fbpx
Browsing Category

Featured

ବାତ୍ୟା ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ମାଗିଲେ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତି ଭୀଷଣ ବାତ୍ୟା ରୂପ ନେଇ ୟଶ୍ ଓଡ଼ିଶାରେ ମାଡ଼ ହେବାପରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପରେ ବାତ୍ୟା ଉତ୍ତର ଓଡ଼ିଶା ନିକଟବର୍ତ୍ତୀ ଦେଇ ପଶ୍ଚିମବଙ୍ଗ ଏବଂ ପରେ ଝାଡ଼ଖଣ୍ଡରେ ଏହାର…

ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ବାତ୍ୟା ୟଶ୍ ରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତାହାର ସମୀକ୍ଷା ପାଇଁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସ୍ଥିତିି ସମୀକ୍ଷା…

ଦେଶର ପ୍ରଥମ ‘ହଲ୍ ଥ୍ରଷ୍ଟର୍’ ପ୍ରସ୍ତୁତ, ସାଟେଲାଇଟକୁ ଯୋଗାଇବ ଶକ୍ତି

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣର ଉଦ୍ଭାବନ କରିଛି ଭାରତ । ସାରା ବିଶ୍ୱକୁ ଚମକାଇ ଦେବା ଭଳି ନୂଆ ଇଞ୍ଜିନ୍ ପ୍ରସ୍ତୁତ କରାଯାଇପାରିଛି । ଯାହାକି ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଗୋଟିଏ ପାଦ…

ଜେଫ ବେଜୋସଙ୍କ ବଡ ଘୋଷଣା: ଜୁଲାଇ ୫ରେ ଛାଡିବେ ନିଜ ପଦ, ଜାଣନ୍ତୁ କିଏ ହେବେ ଆମାଜନର ସିଇଓ

ନୂଆଦିଲ୍ଲୀ : ଆମାଜନର ସିଇଓ ଜେଫ ବେଜୋସ ନିଜ ପଦରୁ ଇସ୍ତଫା ଦେବାର ତାରିଖ ଘୋଷଣା କରିଛନ୍ତି । ୨୦୨୧ ଜୁଲାଇ ୫ ତାରିଖରେ ସିଇଓ ପଦ ଛାଡୁଥିବା ସେ ସୂଚନା ଦେଇଛନ୍ତି । ଜେଫ ବେଜୋସଙ୍କ ପରେ ଆମାଜନର ସିଇଓ ପଦ ଆଣ୍ଡି ଜାସି…

ପୁଣିଥରେ ‘ଆହେ ନୀଳ ଶଇଳ’ ଗାଇଲେ ସୋନା ମହାପାତ୍ର

ଭୁବନେଶ୍ୱର: ପୁଣିଥରେ ‘ଆହେ ନୀଳ ଶଇଳ’ ଭଜନ ଗାଇଛନ୍ତି ଗାୟିକା ସୋନା ମହାପାତ୍ର । ତେବେ ସେ ଏହି ସଂଗୀତକୁ ମାତୃଭୂମି ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରାୟ ଦୁଇବର୍ଷ ତଳେ ସୋନା ମାହାପାତ୍ର ସାଲବେଗଙ୍କ ଦ୍ୱାରା ରଚିତ ଏହି…

ହାଇକୋର୍ଟର ଦ୍ୱାରସ୍ଥ ହେଲେ ସୁଶୀଲଙ୍କ ମା, କହିଲେ- ପୁଅ ବିରୋଧରେ ଚାଲିଛି ମିଡିଆ ଟ୍ରାଏଲ

ନୂଆଦିଲ୍ଲୀ : ଛତ୍ରସାଲ ଷ୍ଟାଡିୟମରେ ସାଗର ଧନକରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ସଂପ୍ରତି ପୋଲିସର ଛଅ ଦିନିଆ ରିମାଣ୍ଡରେ ଅଛନ୍ତି । ଅନ୍ୟପଟେ ପହିଲମାନଙ୍କ ମା ଦିଲ୍ଲୀ…

ପୀଡିତାଙ୍କୁ ସୁପ୍ରିମକୋର୍ଟ ବିଚାରପତିଙ୍କ ପ୍ରଶ୍ନ- ରାତି ୮ଟାରେ ଭେଟିବାକୁ କ’ଣ ପାଇଁ ହୋଟେଲ ଯାଇଥିଲେ ?

ନୂଆଦିଲ୍ଲୀ : ପୀଡିତା ରାତି ୮ଟାରେ ଭେଟିବାକୁ କଣ ପାଇଁ ହୋଟେଲ ଯାଇଥିଲେ ? ଏହା କହି ସୁପ୍ରିମକୋର୍ଟ ସେନାର ଜଣେ ଯବାନଙ୍କୁ ଗିରଫଦାରୀରୁ ଆଶ୍ୱସ୍ତି ଦେଇଛନ୍ତି । ଯବାନ ସଂପ୍ରତି ଜାମ୍ମୁ-କାଶ୍ମୀରରେ ମୁତୟନ ଅଛନ୍ତି ।…

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ବାତ୍ୟା ୟଶ୍ ଓଡିଶାରେ ଅନେକ କ୍ଷୟକ୍ଷତି ଘଟାଇବା ସହିତ ବିଭିନ୍ନ ଗାଁରେ ପାଣି ପଶିଯାଇଛି । ଖାସ୍ କରି ବାଲେଶ୍ୱର ଏବଂ ଭଦ୍ରକରେ ବିଭିନ୍ନ ତଳିଆ ଅଞ୍ଚଳର ଲୋକ ମାନଙ୍କ ଘରେ ପାଣି…

ଆସନ୍ତା ୩ ଦିନ ମଧ୍ୟରେ ଦେଶକୁ ଆସିବ ୧୧ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ବର୍ତ୍ତମାନ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ୧.୮୪ କୋଟି ଟିକା ମହଜୁଦ୍ ଥିବା ବେଳେ ଆହୁରି ୧୧…