Browsing Category

Featured

ପେଗାସସ୍ ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟର ନୋଟିସ୍, ୧୦ ଦିନ ଭିତରେ ମାଗିଲେ ଜବାବ୍

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ନିରପେକ୍ଷ ତଦନ୍ତ ଦାବିରେ ଆବେଦନ କରିଥିବା ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ୧୦ ଦିନ…

ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ତାଲିବାନୀଙ୍କ ମଧ୍ୟରେ  ଦୁଇ ଭାରତୀୟ ସାମିଲ, ଭିଡିଓ ସେୟାର କଲେ ଶଶି ଥରୁର

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଦମନକାରୀ ଶାସନ ଆରମ୍ଭ ହୋଇ ଯାଇଛି । କାବୁଲ ସହିତ ଅନ୍ୟ ସହରର ସଡକରେ ଭୟର ବାତାବରଣ ରହିଛି । ତାଲିବାନୀ ଗାଡି ଅଟକାଇ ଲୋକଙ୍କ ତଲାସି ନେଉଛନ୍ତି । ଏଥିସହ…

ଆଫଗାନରେ ଥିବା ଭାରତୀୟଙ୍କୁ ଧରି ଫେରିଲା ବିମାନ, ଲୋକ କହିଲେ-‘ଭାରତ ମାତା କି ଜୟ’

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ନେଇ କାବୁଲରୁ ଉଡ଼ାଣ ଭରିବା ପରେ ଭାରତୀୟ ବାୟୁସେନାର ସି-୧୭ ମିବା ଗୁଜରାଟର ଜାମନଗରୀରେ ପହଞ୍ଚିଛି । ବିମାନରେ ପ୍ରାୟତଃ ୧୨୦ ଯାତ୍ରୀ ଉପସ୍ଥିତ…

ନିଜ ଭୁଲ୍ ସ୍ୱୀକାର କଲେ ଅଧିନାୟକ ଜୋ ରୁଟ୍, କହିଲେ- ଏହି ଦୁଇ ଖେଳାଳିଙ୍କୁ ହାଲୁକାରେ ନେଇ ଗଲୁ

ନୂଆଦିଲ୍ଲୀ : ଭାରତ ଲର୍ଡ୍ସର ଐତିହାସିକ ମଇଦାନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରି ଇତିହାସ ରଚିଛି । ଏଥିସହ ପାଞ୍ଚ ମ୍ୟାଚ୍ ବିିଶିଷ୍ଟ ଟେଷ୍ଟ ସିରିଜରେ ଦଳ ୧-୦ରେ ଅଗ୍ରଣୀ ହାସଲ…

ପାକିସ୍ତାନର ଖେଳନା ପାଲଟିଲା ତାଲିବାନ, ଭାରତକୁ ଦେଲା ଉପଦେଶ, କହିଲା…

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ କବଜା କରିବାର କିଛି ଘଣ୍ଟା ନହେଉଣୁ ତାଲିବାନ ଏବେ ନିଜର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଛି । ଏପରିକି ତାଲିବାନ ପାକିସ୍ତାନ ହାତର ଖେଳନା ପାଲଟି ଯାଇଛି ଏବଂ ଭାରତକୁ ଉପଦେଶ ଦେବା ଆରମ୍ଭ…

ଗୋଟିଏ କେସ୍ ଚିହ୍ନଟ ହେବାପରେ ପୂରା ଦେଶରେ ଲାଗିଲା ଲକଡାଉନ୍

ନୂଆଦିଲ୍ଲୀ: କରୋନା ମହାମାରୀର କହର ଏ ପର୍ଯ୍ୟନ୍ତ ଥମିନାହିଁ । ଏବେ ସୁଦ୍ଧା ଅନେକ ଦେଶରେ ଏହାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ଇତି ମଧ୍ୟରେ ମାତ୍ର ଗୋଟି, କରୋନା ମାମଲା ଚିହ୍ନଟ ହେବାରୁ ଏହି…

ଆସିଲା ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି, ୨୦ରୁ +୩ ନାମଲେଖା ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ବିଜ୍ଞପ୍ତି ଅନୁସାରେ, +୩ ନାମଲେଖା ପାଇଁ ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ତାରିଖ ଯାଏଁ ଅନଲାଇନରେ…

ତାଲିବାନର ଆଫଗାନିସ୍ତାନ କବଜା ପରେ ଏବେ କ’ଣ କରିବ ଭାରତ ? ରହିଛି ଏହି ବିକଳ୍ପ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ଯୁଗ ଆରମ୍ଭ ହୋଇ ଯାଇଛି । ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ଚାଲି ଯାଇଛନ୍ତି । ରାଜଧାନୀ କାବୁଲ ସହିତ ସମଗ୍ର ଆଫଗାନିସ୍ତାନରେ ଭୟର ବାତାବରଣ ରହିଛି । ଆଫଗାନିସ୍ତାନରୁ…

ସବରୀମାଳା ମନ୍ଦିରକୁ ବାପାଙ୍କ ସହ ଯାଇପାରିବେ ୧୦ ବର୍ଷରୁ କମ୍ ବୟସର ଝିଅ: କେରଳ ହାଇକୋର୍ଟ

ଥିରୁବନନ୍ତପୁରମ୍: ସବରୀମାଳା ମନ୍ଦିରକୁ ନେଇ କେରଳ ହାଇକୋର୍ଟ ଏକ ବଡ଼ ଘୋଷଣା କରିଛନ୍ତି । ୧୦ ବର୍ଷରୁ କମ୍ ବୟସର ଝିଅ ମାନେ ନିଜ ବାପାଙ୍କ ସହିତ ସବରୀମାଳା ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଛି ।…

ଋଷକୁ ପସନ୍ଦ ଆସିଲା ତାଲିବାନ ! କହିଲା- ଘନି ସରକାରଙ୍କ ତୁଳନାରେ ଅଧିକ ସୁରକ୍ଷିତ ରହିଛି କାବୁଲ

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ ମାନେ ନିଜର ହୁକୁମ୍ ଆରମ୍ଭ କରିସାରିଲେଣି । ରବିବାର ସେମାନେ ରାଜଧାନୀ କାବୁଲ ଉପରେ କବଜା କରିଛନ୍ତି । ଫଳରେ ରାଷ୍ଟ୍ରପତି ଘନି ଇସ୍ତଫା ଦେଇ ରାତାରାତି କାବୁଲ ଛାଡ଼ି ଛନ୍ତି ।…