fbpx
Browsing Category

Featured

ଦ୍ରୁତ ଟାଇପିଂରେ ୯ ଥର ଗିନିଜ୍ ୱାର୍ଲ୍ଡ ରେକର୍ଡ, କିଏ ସେ ଜାଣନ୍ତୁ…

କାମ ତାଙ୍କର କମ୍ପୁଟରରେ ତଥ୍ୟ ରେକର୍ଡ କରିବା । ଆଉ ଏହି କାମକୁ ସେ ଏଭଳି ଭାବରେ କରିଥାନ୍ତି ଯେଉଁଥିପାଇଁ ସେ ୯ ଥର ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇସାରିଲେଣି । କୀ-ବୋର୍ଡରେ ଦ୍ରୁତ ବେଗରେ କାମ କରିବା ପାଇଁ…

ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ, ଜେଠୱା ହେଲେ ଭିଜିଲାନ୍ସ ଡିଜି

ଭୁବନେଶ୍ୱର(ଓଡିଶା ଭାସ୍କର): ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ଡ. ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି ।…

ହାଇକୋର୍ଟରେ ଖାରଜ ହେଲା କୋଭିଡ୍ ପିଆଇଏଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାକୁ ନେଇ ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ । କୋଭିଡ୍ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ଦାବିରେ ଏହି…

ମଦକୁ ନେଇ ମାମଲା: ଖାଦ୍ୟପେୟ ନିର୍ଦ୍ଧାରଣ କରି ପାରିବେନି ସରକାର!

ଅହମ୍ମଦାବାଦ: ଗୁଜରାଟକୁ ଡ୍ରାଏ ଷ୍ଟେଟ୍ ଭାବରେ ଘୋଷଣା କରାଯାଇଥିବା ବେଳେ ଏଠାରେ ମଦ ବିକ୍ରି ଏବଂ ମଦ୍ୟପାନ ଉପରେ କଟକଣା ୧୯୪୯ରୁ ରହିଆସିଛି । ତେବେ ଏହି ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା…

ଦେଶର ଭବିଷ୍ୟତ ସହିତ ଖେଳୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: Toycathon-2021 ପ୍ରତିଯୋଗୀ ମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାବାର୍ତ୍ତା ପରେ ଗୁରୁବାର ଏହାକୁ କଟାକ୍ଷ କରି ରାହୁଲ ଗାନ୍ଧୀ ମତ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ସୁକ୍ଷ୍ମ,…

ତୃତୀୟ ଲହର ଏବଂ ପିଲାଙ୍କ ସୁରକ୍ଷା ନେଇ ଚିନ୍ତା କଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦେଶରେ କରୋନା ଟିକାକରଣର ଗତିକୁ ନେଇ ଚିନ୍ତା ପ୍ରକାଶ କରିବା ସହ କହିଛନ୍ତି ଯେ ମହାମାରୀର ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ଶୀଘ୍ର ପ୍ରସ୍ତୁତ ହେବା ଏବଂ ବିଶେଷ…

ଡବ୍ଲ୍ୟୁଟିସିର ସର୍ବାଧିକ ୱିକେଟ ହାସଲକାରୀ ଅଶ୍ୱିନ୍

ଲଣ୍ଡନ: ଇଂଲଣ୍ଡର ସାଉଥାମ୍ପଟନ୍ରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ୁ ଫାଇନାଲର ପ୍ରଥମ ସଂସ୍କରଣରେ ବି୍ଜୟୀ ହୋଇଛି ନ୍ୟୁଜିଲାଣ୍ଡ । ତେବେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ଫାଇନାଲ୍ରେ ୪ ୱିକେଟ୍ ଅକ୍ତିଆର…

ହନିମୁନରୁ ଫେରିବା ପରେ ଆପଣାନ୍ତୁ ଏହି ୫ଟି ଉପାୟ….

ଓଡ଼ିଶା ଭାସ୍କର ବ୍ୟୁରୋ: ବିବାହ ପରେ ହନିମୁନ୍ ଯିବା ସବୁ ଦମ୍ପତିଙ୍କ ସ୍ୱପ୍ନ ଥାଏ । ସବୁ ଦମ୍ପତି ଆଗରୁ ଭାବିକି ରଖିଥାନ୍ତି କେଉଁଠାକୁ ଯିବେ, କୁଆଡେ ଯିବେ, କେମିତି ଯିବେ.. ସେ କେମିତି ତାଙ୍କ ପାର୍ଟନରଙ୍କୁ…

କେମିତି ହେବ ଆର୍ଥିକ ଅଭିବୃଦ୍ଧି:ଆପଣାନ୍ତୁ ଏହିସବୁ ଉପାୟ

ଓଡ଼ିଶା ଭାସ୍କର ବ୍ୟୁରୋ: ଜୀବନରେ ସମସ୍ତେ ଆଗକୁ ବଢିବାର ସ୍ୱପ୍ନ ଦେଖିଥାନ୍ତି । ମାତ୍ର ଆର୍ଥିକ ସମ୍ବଳର ଅଭାବ ସମସ୍ତଙ୍କୁ ଆଗକୁ ଯିବା ରାସ୍ତାରେ ଅସୁବିଧା ସୃଷ୍ଟି କରିଥାଏ । ଅନେକ ସମୟରେ ଆପଣ ଏକାଧିକ ଯୋଜନା…

ସୋସିଆଲ ମିଡିଆ ପାଇଁ ସମୟ ଅଛି, କିନ୍ତୁ କୋର୍ଟକୁ ଆସିବାକୁ ବର୍ଷାଙ୍କ ପାଖରେ ସମୟ ନାହିଁ: ଅନୁଭବ

କଟକ: କଟକ ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷାଙ୍କ ପକ୍ଷରୁ ରୁଜୁ ମାମଲାରେ ମଧ୍ୟସ୍ତତା ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କୋର୍ଟ ଆଜି ପହଂଚିଥିଲେ । ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନାସିବାରୁ ମଧ୍ୟସ୍ଥତା…