Browsing Category
Featured
ଚାକିରି ନାଁରେ ଠକେଇ; ଆଜି ଆକାଶ ପାଠକଙ୍କୁ ଜେଲରେ ଜେରା କରିବ ଇଡି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟାଟାରେ ଚାକିରି କରାଇବା ନାଁରେ ଠକେଇ କରିଥିବା ଅଭିଯୋଗରେ ଆକାଶ ପାଠକଙ୍କୁ ଆଜି ଜେରା ହେବ । ଆକାଶଙ୍କୁ ଆଜି ଜେଲରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଇଡିର ୩ ଜଣିଆ…
OCAC ମୁଖ୍ୟଙ୍କ ନାଁରେ ଠକେଇ, ଲୁଟି ନେଲେ ୭ ଲକ୍ଷ ଟଙ୍କା
ଭୁବନେଶ୍ୱର(ଓଡିଶା ଭାସ୍କର): ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ବା ଓକାକ୍ ମୁଖ୍ୟଙ୍କ ନାଁରେ ଠକେଇ ଅଭିଯୋଗ । OCAC ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କ ନାଁରେ ଠକେଇ ଅଭିଯୋଗ ଅଣାଯାଇଛି । OCAC ମୁଖ୍ୟ ମନୋଜଙ୍କ…
ସାଢ଼େ ୬ କୋଟି ଲୋକଙ୍କ ପାଖରେ ପହଞ୍ଚିଛି PFର ସୁଧ, ଏପରି କରନ୍ତୁ ଚେକ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରାୟ ୬.୫ କୋଟି ଲୋକଙ୍କ ଆକାଉଣ୍ଟକୁ ପିଏଫ୍ର ଟଙ୍କା ଟ୍ରାନ୍ସଫର କରିସାରିଛନ୍ତି । ଆପଣଙ୍କ ପିଏଫ୍ ଆକାଉଣ୍ଟକୁ ବି ଟଙ୍କା ଆସିସାରିଥିବ । ଯଦି ଆପଣଙ୍କୁ ଏସଏମଏସ ଆସିନାହିଁ, ତେବେ ଘରେ…
୧୪୩ଟି ସ୍ମାର୍ଟ ବିଦ୍ୟାଳୟକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫-ଟି ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ସରକାରୀ ହାଇସ୍କୁଲର ରୁପାନ୍ତରଣ କାର୍ୟ୍ୟ ଶେଷ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ…
ଫେସବୁକର ହେଉଛି ଦୂରୁପଯୋଗ: ବର୍ଷକୁ ମିଳୁଛି ୧୫ ଧମକ, ୫ ଉତ୍ତେଜନାମୂଳକ ପୋଷ୍ଟ, ଜାଣନ୍ତୁ କଣ କହିଲା କମ୍ପାନୀ
ନୂଆଦିଲ୍ଲୀ: ଫେସବୁକ୍ ର ଦୂର୍ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଖୁବ୍ ୂକମ୍ ରହିଥିବେ ଯେଉଁ ମାନଙ୍କ ଫୋନ୍ ରେ ଫେସବୁକ୍ ନଥିବ । ତେବେ ୟୁଜର୍ସ ଏଥିରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କିଛି…
ଏହି ସବୁ ସ୍ମାର୍ଟଫୋନରେ ଆସିବ ଆଣ୍ଡ୍ରଏଡ୍ ୧୨! ଦେଖନ୍ତୁ ପୂରା ତାଲିକା
ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଆଣ୍ଡ୍ରଏଡ୍ ର ନୂଆ ଭର୍ସନ୍ । ଯାହାର ନାଁ ରଖାଯାଇଛି Android 12 । ଗୁଗୁଲର ବିଟା ଟେଷ୍ଟିଂ ଅନେକ ଆଗରୁ ଆରମ୍ଭ ହୋଇଥିବା ବେଳେ ଏହାପରେ ଆଣ୍ଡ୍ରଏଡ୍ ନିଜର ଏହି ନୂତନ ଭର୍ସନକୁ ଲଞ୍ଚ କରିଛି ।…
ବିଟ୍ କଏନ୍ କିମ୍ବା ଅନ୍ୟାନ୍ୟ କ୍ରିପ୍ଟୋକରେନ୍ସିରେ ନିବେଶ କରି ଆୟ କରୁଥିଲେ ଦେବାକୁ ପଡିବ ଟିକସ: ରାଜସ୍ୱ ସଚିବ
ନୂଆଦିଲ୍ଲୀ: ଯଦି କୌଣସି ନିବେଶକ ବିଟ୍ କଏନ୍ କିମ୍ବା ଅନ୍ୟାନ୍ୟ କ୍ରିପ୍ଟୋକରେନ୍ସିରେ ନିବେଶ କରି ଆୟ କରନ୍ତି ତେବେ ସେହି ଆୟ ଉପରେ ତାଙ୍କୁ ଟିକସ ଦେବାକୁ ପଡ଼ିବ ବୋଲି ରାଜସ୍ୱ ସଚିବ ତରୁଣ ବଜାଜ ଏହି ସୂଚନା…
ଭାଇସ ଆଡମିରାଲ୍ ଆର୍ ହରି କୁମାର ହେବେ ପରବର୍ତ୍ତୀ ନୌସେନା ମୁଖ୍ୟ , ଆସନ୍ତା ୩୦ରେ ଦାୟିତ୍ୱ ଗ୍ରହଣ କରିବେ
ନୂଆଦିଲ୍ଲୀ: ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ମୁଖ୍ୟ ଭାଇସ ଆଡମିରାଲ ଆର ହରି କୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ସେ ଆସନ୍ତା ୩୦ରେ ବର୍ତ୍ତମାନ ନୌସେନା ମୁଖ୍ୟ ଭାବେ କାର୍ଯ୍ୟ…
ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ଘଡଘଡି ସହ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାଵରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ପୂର୍ବ…
ମମିତାଙ୍କ ପରିବାରକୁ ନ୍ୟାୟ ଦାବି : ୧୨ରେ ଓଡିଶା ବନ୍ଦ ନେଇ କଂଗ୍ରେସର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା୧୨ ତାରିଖ ଓଡିଶା ବନ୍ଦ ଓ ୧୯ ତାରିଖ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ…