fbpx
Browsing Category

Featured

ଆଜି ବି ବିଧାନସଭା ନିକଟରେ ୨ ଜଣଙ୍କର ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଆଜି ବି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ୨ ଜଣ । ବିଧାନସଭା ପଛପଟ ଇଡକଲ ରାସ୍ତାରେ ଆତ୍ମାହୁତିର ଉଦ୍ୟମ କରିଥିଲେ ମା ଓ ପୁଅ । କୁଜଙ୍ଗ ଅଞ୍ଚଳର ମା ସୁଲୋଚନା ଦାସ…

ରାଜ୍ୟରେ କମୁନି ମୃତ୍ୟୁ ସଂଖ୍ୟା, ଆଜି ପୁଣି ୧୨ ଜୀବନ ନେଲା କରୋନା

ଭୁବନେଶ୍ୱର,୨୮।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୫୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି…

ଗୃହରେ ପୁଣି ‘ପରୀ’ ଝଡ: ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ନୟାଗଡର ପରୀ ହତ୍ୟା ମାମଲାକୁ ନେଇ ଆଜି ପୁଣି ବିଧାନସଭାରେ ହଟ୍ଟଗୋଳ ଆରମ୍ଭ ହୋଇଛି । ଏସଆଇଟି ଗଠନ ନେଇ ସ୍ପଷ୍ଟୀକରଣ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ସେହିପରି…

ରାଜ୍ୟରେ ଆଜି ୫୫୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୮।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୫୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୧୭ ଜଣ ଓ…

ରାଜ୍ୟରେ କମୁଛି ତାପମାତ୍ରା, ବଢୁଛି ଶୀତ: ୧୫ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ରାଜ୍ୟରେ ତାପମାତ୍ରା କମିବାରେ ଲାଗିଛି, ଫଳରେ ଶୀତ ପ୍ରକୋପ ବଢିବାରେ ଲାଗିଛି । ୧୫ ଡିଗ୍ରୀ ସେଲସିଅସ ତଳେ ରହିଛି ୪ ସହରର ତାପମାତ୍ରା । ୧୧ ଡିଗ୍ରୀ ସହ ସୋନପୁର ହୋଇଛି ରାଜ୍ୟର…

ପ୍ରଧାନମନ୍ତ୍ରୀଙ୍କ କରୋନା ଟିକା ସମୀକ୍ଷା

ନୂଆଦିଲ୍ଲୀ,୨୮ ।୧୧: ଅହମ୍ମଦାବାଦର ଜାଇଡସ୍ ବାୟୋଟେକ୍ ପାର୍କରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ କୋଭିଡ-୧୯ ଭ୍ୟାକ୍ସିନ ପ୍ରସ୍ତୁତିର ପ୍ରଧାନମନ୍ତ୍ରୀ ନିଜେ ସୀମକ୍ଷା କରିଛନ୍ତି । ଏହା ସହ…

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୬ ହଜାର ୨୦୦ କୁ ବୃଦ୍ଧି

ନୂଆଦିଲ୍ଲୀ,୨୮।୧୧: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୬ ହଜାର ୨୦୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୩୨୨ ନୂଆ…

ରାଶିଫଳ (ଶନିବାର, ୨୮ ନଭେମ୍ବର ୨୦୨୦)

ମେଷ- ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ । ବୃଷ-…