fbpx
Browsing Category

Featured

ଆକାଶ ପାଠକଙ୍କ ଜାମିନ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ (ଓଡ଼ିଶା ଭାସ୍କର): ଟାଟା କମ୍ପାନୀରେ ଲୋକଙ୍କୁ ଚାକିରି କରାଇବା ନାମରେ ଲୋକଙ୍କ ନିକଟରୁ ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ ଆକାଶ ପାଠକଙ୍କ ଜାମିନ ଆବେଦନ ମାମଲାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ଅଦାଲତ…

୧୨ ଟ୍ରେନ୍‌ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବ ସୀମାନ୍ତ ରେଳପଥର ଅଲିୁର ଦୁଆର ରେଳମଣ୍ଡଳ ଅନ୍ତର୍ଗତ ବେଟଗାରା- ଖଲାଇଗ୍ରାମ ଓ ଜଲପାଈଗୁଡ଼ି ରୋଡ଼-ୱାଇ ଲେଗ୍‌ ସ୍ପେଶାଲ୍‌ କ୍ଲାସ୍‌ ଷ୍ଟେସନ୍‌ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଏବଂ…

ଆଜି ପ୍ରକାଶ ପାଇବା ମାଟ୍ରିକ ରେଜଲ୍ଟ, ୨ଟି ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):  ଆଜି ପ୍ରକାଶ ପାଇବା ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟ ଶୁକ୍ରବାର ଅପରାହ୍ନ ୧ଟା ବେଳେ ଏକଜାମିନେସନ୍‌ କମିଟିର ଅନୁମୋଦନ ଲାଭ କରିବା ପରେ ଅପରାହ୍ନ ୪ଟାରେ ବୋର୍ଡ…

ଆଜି ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଗୁରୁବାର ଦିନ ସମୁଦ୍ର ପତନରେ ଥିବା ନିମ୍ନ ଚାପ ରେଖା ଉତ୍ତର -ପଂଜାବରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ , ଉତ୍ତରା ଝାରଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମ ବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତର…

ରାଶିଫଳ (ଶୁକ୍ରବାର ,୨୫ ଜୁନ ,୨୦୨୧)

ମେଷ - ଆଜି ଦୁର୍ବଳ ଅନୁଭବ କରିବେ, ମାତ୍ର ଆତ୍ମବଳ ଅଧିକ ରହିବ, ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର‌୍ୟ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ, ଚାକିରି, ବ୍ୟବସାୟ, ରାଜନିତି ଏବଂ ପ୍ରତିଯୋଗିତା…

୨୭ଶହ ଟଙ୍କାର ବିଲ୍ ରେ ୧୧ ଲକ୍ଷ ଟିପ୍ସ: ପଢ଼ନ୍ତୁ ପୂରା ଖବର

ଲଣ୍ଡନ(ଓଡିଶା ଭାସ୍କର): ସାଧାରଣତଃ ଖାଇବା ପରେ ଲୋକେ ରେଷ୍ଟୁଣାଣ୍ଟରେ ଟିପ୍ସ ଦେଇଥାନ୍ତି । ତେବେ ନିୟୁ ହାମ୍ପଶାୟାରରେ ଜଣେ ବ୍ୟକ୍ତି ଦେଇଥିବା ଟିପ୍ସ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଖାଇବା ନେଇ ୩୭ ଡଲାରର ବିଲ୍…

ଜମ୍ମୁ କଶ୍ମୀର ବିକାଶ ପାଇଁ ପ୍ରୟାସ ଜାରି ରହିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପ୍ରସଙ୍ଗରେ ଅଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଦଳର ରାଜନୈତିକ ଦଳର ନେତାମାନଙ୍କ ସହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଡକାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ…

୪ ଲଦାଖ ଛାତ୍ର ଅଟକ; ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲାରେ ଧରିଲା ପୋଲିସ୍

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ମାମଲାରେ ୪ ଜଣ ଲଦାଖ ଛାତ୍ରଙ୍କୁ ପୋଲିସ୍ ଅଟକ ରଖିଛି । କାର୍ଗିଲରୁ ୪ ଜଣ ଯୁବକଙ୍କୁ ଗୁରୁବାର ଦିନ ପଚରାଉଚୁରା ପାଇଁ ଦିଲ୍ଲୀ…

ଲଞ୍ଚ ହେଲା Realme Narzo 30 5G ଏବଂ Realme Narzo 30, ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ

ନୂଆଦିଲ୍ଲୀ: ଭାରତରେ Realme Narzo 30 5G ଏବଂ Realme Narzo 30 ଲଞ୍ଚ ହୋଇଛି ।  ଆଜି ଏକ ଭର୍ଚୁଆଲ୍ ଇଭେଣ୍ଟରେ ଏହି ଫୋନ ଲଞ୍ଚ କରାଯାଇଛି  । ଫୋନ ସହ କମ୍ପାନୀର ନୂତନ ଏଲଇଡି ଟିଭି ଏବଂ Realme Buds Q2 ମଧ୍ୟ…

ନରମିଲେ ଆନ୍ଧ୍ର ସରକାର: ଦ୍ୱାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ(ଓଡିଶା ଭାସ୍କର): ସୁପ୍ରିମକୋର୍ଟଙ୍କ ତାଗିଦା ପରେ ଆନ୍ଧ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିଛନ୍ତି । ଶୁକ୍ରବାର ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି…