂତାଣୁର ଡେଲ୍ଟା ଭାରିଏଣ୍ଟ ଠାରୁ ଲାମ୍ବଡା ଅଧିକ ମାରାତ୍ମକ ଓ ଘାତକ । ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇସାରିଛି । ବିଶେଷକରି ପେରୁରେ ଚଳିତ ବର୍ଷ ମଇ…

ଦ୍ୱିତୀୟ ଡୋଜ୍‌ ଟିକା ନେବା ପରେ ଆଖିବୁଜିଲେ ସ୍ବାମୀ, ଗୁରୁତର ଅବସ୍ଥାରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛି ସ୍ତ୍ରୀ

ନିମାପଡା (ଓଡ଼ିଶା ଭାସ୍କର): ନିମାପଡା ବ୍ଲକ ଅରିଷଣ୍ଢ ପଞ୍ଚାୟତରେ ଜଣେ ବ୍ୟକ୍ତି ଟୀକା ନେବା ପରେ ମୃତ୍ୟୁ ଘଟିଛି । ମୃତକଙ୍କ ପତ୍ନୀ କରୋନା ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ପୁରୀ ଜିଲ୍ଲା…

ବିବାହ ପ୍ରତିଶ୍ରୁତି ଦେଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଲା ପୋଲିସ କର୍ମଚାରୀ, ପୀଡିତାଙ୍କ ଅଭିଯୋଗ ପରେ…

ବ୍ୟାସନଗର (ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲାରର ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି। ପୋଲିସ ନାମରେ ଦୁଷ୍କର୍ମ ଅଭିଯୋଗ । ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜି ମହିଳା ଜଣଙ୍କୁ ପ୍ରତରଣା କରିବାରୁ ସେ ପୋଲିସ କର୍ମଚାରୀଙ୍କ…

ରାଶିଫଳ(ଗୁରୁବାର ୮ ଜୁଲାଇ ୨୦୨୧)

ମେଷ: ଆତ୍ମନିର୍ଭରତାକୁ ମୂଳ ମନ୍ତ୍ର କରିଚାଲନ୍ତୁ । ଘର କିମ୍ବା ବନ୍ଧୁଙ୍କ ବିଷୟରେ ଆପଣ ନିଷ୍ପତ୍ତି ନେବା ଉଚିତ୍‌ ହେବ । ନିଜର ମନର କଥା ନିଶ୍ଚୟ ଶୁଣନ୍ତୁ । ଏବଂ ନିଜ କର୍ତ୍ତବ୍ୟ ସଠିକ୍‌ ରୂପେ ସମ୍ପାଦନ କରନ୍ତୁ…

ମନ୍ତ୍ରୀପଦ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଅଶ୍ୱିନୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ମନ୍ତ୍ରୀପଦ ମିଳିବା ପରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ସୋସିଆଲ ମିଡିଆ…

ବିଶ୍ୱେଶ୍ୱର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ବିଭାଗ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣରେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଛି ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ । ପ୍ରଥମ ଥର ସାଂସଦ ହୋଇଥିବା ଟୁଡୁଙ୍କୁ ଏହି ଦୁଇ ବିଭାଗର ରାଷ୍ଟ୍ର ମନ୍ତ୍ରୀ…

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଲାଗୁହେଲା ଜରୁରୀ ପରିସ୍ଥିତି

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଖେଳର ଏହି ମହାକୁମ୍ଭକୁ ଆଉ ମାତ୍ର ୧୬ ଦିନ ବାକିଥିବାବେଳେ ବୁଧବାର ଜାପାନ ସରକାର ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କୋଭିଡ-୧୯…

ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ; ଧର୍ମେନ୍ଦ୍ରଙ୍କୁ ଶିକ୍ଷା, ଅଶ୍ୱିନୀଙ୍କୁ ରେଳ ଓ ଆଇଟି

ନୂଆଦିଲ୍ଳୀ :ବୁଧବାର ଶପଥ ଗ୍ରହଣ କରିଥିବା କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗଗ ବଣ୍ଟନ କରାଯାଇଛି । କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ରେଳ ଓ ଆଇଟି ବିଭାଗର…