fbpx
Browsing Category

Featured

ରାଜ୍ୟରେ ୩୩୨ କରୋନା ପଜିଟିଭ

ଭୁବନେଶ୍ୱର, ୧୪ା୧୨ (ଓଡିଶା ଭାସ୍କର): ରାଜ୍ୟରେ ୩୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସଙ୍ଗରୋଧରୁ ୧୮୯ ଓ ସ୍ଥାନୀୟ ଅଞ୍ଚଳରୁ ୧୪୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା…

ଦିଅର-ଭାଉଜଙ୍କ ଅବୈଧ ସମ୍ପର୍କ: ବଳି ପଡ଼ିଲା ଭାଣିଜୀ

ବାଲିଆପାଳ, ୧୪ା୧୨ (ଓଡିଶା ଭାସ୍କର): ବାଲିଆପାଳ ଅଞ୍ଚଳରେ ଶୁକ୍ରବାର ଘଟିଥିବା ନାବାଳିକା ହତ୍ୟାକାଣ୍ଡର ସତ୍ୟ ସାମନାକୁ ଆସିଛି । ମାମୁଁର ଅବୈଧ ସମ୍ପର୍କ ଦେଖିଦେବା ଫଳରେ ଭାଣିଜୀକୁ ଗଳା କାଟି ହତ୍ୟା କରାଯାଇଥିବା…

ଆଜି ବର୍ଷର ଶେଷ ସୂର୍ଯ୍ୟ ପରାଗ: ଜାଣନ୍ତୁ କେଉଁ ରାଶି ରହିବେ ସତର୍କ, କଣ କରିବା ଉଚିତ୍ ଓ ଅନୁଚିତ୍ ?

ଚଳିତ ବର୍ଷର ଦ୍ବିତୀୟ ବା ଶେଷ ସୂର୍ଯ୍ୟ ପରାଗ, ଡି‌ସେମ୍ବର ୧୪ ଅର୍ଥାତ ଆଜିର ଦିନରେ ହେବାକୁ ଯାଉଛି । ପ୍ରଥମ ସୂର୍ଯ୍ୟ ପରାଗଟି ଜୁନ ୨୧ରେ ହୋଇଥିବା ବେଳେ ତାହା ବଳୟଯୁକ୍ତ ଥିଲା। ହେଲେ ଡି‌ସେମ୍ବର ୧୪ରେ ହେବାକୁ…

ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ: ମୁଖ୍ୟ ସଚିବ

ଭୁବନେଶ୍ୱର, ୧୪ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଜାରି ରହିଛି । ଏନେଇ ଟ୍ୱିଟ୍ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଏହାର ନିଷ୍ପତ୍ତି…

ଇନଫୋସିଟି ଥାନା ନାବାଳିକା ଦୁଷ୍କର୍ମ ମାମଲା: ୪ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୪ ।୧୨(ଓଡିଶା ଭାସ୍କର): ଭୁବନେଶ୍ୱର ଇନଫୋସିଟି ଥାନା ନାବାଳିକା ଦୁଷ୍କର୍ମ ମାମଲାରେ ଏଫଆଇଆରରେ ଥିବା ୪ ଜଣଙ୍କୁ ଉଠାଇନେଇଛି କ୍ରାଇମବ୍ରାଞ୍ଚ । ଗତକାଲି ବିଳମ୍ବିତ ରାତିରେ ୪ ଜଣଙ୍କୁ କ୍ରାଇମବ୍ରାଞ୍ଚ…

୨୪ ଘଣ୍ଟାରେ ୩୯୨ କରୋନା ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ, ୧୪।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୩ ହଜାର ୩୫୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭ ହଜାର ୦୭୧ ନୂଆ…

ରାଶିଫଳ(ସୋମବାର,୧୪ ଡିସେମ୍ବର,୨୦୨୦)

ମେଷ :- ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ ।…