Browsing Category

Featured

୫ଜି ଇଣ୍ଟରନେଟ୍ ସେବା ମିଳିବାକୁ ଲାଗିପାରେ ଆଉ ୬ ମାସ ସମୟ!

ନୂଆଦିଲ୍ଲୀ: ୫ଜିରେ ହାଇ ସ୍ପିଡ୍‌ରେ ଇଣ୍ଟରନେଟ୍ ମିଳିବ । ତେଣୁ ଦେଶରେ ୫ଜି ମୋବାଇଲ୍ ଟେଲିଫୋନ୍ ସେବାର ପରୀକ୍ଷଣ କରୁଥିବା ସଂସ୍ଥାଗୁଡ଼ିକୁ ଆଉ ୬ ମାସର ସମୟ ଦେଇଛନ୍ତି ଟେଲିକମ୍ ବିଭାଗ । ଏହି ସମୟ ବଢ଼ାଇବା ଲାଗି…

ଓଭରଟେକ୍‌ ବେଲେ ବାଇକକୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୨ ଜଣ ଗୁରୁତର

ବ୍ରଜରାଜନଗର (ଭାସ୍କର ନ୍ୟୁଜ): ଗାନ୍ଧୀ ଛକ ବ୍ରଜରାଜନଗର ମୁଖ୍ୟ ରାସ୍ତାର ପାୱାର ହାଉସ୍‌ ଛକରେ ଏକ ବୋଲେରୋ ସହ ବାଇକ୍‌ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବାଇକ୍‌ ଚାଳକ ଓ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା…

ଘାଟିରେ ସାବାଡ୍‌ ହେବେ ଆତଙ୍କବାଦୀ: ଜମ୍ମୁ-କଶ୍ମୀରକୁ ଗଲେ ଅତିରିକ୍ତ ୫୫୦୦ ଯବାନ, ଆତଙ୍କୀଙ୍କୁ ଖୋଜି ଖୋଜି ମାରିବେ…

ନୂଆଦିଲ୍ଲୀ,: ଜମ୍ମୁ- କଶ୍ମୀରରେ ଗତ କିଛିଦିନ ହେବ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛି । କଶ୍ମୀର ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବଢ଼ୁଥିବା ଲକ୍ଷ୍ୟ କରି କେନ୍ଦ୍ର…

କୋଭିଡ୍ ମୁକାବିଲା ପାଇଁ ଆଉ ପାଦେ ଆଗେଇଲା ଓଡ଼ିଶା, ଖୁବ୍‌ଶୀଘ୍ର କରୋନା ବଟିକା ମଗାଇବ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): କରୋନା ବିପକ୍ଷରେ ଲଢେଇ ପାଇଁ ୟୁକେରେ ପ୍ରସ୍ତୁତ ମୋଲନୁପିରାଭିର କ୍ୟାପସୁଲ୍‌ ମଗାଇବ ଓଡ଼ିଶା । ମୋଲନୁିରାଭିର ବଟିକା ୫୦% ମୃତ୍ୟୁ ରୋକୁଛି । ତେବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅନୁମତି…

ଟି-ଟେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ: ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ, ବନ୍ଧୁ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ନିଆରା ଲଢ଼େଇ

ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଦେଖିବାକୁ ମିଳିବ ନିଆରା ଲଢ଼େଇ । ଏକଦା ଦୁଇ ଓପନର ଯୋଡିଦାର ଓ ବନ୍ଧୁ ଥିବା ଜଷ୍ଟିନ ଲାଙ୍ଗର ଓ ମାଥ୍ୟୁ ହେଡେନଙ୍କ ମଧ୍ୟରେ ହେବ ଏହି ମୁକାବିଲା ।…

ରାଶିଫଳ(ଗୁରୁବାର,୧୧ ନଭେମ୍ବର,୨୦୨୧)

ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ଷୃଷ୍ଟି ହେବ,…

ଡାରିଲ ମିଚେଲଙ୍କ ଲଢୁଆ ଅର୍ଦ୍ଧଶତକ: ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଓପ୍ନର ଡେରିଲ୍ ମିଚେଲଙ୍କ ଲଢୁଆ ଅର୍ଦ୍ଧଶତକ ସହିତ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ୧୬୭ ରନର ପିଛା କରୁଥିବା ନ୍ୟୁଜିଲାଣ୍ଡ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ୧୩ ରନରେ ୨ଟି…

ଭୁବନେଶ୍ୱରରେ ଖୋଲିଲା “ଇଣ୍ଡଲଜ୍‌” ବ୍ରାଇଡ଼ାଲ୍ ମଲ୍‌: ଗୋଟିଏ ଛାତ ତଳେ ମିଳିବ ବିବାହ ଉପଯୋଗୀ ସମସ୍ତ ସେବା

ଭୁବନେଶ୍ୱର: ଭୁବନେଶ୍ୱର ରୂପାଲି ଛକଠାରେ ଭାରତର ପ୍ରଥମ ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲ୍ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବଲିଉଡ଼୍ ଅଭିନେତା ଅଫ୍‌ତାବ ସିବଦଶାନୀ ଉଦ୍‌ଘାଟନ କରିଥିଲେ । ଏହା ହେଉଛି ପ୍ରଥମ ପ୍ରମୁଖ ଷ୍ଟୋର୍…

ମାନିଲେନି ପରିବାର: ବିଷ ପିଇଦେଲେ ପ୍ରେମୀ ଯୁଗଳ

ସୋର (ଓଡ଼ିଶା ଭାସ୍କର): ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପରିବାର ଲୋକ ରାଜି ନହେବାରୁ ବିଷ ପିଇ ପ୍ରେମି ଯୁଗଳ ଗୁରୁତର ହୋଇ ପଡିଥିଲେ । ଉଭୟଙ୍କ ପରିବାର ଲୋକ ଉଭୟଙ୍କୁ ସୋର…

ଏକତରଫା ପ୍ରେମ ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡେପୁଟି କଲକ୍ଟର

ଅହମଦାବାଦ: ଏକତରଫା ପ୍ରେମ ପଡ଼ିଲା ମହଙ୍ଗା । ଏକତରଫା ପ୍ରେମ କରି ବନ୍ଧାହେଲେ ଡେପୁଟି କଲକ୍ଟର । ବିବାହିତ ମହିଳାଙ୍କୁ ଏକତରଫା ପ୍ରେମ କରି ଏଭଳି କାଣ୍ଡ ଭିଆଇଲେ ଡେପୁଟି କଲେକ୍ଟର ଯାହାଯୋଗୁଁ ତାଙ୍କୁ ଯିବାକୁ ପଡ଼ିଛି…