fbpx
Browsing Category

Featured

ଜାନୁଆରୀ ୨୬ ହିଂସା: ‘ଲାଲ କିଲାକୁ କବଜା କରି ମୋଦୀ ସରକାରଙ୍କୁ ବଦନାମ କରିବାକୁ ହୋଇଥିଲା ଷଡଯନ୍ତ୍ର’

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ସମୟରେ ଜାନୁଆରୀ ୨୬ରେ ରାଜଧାନୀ ଦିଲ୍ଲୀ ସ୍ଥିତ ଲାଲ କିଲା ପରିସରରେ ଘଟିିଥିବା ହିଂସା ମାମଲାରେ ଦିଲ୍ଲୀ ପୁଲିସ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ପୋଲିସ ଅନେକ…

‘ସୋସିଆଲ୍ ମିଡିଆର ଅପବ୍ୟହାରରୁ ସୁରକ୍ଷା ଦେବ ନୂଆ ଆଇଟି ନିୟମ’

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ ନୂଆ ନିୟମ ଅନୁସାରେ ସୋସିଆଲ୍ ମିଡିଆ କମ୍ପାନିମାନେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା କରିବାକୁ ହେବ । ଏଥିପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ…

କରୋନାର ଉତ୍ପତ୍ତି ସ୍ଥଳକୁ ନେଇ ୯୦ ଦିନ ଭିତରେ ପ୍ରମାଣଭିତ୍ତିକ ରିପୋର୍ଟ ଦେବାକୁ ବାଇଡେନଙ୍କ ନିର୍ଦ୍ଦେଶ

ୱାଶିଂଟନ୍: କରୋନା ମହାମାରୀର ଉତ୍ପତ୍ତି ଚୀନରୁ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଆମେରିକା ଶକ୍ତ ଅଭିଯାନ ଆରମ୍ଭ କରିଦେଇଛି । ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ନିଜର ଗୁପ୍ତଚର ସଂସ୍ଥା ମାନଙ୍କୁ କରୋନା ଭାଇରସ୍…

କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ କମ୍ପାନୀମାନଙ୍କ ମଧ୍ୟରେ ଥମୁନି ବିବାଦ, ଜାଣନ୍ତୁ କଣ ଏହି ବିବାଦୀୟ ନୂତନ ଆଇଟି ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ସୋସିଆଲ ମିଡିଆ କମ୍ପାନୀ ମାନଙ୍କ ଭିତରେ ନୂତନ ଆଇଟି ନିୟମକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହା ଭିତରେ ସରକାରଙ୍କ ନୁତନ ଆଇଟି ନିୟମ ବିରୋଧରେ ଫେସବୁକ୍ ମାଲିକାନାରେ ଥିବା…

ଝାଡ଼ଖଣ୍ଡ ଦେଇ ଉତ୍ତର-ପଶ୍ଚିମା ମୁହାଁ ହୋଇଚାଲିଛି ବାତ୍ୟା ୟଶ୍

ଭୁବନେଶ୍ୱର: ଝାଡ଼ଖଣ୍ଡରେ ପ୍ରବେଶ କରିବା ପରେ ବାତ୍ୟା ୟଶ୍ ସମ୍ପ୍ରତି ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇଛି । ସୂଚନା ଅନୁସାରେ ଗୁରୁବାର ପୂର୍ବାହ୍ଣ ୧୧ଟା ୩୦ ବେଳକୁ ତମାର ନିକଟ ରାଞ୍ଚି-ଖୁଣ୍ଟି ଜିଲ୍ଲାର ସୀମାବର୍ତ୍ତୀ…

ସମୁଦ୍ରରେ କାଗଜପତ୍ର ଭସାଉଥିବା ବେଳେ ଚୋକସିଙ୍କୁ ଧରିଥିଲେ ପୋଲିସ, ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରୁ ଧରା ପଡିଛି । ଚୋକସି ଡୋମିନିକାରୁ କ୍ୟୁବା ଫେରାର ମାରିବାକୁ ଚାହୁଁଥିଲା ।…

ଘାତକ ହ୍ୱାଇଟ୍ ଫଙ୍ଗସ୍, ମହିଳାଙ୍କ ଅନ୍ତଃନଳୀରେ ହୋଇଗଲା ଛିଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ଆତଙ୍କ ଭିତରେ ସମ୍ପ୍ରତି ଦେଶକୁ ଘାରିଛି ଫଙ୍ଗସ୍ ଭୟ । ବ୍ଲାକ୍ ଫଙ୍ଗସ୍ ପରେ ପରେ ହ୍ୱାଇଟ୍ ଫଙ୍ଗସ୍ ପାଇଁ ବିଶେଷଜ୍ଞଙ୍କ ଚିନ୍ତା ବଢ଼ି ଯାଇଛି । ବ୍ଲାକ୍ ଫଙ୍ଗସ୍ କୁ ସରକାର ମହାମାରୀ ଘୋଷଣା…

କୁକୁର ଦେହରେ ବେଲୁନ୍ ଲଗାଇ ଉଡାଇବା ୟୁ-ଟ୍ୟୁବରଙ୍କୁ ପଡିଲା ମହଙ୍ଗା, ଭିଡିଓ ଭାଇରାଲ୍ ପରେ ବାନ୍ଧିଲା ପୋଲିସ୍

ନୂଆଦିଲ୍ଲୀ: ହାଇଡ୍ରୋଜେନ୍ ଭର୍ତ୍ତି ବେଲୁନ୍ ଲଗାଇ ପୋଷା କୁକୁରକୁ ପବନରେ ଉଡାଇବା ଦିଲ୍ଲୀର ଜଣେ ୟୁ-ଟ୍ୟୁବର୍ ଙ୍କୁ ମହଙ୍ଗା ପଡିଛି । ସୂଚନା ଯେ, ଦିଲ୍ଲୀର ଜଣେ ୟୁ-ଟ୍ୟୁବର୍ ଭିଡିଓ କରିବା ପାଇଁ ଗୋଟିଏ କୁକୁରର ଦେହରେ…

ତୃତୀୟ ରାଜ୍ୟ ଭାବେ ଭ୍ୟାକ୍ସିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇଲା ପଞ୍ଜାବ

ଚଣ୍ଡିଗଡ: ଭ୍ୟାକ୍ସିନ ଅଭାବ ପରେ ଭ୍ୟାକ୍ସିନ ସାର୍ଟିଫିକେଟରେ ଫଟୋ ଲଗାଇବା ନେଇ ରାଜନୀତି ଜୋର ଧରିଛି । ଝାଡଖଣ୍ଡ ଓ ଛତିଶଗଡ ପରେ ଏବେ ପଞ୍ଜାବ ସରକାର କୋଭିଡ୍‌-୧୯ ଟିକାକରଣରେ ଲୋକଙ୍କୁ ଦେଉଥିବା ସାର୍ଟିଫିକେଟରୁ…

ସଞ୍ଜୟ ଦତ୍ତଙ୍କୁ ଗୋଲ୍ଡେନ ଭିସା ପ୍ରଦାନ କଲା ୟୁଏଇ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଗୋଲ୍ଡେନ ଭିସା ପ୍ରଦାନ କରିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ କର୍ତ୍ତୃପକ୍ଷ । ଏହି ପରିପ୍ରେକ୍ଷୀରେ ୟୁଏଇର ଜିଡିଆରଏଫଏ, ଦୁବାଇ ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅଲ୍ ମାରି…