Browsing Category

Featured

ମୁଖ୍ୟ କୋଚ୍ ଭାବରେ ନିଯୁକ୍ତ ହେଲେ ରାହୁଲ ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବରେ ନିଯୁକ୍ତ କରାଯାଇଛି । ବିସିସିଆଇ ପକ୍ଷରୁ ବୁଧବାର ଦ୍ରାବିଡଙ୍କୁ ଏହି ନୂଆ ଦାୟିତ୍ୱ ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବରୁ ଦ୍ରାବିଡଙ୍କୁ ବରିଷ୍ଠ ଦଳର…

T20 World Cup: ସ୍କଟଲାଣ୍ଡ ବିପକ୍ଷ ମ୍ୟାଚରେ ଜିତିଲା ନ୍ୟୁଜିଲାଣ୍ଡ,  ଭାରତ ପାଇଁ ବଢ଼ିଲା ଅଡ଼ୁଆ

ନୂଆଦିଲ୍ଲୀ: ଆଇସିସି ଟି୨୦ ୱାର୍ଲ୍ଡ କପ୍ ୨୦୨୧ରେ ବୁଧବାର ନ୍ୟୁଜିଲାଣ୍ଡ ସ୍କଟଲାଣ୍ଡକୁ ୧୬ ରନରେ ପରାସ୍ତ କରିଛି । ତେବେ ନ୍ୟୁଜିଲାଣ୍ଡର ବିଜୟ ସହ ଭାରତ ପାଇଁ ସେମିଫାଇନାଲରେ ପହଞ୍ଚିବା ପାଇଁ ଅଡ଼ୁଆ ବଢ଼ିଛି ।…

ଅକ୍ସିଜେନ ମାସ୍କ କାଢ଼ିଦେଲା ୱାର୍ଡ ବଏ, ଚାଲିଗଲା ୪ ବର୍ଷ ବାଳକର ଜୀବନ

ନୂଆଦିଲ୍ଲୀ: ଅକି୍ସଜେନ ମାସ୍କ କାଢ଼ିଦେବାରୁ ୪ ବର୍ଷ ବାଳକର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ନିଲୋଫର ହସ୍ପିଟାଲରେ । ଗତ ଶନିବାର ହସ୍ପିଟାଲର ୱାର୍ଡ ବଏ ଚିକିତ୍ସିିତ…

ନବୀନଙ୍କ ଦୀପାବଳି ଭେଟି: ୨୫ ପ୍ରତିଶତ ବଢିଲା ଠିକା କର୍ମଚାରୀଙ୍କ ଦରମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀପାବଳି ଭେଟି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର…

ଦେଶବାସୀଙ୍କୁ ଦୀପାବଳି ଭେଟି; କମିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି । ଗୁରୁବାରଠାରୁ କମିବ ପେଟ୍ରୋଲ ଦର ଏବଂ ଡିଜେଲ ଦର । ପେଟ୍ରୋଲ ଉପରୁ ୫ ଟଙ୍କା ଏବଂ ଡିଜେଲ ଉପରୁ ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମିବ । ଏକ୍ସସାଇଜ…

ପୁଣି ଟସ୍ ହାରିଲେ କୋହଲି: ଫେରିଲେ ଅଶ୍ୱିନ; ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ।…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ବୀରମହାରାଜପୁରରୁ ୨ ଥର ଓ ଆଠମଲ୍ଲିକରୁ ୨ ଥର ଜିତିଥିଲେ । ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଲେ ସଂଜୀବ ସାହୁ । ବିଜେଡିରୁ ମୋଟ…

ବାଲାକୋଟ୍ ହିରୋ ଅଭିନନ୍ଦନଙ୍କୁ ମିଳିଲା ପଦୋନ୍ନତି

ନୂଆଦିଲ୍ଲୀ: ବାଲାକୋଟ୍ ଏୟାର ଷ୍ଟ୍ରାଇକ ହିରୋ ଅଭିନନ୍ଦନଙ୍କୁ ମିଳିଲା ପଦୋନ୍ନତି । ୱିଙ୍ଗ କମାଣ୍ଡରରୁ ଗ୍ରୁପ କ୍ୟାପେଟନକୁ ପଦୋନ୍ନତି ପାଇଲେ ଅଭିନନ୍ଦନ । ଭାରତୀୟ ବାୟୁସେନା ପକ୍ଷରୁ ପଦୋନ୍ନତି ସମ୍ପର୍କିତ ସମସ୍ତ…

ସମଗ୍ର ବିଶ୍ୱରେ ବ୍ୟବହୃତ ହେବ କୋଭାକ୍ସିନ୍: ମଞ୍ଜୁରୀ ପ୍ରଦାନ କଲା WHO

ନୂଆଦିଲ୍ଳୀ: ସମଗ୍ର ବିଶ୍ୱରେ ଏଣିକି ବ୍ୟବହୃତ ହେବ ଭାରତୀୟ ସ୍ୱଦେଶୀ ଟିକା କୋଭାକ୍ସିନ୍ । ପୂର୍ବରୁ ସମଗ୍ର ବିଶ୍ୱରେ କୋଭାକ୍ସିନ ବ୍ୟବହାର ପାଇଁ ଅନୁମତି ମଗା ଯାଇଥିଲା । ବୁଧବାର ଏକ ସମୀକ୍ଷା ବୈଠକ ପରେ ବିଶ୍ୱ…

ICC ଟି-୨୦ ରାଙ୍କିଙ୍ଗ: ପ୍ରଥମ ସ୍ଥାନରେ ବାବର ଓ ହସରଙ୍ଗା; ଖସିଲେ କୋହଲି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ ମଧ୍ୟରେ ଆଇସିସି ପକ୍ଷରୁ ଏହାର ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି । ଆଇସିସି ପକ୍ଷରୁ ପ୍ରକାଶିତ ରାଙ୍କିଙ୍ଗ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ବାବର ଆଜମ ଓ ୱନିନ୍ଦୁ ହସରଙ୍ଗା ।…